ତୁମ ପାଇଁ ପଦେ କବିତା
ଚଞ୍ଚଳ ମନା ଆଲୋ ସୁଲୋଚନା କରିଛୁ ହୃଦୟେ ଘର ତୁ ଇନ୍ଦୁମତୀ ମୁଁ ତୋର କନକ କେମିତି ହେବି ଲୋ ଦୂର ॥ କହିଲେ କହୁ ଲୋ ଏ ସାରା ଜଗତ ଦେଇ ଯେତେ ଅପବାଦ ଜନ୍ମଜନ୍ମ ପାଇଁ ତୋ ହାତ ମୁଁ ଧରିଛି ସହିବି ସବୁରି କ୍ରୋଧ ॥ ଶିଶିର ବେଳର ତୁ ମୋ ସଜନୀ ପାହାନ୍ତି କାକର ଟୋପା ତୋ ବିନା ଗ୍ରୀସମେ ସିଜିବି ଏମିତି ବାରି ବିନେ ଯେହ୍ନେ ଧରା ॥ କାନନ କୁସୁମ ସନ୍ତାପର ମନ…

