ଗିରନାର ପର୍ବତ

ଗିରନାର ପର୍ବତ

ଜୟ ଗିରନାରୀ… ଗିରନାର ବାବା କି …..ଜୟ ସବୁବର୍ଷ ଶୀତ ଆସିଲେ ମନେପଡ଼େ ବଣଭୋଜି, ପାର୍ଟି, ଆଉଟିଙ୍ଗ ଇତ୍ୟାଦି ଇତ୍ୟାଦି….. ନିଜ କର୍ମମୟ ଜୀବନରୁ କିଛି ଦିନର ଛୁଟିରେ ଟେନସନ ଦୂର କରି ପ୍ରକୃତି କୋଳରେ ହଜିଯିବାର ସ୍ବାଦ ନିଶ୍ଚିତ ଭାବେ ନିଆରା । ସବୁବର୍ଷ ପରି କିଛି ଦିନର ବ୍ୟବଧାନ ପରେ ଅଫିସର କିଛି ସାଙ୍ଗ ବାହାରିଲେ କୁଆଡ଼େ ଗୋଟେ ଯିବାପାଇଁ । କୁଆଡ଼େ ଗୋଟେ କହିଲେ, ପ୍ରକୃତ ଜାଗା ଜଣା ନଥାଏ, ପ୍ରଥମେ ଯିବା…

ଅଧିକ ପଢ଼ନ୍ତୁ
ବହିର୍‌ ସମିଆ

ବହିର୍‌ ସମିଆ

ବହିର୍‌ ସମିଆ ସରିବସ୍‌ଲାନ ବଁଚି ରହିଛେ ଲେଖା କାଗଜ୍‌ ଛାଡ଼ି ପର୍‌ଦା ଉପରେ ଦଉଛେ ଜହ ଦେଖା କେହି ନାଇଁପାରେ କେଭେଁ କରି ବହିର୍‌ ମୁଡ଼୍‌କାଟ୍‌ ଆକାର୍‌ ପ୍ରକାର୍‌ ବଦ୍‌ଲି ଗଲାନ ସେନ୍‌ତେଇ ଅଛେ ପାଠ୍‌ ଗୁଟେ ଠାନେ ଯେନ୍‌ ପାଠକ୍‌ ନୁର୍‌ସି ଭାବ୍‌ ବିଚାର୍‌ ଜ୍ଞାନ୍‌ ଯେନ୍‌ତେଇ ହଉ ପାଠ୍‌ ପାଏସି ବଢ୍‌ସି ତାହାର୍‌ ମାନ୍‌

ଅଧିକ ପଢ଼ନ୍ତୁ
ବହିର ଜମାନା

ବହିର ଜମାନା

ବହିର ଜମାନା ସରି ବସିଲାଣି ବଂଚି ରହିଛି ଲେଖା କାଗଜ ଛାଡ଼ି ପରଦା ଉପରେ ଦେଉଛି ବେଶି ଦେଖା କେହି ପାରିବନି କେବେ ବି କରି ବହି ମୁଂଡକାଟ ଆକାର ପ୍ରକାର ବଦଳି ଗଲାଣି ସେଇମିତି ଅଛି ପାଠ ଗୋଟିଏ ଜାଗାରେ ପାଠକ ଲୋଡ଼ିଲେ ଭାବ ବିଚାର ଜ୍ଞାନ ଯେମିତି ହେଉ ସେ ପାଠ ପାଇଥାଏ ବଢ଼ିଯାଏ ତା’ର ମାନ

ଅଧିକ ପଢ଼ନ୍ତୁ
ଆଇଛେ ଇନ୍‌ତା ବେଲ୍‌

ଆଇଛେ ଇନ୍‌ତା ବେଲ୍‌

ନିଜେ ସହି ଭୋକ୍‌ ଶୋଷ୍‌ ଯେନ୍‌ ଲୋକ୍‌ ଦେସି କାହାର୍‌ ପେଟ୍‌ ପୂରେଇ ତାର୍‌ ହାତୁଁ ଖାଇଥିସି ଯେନ୍‌ ଲୋକ୍‌ ଗୁଡ଼େଁ ବି ପାର୍‌ସି ଖୁରେଇ ଇନ୍‌ତା ହେଇଛେ ସମିଆ ଇହାଦେ କେହି ନାଇଁକରେ ସ୍ବୀକାର୍‌ ଉପକାରୀ ଯେତେ ଚିହ୍ନାର୍‌ ଲୋକ୍‌କୁଁ କରୁଥିସି ଧିକ୍‌କାର୍‌ କଥା ତ ଭାଗ୍‌ସି ପବ୍‌ନେ ଉଡ଼ି ଲେଖା ରହିଥିସି ପଡ଼ି କେହି ନାଇଁମାନେ କାହାର୍‌ ବୋଲ୍‌ ଯେତେ ଛାଡ଼୍‌ଲେ ବି ରଡ଼ି ଶିକ୍ଷା ଶାସନ୍‌ ବିଚାର୍‌ ସାହିତ୍ୟ ହେଲାନ ଶବ୍ଦଖେଲ୍‌ ଭାବ୍‌ନା…

ଅଧିକ ପଢ଼ନ୍ତୁ
adhyatmita-dharma

ଆଧ୍ୟାତ୍ମିକ ଧର୍ମର କବଳରୁ ମୁକ୍ତିର ପ୍ରୟାସ

ସାରା ଦୁନିଆରେ ଆଜି ତଥାକଥିତ ଈଶ୍ୱର ଓ ଆଧ୍ୟାତ୍ମିକଧର୍ମର କବଳରୁ ମୁକ୍ତ ହେବା ପାଇଁ ଅନେକ ସଚେତନ ମଣିଷ ପ୍ରୟାସ କରୁଛନ୍ତି । କାରଣ, ଦିନକୁ ଦିନ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାର ବିକାଶ ହେଉଥିବାରୁ, ତଥାକଥିତ ଐଶ୍ୱରୀୟ ଶକ୍ତି ଉପରୁ ଲୋକମାନଙ୍କର ଆସ୍ଥା ଓ ବିଶ୍ୱାସ କମ ହେବାକୁ ଲାଗିଛି । ମଣିଷ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ଦ୍ୱାରା ନିର୍ମିତ ସାଧନଗୁଡ଼ିକ ହିଁ ସବୁ ପ୍ରକାର ସୁଖ ଏବଂ ସୁରକ୍ଷା…

ଅଧିକ ପଢ଼ନ୍ତୁ