Read more about the article ମଶାଣି
Odia Poem Mashani (ମଶାଣି) by Prajna Paramita Panda

ମଶାଣି

ଏଠି ଦୂରଦିଗନ୍ତ ଯାଏଁ ଶୂନ୍ୟ ମହାଶୂନ୍ୟ ଗହୀରିର ଖାଁ ଖାଁ ପରିପାଟି ସାଜିଛି ଜୀବନ ମୃତ୍ୟୁର ଅଦ୍ଭୁତ ସଙ୍ଗମ ଉଦାହରଣ ଦେଉଛି ରାଜା ଓ ପ୍ରଜାର ମାନ ଓ ଅଭିମାନର ଏବଂ ଗର୍ବ ଓ ଅହଂକାରର ଅଗ୍ନିର ଲେଲିହ ମାନରେ ଭସ୍ମୀଭୂତ…

Continue Readingମଶାଣି
Read more about the article ଦିଗ ହରା ପଥିକ
ଦିଗ ହରା ପଥିକ

ଦିଗ ହରା ପଥିକ

ବାସ୍ତବତାର ଦ୍ଵାହିରେ ଭାଙ୍ଗି ପଡ଼ିଛି ସୁନେଲି ସପନ.. କୁହୁଡ଼ି ଢେଉର ସୀମା ଲଙ୍ଘି ଲଙ୍ଘି ନିଜକୁ ଆବିଷ୍କାର କରିଛି ଏକ ବହଳ ଅନ୍ଧକାରୀ ଜଙ୍ଗଲରୁ.. ଯେଉଁଠୁ ଫେରିବା ଅନିଶ୍ଚୟ ଦିଗହରା ପଥିକଟେ ପରି ପର୍ବତାରୋହଣ କରି ଭୁଲି ସାରିଛି ଫେରିବାର ପଥ..…

Continue Readingଦିଗ ହରା ପଥିକ
Read more about the article ପରିଚୟ
ପରିଚୟ

ପରିଚୟ

ଦିନ କେଇଟାରେ ବଦଳିଗଲ ତୁମେ ବଦଳିଗଲା ତୁମ ପରିଚୟ ସ୍ୱପ୍ନ ନାୟକରୁ ସାଜିଗଲ କାହା ମଥାର ସିନ୍ଦୂର ନୂଆ ମଣିଷକୁ ଆପଣାର କରି ଚାଲିଗଲ ଦୂର... ବହୁ ଦୂର ତୁମର ଏବେ ନୂଆ ଏକ ଘର ପୁଣି ନୂଆ ନୂଆ ସଂସାର…

Continue Readingପରିଚୟ
Read more about the article ମୁଖାବରଣ
ମୁଖାବରଣ

ମୁଖାବରଣ

ହେ ମୁଖାବରଣ !! ତୁମେ ସତ୍ୟର ଆବରଣ, ସତେ ଯେମିତି ଲାଲ୍ ଟହଟହ ଲୋଭନୀୟ ମହାକାଳ ଫଳ, ବାହ୍ୟ ଉପଢୌକନର ଚାକଚକ୍ୟରେ ଲୁଚାଇ ଦେଇଛ ନିଜ ଅସ୍ତିତ୍ୱକୁ । ଶୁଣିଛି ଚେହେରାରୁ ଜାଣିହୁଏ ହୃଦୟର କଥା, ଚେହେରା ସାଜିଯାଏ ମନର ଆଇନା...…

Continue Readingମୁଖାବରଣ
Read more about the article ନଗ୍ନ ଚାହାଣୀ
ନଗ୍ନ ଚାହାଣୀ

ନଗ୍ନ ଚାହାଣୀ

କୁତ୍ସିତ ଦୃଷ୍ଟିରେ ଉଡ଼ିଯାଏ ଯେବେ ଅଳସୀ ସନ୍ଧ୍ୟା ଓଢ଼ଣି, ନଗ୍ନତାର ମୁଖା ପରଳ ପକାଏ ଶୃଗାଳ ନଗ୍ନ ଚାହାଣୀ । ଅଶ୍ରୁ ତର୍ପଣରେ ଭିଜୁଥାଏ ଗାଲ ବୁକୁ ଉହାଡ଼ରେ ଭୟ, ସଶରୀର ଧାରି ପିଶାଚଙ୍କ ରଡ଼ି ପାଦ ନ ହୁଅଇ ଥୟ…

Continue Readingନଗ୍ନ ଚାହାଣୀ