Kanyadana

କନ୍ୟାଦାନ

ପିତାମାତାଙ୍କ କରକମଳରେ ସମ୍ପନ୍ନ ହୁଏ ଯେବେ ମହାଦାନ ଏଇତ ସେଇ କ୍ଷଣ କନ୍ୟାଦାନ । ଅଶ୍ରୁ ବହେ ବନ୍ଧ ଭାଙ୍ଗି ପିତାଙ୍କ ନୟନୁ ଯେଉଁ ଦିନ ଏଇତ ସେଇ କ୍ଷଣ କନ୍ୟାଦାନ । ଗୋଟିଏ ମୂହୁର୍ତ୍ତରେ ହଜାରେ ସ୍ମୃତି କରେ ଆଲିଙ୍ଗନ ଏଇତ ସେଇ କ୍ଷଣ କନ୍ୟାଦାନ । ହେଇଯିବ ଝିଅ କରୁଥିବା ଅଳି, ଭାଇ ସହ କଳିର ସମାପନ ଏଇତ ସେଇ କ୍ଷଣ କନ୍ୟାଦାନ । ସୁତା ତାଙ୍କ ଦୁହିତା ବୋଲି କରନ୍ତି ଦୁହେଁ ଅଭିମାନ ଏଇତ ସେଇ କ୍ଷଣ କନ୍ୟାଦାନ ।…

ଅଧିକ ପଢ଼ନ୍ତୁ
Durga Stuti

ଦୁର୍ଗା ସ୍ତୁତି

ଜୟ ଉମା କାତ୍ୟାୟନୀ ଈଶ୍ୱରୀ ଶିବା ଭବାନୀ ଅପର୍ଣ୍ଣା ପାର୍ବତୀ ଦୁର୍ଗା କାଳୀ ରୁଦ୍ରାଣୀ ଜୟ ଗଉରୀ ଅମ୍ବିକା ହୈମବତୀ ମା’ ଚଣ୍ଡିକା ସର୍ବ ମଙ୍ଗଳା ମୃଡାନି ଜୟ ଶର୍ବାଣୀ ଆଦ୍ୟାଶକ୍ତି ବିଶ୍ୱ ଜନନୀ, ଶକ୍ତି ସ୍ୱରୂପିଣୀ ମାଆ ପ୍ରକୃତି ରୂପିଣୀ । ଜୟ ଦୁର୍ଗତିନାଶିନୀ ଜୟ ଦନୁଜ ଦଳିନୀ ଚଣ୍ଡମୁଣ୍ଡ ବିନାଶିନୀ ମୁଣ୍ଡମାଳିନୀ ଶୁମ୍ଭ ନିଶୁମ୍ଭ ଘାତିନୀ ରକ୍ତବୀର୍ଯ୍ୟ ସଂହାରିଣୀ ମାହେଶ୍ୱରୀ ଦେବକୁଳ ରକ୍ଷାକାରିଣୀ ତୁ ମହିଷାସୁର ମର୍ଦ୍ଧିନୀ, ଦଶଭୁଜା ଦଶ ମହାବିଦ୍ୟା ଯୋଗିନୀ । ଭବାନୀ ଭବ…

ଅଧିକ ପଢ଼ନ୍ତୁ
New Odia e-Magazine Shubhodaya published Under Shubhapallaba Publication

ଦୁର୍ଗାପୂଜା ଅବସରରେ ନୂଆ ଇ-ପତ୍ରିକା ଶୁଭୋଦୟ ଉନ୍ମୋଚିତ

୨୪ ଅକ୍ଟୋବର ୨୦୨୦: ଦୁର୍ଗାପୂଜାର ମହାଷ୍ଟମୀ ଅବସରରେ ଶୁଭପଲ୍ଲବ ପ୍ରକାଶନିର ଏକ ନୂଆ ଇ-ପତ୍ରିକା ଶୁଭୋଦୟ ଉନ୍ମୋଚିତ ହୋଇଯାଇଛି । ସୁନାମଧନ୍ୟ ଓଡ଼ିଆ ଚିତ୍ରଶିଳ୍ପୀ ବିଜୟ ବିଶ୍ୱାଳ ଏହି ସଂସ୍କରଣଟିର ପ୍ରଚ୍ଛଦପଟ ଆଙ୍କିଥିବା ବେଳେ ପତ୍ରିକାଟିର ସମ୍ପାଦନା କରିଛନ୍ତି ସଂଗ୍ରାମ କେଶରୀ ସେନାପତି । ଦୁର୍ଗାପୂଜା ଥିମ୍‌ରେ ପ୍ରସ୍ତୁତ ଏହି ପତ୍ରିକାଟିରେ ସମୁଦାୟ ୨୨ ଗୋଟିଏ ବଛା ବଛା ଓଡ଼ିଆ ଲେଖା ପ୍ରକାଶ ପାଇଛି, ଯେଉଁଥିରେ ମାଆ ଦୁର୍ଗାଙ୍କ ଉପରେ ଗପ, କବିତା, ସ୍ତୁତି ଆଦି ସ୍ଥାନ ପାଇଥିବାବେଳେ ସାମ୍ପ୍ରତିକ…

ଅଧିକ ପଢ଼ନ୍ତୁ
Abhiman

ଅଭିମାନ

ଅଭିମାନର ନୁଆଁଣିଆ ଚାଳ ଘରେ ଯେବେଠୁଁ ଲାଗିଛି ନିଆଁ ବେଚାରା ଅଭିମାନ ଖୋଜି ବି ପାଇନି ଆଉ ଗୋଟେ ନୂଆ ଠିକଣା… (୧) ବଦଳି ଯାଇଛି ସମୟର ସୁଅ ଶ୍ରବଣର ବାରି ଧାରା ପରେ ପୁଣି ଫେରିଛି ମଳୟ ହେଲେ କୃଷ୍ଣଚୁଡ଼ାର ସେ ଫିକା ଗୋଲାପୀ ରଙ୍ଗ ମନରେ ଭରୁନି ଆଉ ଏକ ନୂଆ ସ୍ୱପ୍ନ… (୨) ଦୂର ଦିଗବଳୟର ଘଞ୍ଚ ସବୁଜିମା ଊହାଡ଼ରୁ ଆଜି ବି ଭାସି ଆସେ କୋଇଲିର କୁହୁ ତାନ ହେଲେ କେମିତି…

ଅଧିକ ପଢ଼ନ୍ତୁ
Au Kete Dina

ଆଉ କେତେ ଦିନ !!!

କେତେ ଦିନେ ହେବ ସୁରକ୍ଷିତ ନାରୀ ଲାଘବ ହେବ ଯାତନା, କେତେ ଦିନ ନାରୀ ସହିବ କଷଣ ନର ପିଶାଚର ନିର୍ଯାତନା? ବେଦନା, ଯନ୍ତ୍ରଣା, ଲୁହଗାର ହେଲା ନାରୀ ପାଇଁ ସତେ ଲେଖା, କେତେ କଷଣ ସହ୍ୟ କଲେ ଆଉ ଫିଟିବ ତା’ ଭାଗ୍ୟରେଖା? ମହାକାଶେ ପାଦ ରଖିଛି ଯେ ନାରୀ ଧରାରେ ଅସୁରକ୍ଷିତ, କେତେ ସଫଳତା ଆଉ ତା’ କରିବ ସୁରକ୍ଷା ଆଉ ସମ୍ମାନିତ? ଅସଲ ଦେବୀକୁ କରି ଅବହେଳା ଦେଇ କଷଣର ଭାର, ଦେବୀ…

ଅଧିକ ପଢ଼ନ୍ତୁ