ବହି

ବହି

ସ୍କୁଲ ଛୁଟିର ଘଣ୍ଟା ବାଜୁ ବାଜୁ କକ୍ଷରୁ ଦୌଡ଼ି ବାହାରିଲା ନବମ ଶ୍ରେଣୀର ଛାତ୍ର ବିରୂ, ପୁରା ନାଁ ବିରୂପାକ୍ଷ ମହାନ୍ତି । ଶୀଘ୍ର ଘରେ ପହଞ୍ଚିବାକୁ ମନ ସମ୍ଭାଳୁ ନ ଥାଏ ପିଲାର । ମନ ଭିତରେ ଗୋଟିଏ ଚିନ୍ତା- କେତେ ବେଳେ ଘରେ ପହଞ୍ଚି ନୂଆ ଗପ ବହିଟା ନେଇ ପଢ଼ିବାକୁ ବସିବ । ବିରୂ ସିଧା ଅର୍ଥରେ ଗୋଟେ ଗ୍ରନ୍ଥକୀଟ- ପଢ଼ିବାକୁ ଉପଯୁକ୍ତ ବହି ପାଇଲେ ଖାଇବା, ପିଇବା, ଶୋଇବା, ଝାଡ଼ା ଯିବା,…

ଅଧିକ ପଢ଼ନ୍ତୁ
ପ୍ରେମ-ବନ୍ଦୀ

ପ୍ରେମ ବନ୍ଦୀ

ବାନ୍ଧି ମୁଁ ରଖିଛି, ତୁମରି ସ୍ମୃତି, କିଛି ଅଭୁଲା ଅନୁଭୂତି, ଆଉ ଅତୀତର ସେହି ସୁବାସିତ ପ୍ରୀତି ନାଁ ତୁମେ ବାନ୍ଧି ହେଲ, ମୋ ପ୍ରୀତି ବନ୍ଧନରେ ନାଁ ମୁଁ ବନ୍ଦୀ କରିପାରିଲି, ମୋ ପ୍ରେମ ଭାବରେ ତଥାପି ମୁଁ ତୁମରି ସ୍ମୃତିରେ, ନିତି ବାନ୍ଧି ହୁଏ, ନିତି ବନ୍ଦୀ ହୁଏ, ସାଥେ ଥାଏ ଏ ନୀରବ ବିରହ ରାତି କେମିତି ପାଳିବି କୁହ, ମୋ ମନ କଚେରୀର ଆଦେଶ, ଏଠି ମକଦ୍ଦମା ବି ପ୍ରେମ, ମନ୍ତବ୍ୟ…

ଅଧିକ ପଢ଼ନ୍ତୁ
ଅଂଡିରା ମାଇପି ଭେଦ

ଅଂଡିରା ମାଇପି ଭେଦ

ଯାହାକୁ ଦେଇଛି ମାଇପ ନାଆଁ ବୁଝି ବୁଝାଇ କହୁ ଶ୍ବଶୁରଂକ ଝିଅ, ଶଳାର ଭଉଣୀ ନୁହେ କି ସିଏ ବାପାମାଆଂକର ବୋହୂ? କନିଆକୁ ଧରି ଦୁନିଆ ବୁଲଂତି ଭୁଲିଯାଇ ଗାଆଁ ଘର ଛୁଆର ମାଆକୁ ପଚାରଂତି ନାହିଢ଼ଁ ଏମାନେ କେମିତି ବର? ପତ୍ନୀକୁ ସୁଖଦାୟିନୀ ଭାବିଲେ ହୁଏ ସବୁ ଗଡ଼ବଡ଼ ଝିଅ ଭଉଣୀ ବୋହୂ ମାଆ ସିଏ କାହିଁକି ହୁଅ ଅପଡ଼? ଭାର୍ଯାକୁ ‘ ବାହାରି ଯା ‘ କହିଦେଲେ ହୁଏନାହିଁ ଜଣେ ମରଦ ଅଂଡିରା ମାଇପି…

ଅଧିକ ପଢ଼ନ୍ତୁ
ଅଢ଼ଁର୍‌ରା ମାଏଝି ଭେଦ୍‌

ଅଢ଼ଁର୍‌ରା ମାଏଝି ଭେଦ୍‌

ଯାହାକେ ଦେଇଛ ମାଏପୋ ନାଆଁ ବୁଝି ବୁଝେଇ କହ ଶଶୁରର୍‌ ଝି, ଶଲାର୍‌ ବହେନ୍‌ ଆଏ କି ନୁହେ ବୁଆ ମାଆଁର୍‌ ବହ? କନିଆଁକେ ଧରି ଦୁନିଆ ବୁଲ୍‌ସନ୍‌ ପାସ୍‌ରି ଗାଆଁ ଘର୍‌ ଛୁଆର୍‌ ମାଆକେ ନାଇଁ ପଚ୍‌ରାନ୍‌ ଇମାନେ କେନ୍‌ତା ବର୍‌? ପତ୍ନୀକେ ସୁଖ୍‌ଦାୟିନୀ ଭାବ୍‌ଲେ ହେସି ସବୁ ଗଡ଼୍‌ବଡ଼୍‌ ଝି ବହେନ୍‌ ବହ ମାଆଁ ଆଏ ସେ କାଁଯେ ହେସ ଅପଡ଼୍‌ ? ଭାର୍ଯାକେ ‘ ବାହାର୍‌ ଯା ‘ କହିଦେଲେ ନାଇଁହୁଏ ଜନେ…

ଅଧିକ ପଢ଼ନ୍ତୁ
ଅଭିରନ୍‌ କଥା

ଅଭିରନ୍‌ କଥା

ଅଜାନ୍‌ତିକେଁ ବି ଅଭିରନ୍‌ କଥା ଆଲ୍‌ମାଲ୍‌ ଟୁଁଡ଼ୁ ବୁଚ୍‌ଡ଼ି ଗଲେ ସଦ୍‌ଭାବ୍‌ କେନ୍‌ତା ରକ୍‌ମେ ଜାନିଛୁଁ ଯାଏସି ବିଗ୍‌ଡ଼ି ଫେରି ବି କେହି ନାଇଁ କହେବାର୍‌ ନାପି ତଉଲି କଥା ହେଥିର୍‌ ଲାଗି ତ ଶୁନ୍‌ଲା ଲୋକ୍‌ ହଉଥିସି ବିତ୍‌ବିତା ରାଂଧ୍‌ଲା ବେଲେ ତ ଚାଉଲ୍‌ନୁ ଗୁଢି ବାଛି ଦଉଥିସୁଁ ଫିକି କହେଲା ବେଲ୍‌କେ ନାଇଁ ବାଛି ନିଛି କଥା ଯାଉଥିସୁଢ଼ଁ ବକି ଏତେ ବକ୍‌ବକ୍‌ ହଉଥିଲେ ତ ନାଇଁପଡ଼େ ତାର୍‌ ପ୍ରଭାବ୍‌ ରଡ଼ି ଛାଡ଼୍‌ତେଲ୍‌ ମାଗୁଥିଲେ…

ଅଧିକ ପଢ଼ନ୍ତୁ