Hyderabad Police

ହାଇଦ୍ରାବାଦ ପୋଲିସ

ଦୁଷ୍କର୍ମୀତୁମେ ଧର୍ଷଣକାରୀ ଏନ୍‌କାଉଣ୍ଟରରେ ମଲ, କ୍ଷାନ୍ତ ହୋଇଛି, ଶାନ୍ତ ହୋଇଛି ପ୍ରିୟଙ୍କାର ନିଆଁ ଝୁଲ । ପରାକ୍ରମୀ ପୁଣି ସଂଗ୍ରାମୀ ତୁମେ ହାଇଦ୍ରାବାଦ ପୋଲିସି, ଦଶଟି ଦିନରେ ପାପୀର ପାପାତ୍ମା ଯମ ପୁରେ ଦେଲ ପେଶି । ଭାରତ ମାତାର ଯୋଗ୍ୟ ସନ୍ତାନ ନାରୀ ସ୍ୱାଭିମାନ ପାଇଁ, ନୂଆ ଇତିହାସ ରଚିଲ ମାଟିରେ କଳଙ୍କ କାଳିମା ଧୋଇ । ଜାତୀୟ ପତାକା ତ୍ରିରଙ୍ଗା ଆମର ସର୍ବଧର୍ମ ପରିଚୟ, ନିଃସ୍ୱାର୍ଥପରତା ପୁଲିସି ଧର୍ମର ହୋଇଥାଏ ପରିଚୟ । ଚଉଦିଗ ଆଜି ଆଲୋକିତ କଲ ଚାରୋଟି…

ଅଧିକ ପଢ଼ନ୍ତୁ
Odia Poem - Tuma Pain Pade

ତୁମ ପାଇଁ ପଦେ କବିତା

ଚଞ୍ଚଳ ମନା ଆଲୋ ସୁଲୋଚନା କରିଛୁ ହୃଦୟେ ଘର ତୁ ଇନ୍ଦୁମତୀ ମୁଁ ତୋର କନକ କେମିତି ହେବି ଲୋ ଦୂର ॥ କହିଲେ କହୁ ଲୋ ଏ ସାରା ଜଗତ ଦେଇ ଯେତେ ଅପବାଦ ଜନ୍ମଜନ୍ମ ପାଇଁ ତୋ ହାତ ମୁଁ ଧରିଛି ସହିବି ସବୁରି କ୍ରୋଧ ॥ ଶିଶିର ବେଳର ତୁ ମୋ ସଜନୀ ପାହାନ୍ତି କାକର ଟୋପା ତୋ ବିନା ଗ୍ରୀସମେ ସିଜିବି ଏମିତି ବାରି ବିନେ ଯେହ୍ନେ ଧରା ॥ କାନନ କୁସୁମ ସନ୍ତାପର ମନ…

ଅଧିକ ପଢ଼ନ୍ତୁ
Odia Poem - Sita Ruture Mo Gaon

ଶୀତ ଋତୁରେ ମୋ ଗାଆଁ

ପାଚିଲା ଧାନ ଗହିର ଶେଷମୁଣ୍ଡରେ ଧାଡ଼ି ଧାଡ଼ି ତାଳ ଗଛ ଆରପଟୁ, କୁହୁଡ଼ି ଚିରେ ସୂର୍ଯ୍ୟ… କାକର ଘାସର ମିତ, ଘର ବାହାରଟା କାଶ୍ମୀର ଲାଗେ… କମ୍ବଳ ପ୍ରେମିକାଠୁ ନିଜର, ଆଲାର୍ମ ଦଶଥର ବାଜିବାଯାଏଁ… ଅଗଣା ସାରା; ଦରାଣ୍ଡି, ଘୁଷୁଡ଼ି ଚାଲେ ବୁଢ଼ୀମା ଖୋଜି ଟିକିଏ କଅଁଳ ଖରା… ଛାଞ୍ଚ ବାଡ଼ିଆ ଲକ୍ଷ୍ମୀ ପାଦ, କଷ୍ଟରେ ତିଆରି ଝୋଟି ଓଳି ମୂଳରେ ଝୁଲେ ନୂଆ ଧାନରେ ମେଣ୍ଟି ରଙ୍ଗ ବେରଙ୍ଗ ସୁଇଟରରେ ଭବିଷ୍ୟତ ପଣ୍ଡିତେଙ୍କ ଦାଣ୍ଡ ପିଣ୍ଡାରେ…

ଅଧିକ ପଢ଼ନ୍ତୁ
Odia Poem on Winter - Mo Gon re Sita

ମୋ ଗାଆଁରେ ଶୀତର ଦୃଶ୍ୟ

ଶୀତ ତା’ ପସରା ମେଲାଇ ଦେଲାଣି ମୋ ଗାଆଁରେ ସକାଳ ସୂରଜ ମୁରୁଜ ପକାଏ ମୋ ଘର ଅଗଣାରେ । କୁହୁଡ଼ି ଚାଦର ଢାଙ୍କି ତ ଦେଲାଣି ଗାଁକୁ ମୋର ଘାସର ବକ୍ଷରେ ଶିଶିର ବିନ୍ଦୁ ଯେ କରେ ବିଭୋର । ଚତୁପାର୍ଶ୍ୱ ଛାଇଗଲା ଶିଶିରେ ଶୀତୁଆ ସକାଳେ ମୋ ଗାଁର ଦୃଶ୍ଯ ରହିଗଲା ମୋ ମନ ଭିତରେ । ଶୀତର ସକାଳ ଲାଗେ ମନୋରମ ସୂରୁଯ କିରଣେ ଚତୁପାର୍ଶ୍ୱ ଅଜି ଦିଶୁଛି ସ୍ୱର୍ଣିମ ଖଳାକ୍ଷେତ ସବୁ ପୁରି ଯେ ଉଠିଛି…

ଅଧିକ ପଢ଼ନ୍ତୁ
Odia Poem - Gaon Sita Dina

ଗାଆଁ ଶୀତ ଦିନ

ଭାରି ଭଲଲାଗେ ଶୀତୁଆ ସକାଳ କଅଁଳ ଖରାର ତାତି ଭାରି ଭଲଲାଗେ କମଳ ରେଜେଇ ଆଇ ମା’ ସହ ରାତି ॥ ଭାରି ଭଲଲାଗେ ମୁଆଁ ଖିଆ ଆଉ ପୁଷ ପୁନେଇର ଜହ୍ନ ମନ କିଣି ନିଏ ମୋ ମା’ର ଝୋଟି ମାଣ ବସାର ସେ ଦିନ ॥ ଭାରି ଭଲଲାଗେ ଧାନ କଟା ଆଉ ହଳଦୀ ପତ୍ରର ବାସ ଭଲଲାଗେ ପୁଣି ଅଷ୍ଟମି ଏଣ୍ଡୁରୀ ଅଳସୀ ଫୁଲର ଚାଷ ॥ ଭାରି ଭଲଲାଗେ ବନ୍ଧା, ଫୁଲ କୋବି ବାଡ଼ି ଶାଗର…

ଅଧିକ ପଢ଼ନ୍ତୁ