ଦୁର୍ଗା ସ୍ତୁତି
ଜୟ ଉମା କାତ୍ୟାୟନୀ ଈଶ୍ୱରୀ ଶିବା ଭବାନୀ ଅପର୍ଣ୍ଣା ପାର୍ବତୀ ଦୁର୍ଗା କାଳୀ ରୁଦ୍ରାଣୀ ଜୟ ଗଉରୀ ଅମ୍ବିକା ହୈମବତୀ ମା’ ଚଣ୍ଡିକା ସର୍ବ ମଙ୍ଗଳା ମୃଡାନି ଜୟ ଶର୍ବାଣୀ ଆଦ୍ୟାଶକ୍ତି ବିଶ୍ୱ ଜନନୀ, ଶକ୍ତି ସ୍ୱରୂପିଣୀ ମାଆ ପ୍ରକୃତି ରୂପିଣୀ । ଜୟ ଦୁର୍ଗତିନାଶିନୀ ଜୟ ଦନୁଜ ଦଳିନୀ ଚଣ୍ଡମୁଣ୍ଡ ବିନାଶିନୀ ମୁଣ୍ଡମାଳିନୀ ଶୁମ୍ଭ ନିଶୁମ୍ଭ ଘାତିନୀ ରକ୍ତବୀର୍ଯ୍ୟ ସଂହାରିଣୀ ମାହେଶ୍ୱରୀ ଦେବକୁଳ ରକ୍ଷାକାରିଣୀ ତୁ ମହିଷାସୁର ମର୍ଦ୍ଧିନୀ, ଦଶଭୁଜା ଦଶ ମହାବିଦ୍ୟା ଯୋଗିନୀ । ଭବାନୀ ଭବ…

