ପୁରୁଣା ସ୍ମୃତିର ସନ୍ଧାନରେ

ପୁରୁଣା ସ୍ମୃତିର ସନ୍ଧାନରେ

ଯଦି ବି ଏଇ ଜୀବନର ବାଇଶି ବର୍ଷର ଭିଡ଼ ଭିତରେ ପୁରୁଣା ସ୍ମୃତିକୁ ଉଜ୍ଜୀବିତ କରିବା ସେଥିରେ ନିଜକୁ ଖୋଜିବା ଓ ଶୁଣିବା ଯଦିଓ ଏତେ ସହଜ ନୁହେଁ ତଥାପି ଏ ମନର ପକ୍ଷୀ ଅସୀମ ଉଡାଣ ଲାଗି ମନ ବଲଉଛି ପୁରୁଣା ସ୍ମୃତିର ସନ୍ଧାନରେ ॥ ଏହି କୋଳାହଳ ଭିଡ଼ ଭିତରେ ମୁଁ ଖୋଜିବୁଲେ ଅତୀତର ପୃଷ୍ଠାଗୁଡ଼ିକୁ କଳ୍ପନାର ପୁସ୍ତକରେ ଖୁସିର ମହକ ଥିଲା ନା ସାନ୍ତ୍ୱନାର ଚହଟ ଋତୁର ପ୍ରୀତି ଥିଲା ନା ଜହ୍ନରାତିର…

ଅଧିକ ପଢ଼ନ୍ତୁ
ରୂପସୀ କନ୍ୟା

ରୂପସୀ କନ୍ୟା

ଆଗୋ ପ୍ରିୟତମା ମନର ମଇନା ସତେ କୀ ଶୀତଳ ଜ୍ୟୋତ୍ସ୍ନା ତମେ ମନରମା ॥୧॥ କନ୍ୟା ତମେ ରୂପସୀ ବୟସ ବାଇଶି ତୁମେ କ୍ରୁଷ୍ଣା, ତୁମେ କାବେରୀ ପ୍ରାଣ ପ୍ରିୟା କନ୍ୟା ଅଳସୀ ॥୨॥ କଣ୍ଠ ସୁଶୋଭିତ ଶରୀର ସୁଢୋଳ ପାଦରେ ପାଉଁଜି ଝଣ ଝଣ ସୁଶୋଭିତ ॥୩॥ କାନେ କାନଫୁଲ, ନାକେ ନାକଗୁଣା ସାଥୀ ତମେ ମୋର ପ୍ରିୟ ସତଗୁଣା ॥୪॥ ତମ ବକ୍ଷ ଦେଶ ଯେପରି ଚନ୍ଦ୍ରମା ସତେକି ସରଗ କଟି ଦେଶ ତମ…

ଅଧିକ ପଢ଼ନ୍ତୁ
Samparka

ସମ୍ପର୍କ

ସମ୍ପର୍କ ଯେ ସୃଷ୍ଟିହୁଏ ମନର ମିଳନେ ସମସ୍ତଙ୍କୁ ବାନ୍ଧିରଖେ ତାହାରି ସୂତାରେ । ସମ୍ପର୍କର ଆଦି ଥାଏ ନଥାଏ ଯେ ଅନ୍ତ ଜୀବନ ପାନ୍ଥଶାଳାରେ ସେ ଅଟେ ପଥିକ । ନୁହେଁ ସେ ତ କାଚଘର, ଆଘାତରେ ଭାଙ୍ଗିଯିବ ନୁହେଁ ସେ ଶିଶିର ବିନ୍ଦୁ, ସୂର୍ଯ୍ୟ ଶୋଷିନେବ । ଭାଙ୍ଗିପାରେ ନାହିଁ ତାକୁ ଝଡ଼ ବା ବତାସ ସମ୍ପର୍କ ବିଚ୍ଛେଦେ ବ୍ୟକ୍ତି ହୁଅଇ ନିରାସ । ସେ ସମ୍ପର୍କ ଅଟେ ପୁଣି ହସ କାନ୍ଦ ମିଶା ଧୋଇ…

ଅଧିକ ପଢ଼ନ୍ତୁ
ପହିଲି ବସନ୍ତ

ପହିଲି ବସନ୍ତ

କୈଶୋରରୁ ଗୋଟିଏ କଥା ଶୁଣି ଆସୁଅଛି ମୁହିଁ ମଣିଷ ଜୀବନେ ଯୌବନାବସ୍ଥାଠାରୁ ସୁନ୍ଦର ଆଉ କିଛି ନାହିଁ ଆଦ୍ୟ ଯୌବନରେ ପାଦ ଥାପୁ ଥାପୁ ଏ କି ବିଚିତ୍ର ଅନୁଭବ ନିଜ ମଧ୍ୟେ ବହୁ ନୂତନତ୍ୱ କରୁଛି ମୁଁ ଉଦ୍ଭବ (୧) ଚପଳ ଆଖି ମୋର ଆଜିକାଲି ହୁଏ ଆମାନିଆ ଓଠ ମୋର କହେ କେତେ କଥା ନୂଆ ନୂଆ ସାଙ୍ଗ ମେଳେ ହସୁ ହସୁ ଖିଲି ଖିଲି ଦୂରରୁ ହଠାତ ମୁଁ ତାଙ୍କୁ ଦେଖିଲି (୨)…

ଅଧିକ ପଢ଼ନ୍ତୁ
ନିଃସଙ୍ଗତା

ନିଃସଙ୍ଗତା

ସୁନ୍ଦର ତା’ ଚାରୁ-ଲତା, ଆଉ ନିରବ ତା’ ପଥ କଣ୍ଟା ଥାଏ ଅବା ଫୁଲ ଥାଏ, ତା’ ପଥେ ପଥେ ଚାଲିବାକୁ ହୁଏ ମୋତେ ତା’ ନିର୍ଜନ ବନରେ କିଛି ହଜିଯାଏ ତ ଆଉ କିଛି ମିଳିଯାଏ, ନୂଆ ଆଶାର କିରଣ ସେମିତି ସାଥିରେ ମୋ ଥାଏ ॥ ସାଥି ବିନା ଲାଗେ ମୋତେ ଖାଁ ଖାଁ ତା’ ନୀରବ ପଥେ ଅଜଣା ଭୟରେ ପ୍ରାଣ ମୋର ଶଙ୍କି ଉଠେ ମନ ମୋର ଏଣେ ତେଣେ ଘୁରି…

ଅଧିକ ପଢ଼ନ୍ତୁ