Priyara Khoka Bhai

ପ୍ରିୟର ଖୋକାଭାଇ

ଓଡ଼ିଶା ମାଟିର କଟକ ସହରେ ହୋଇଥିଲା ତାଙ୍କ ଜନ୍ମ । ମହତ କାମରେ ରଖିଦେଲେ ସିଏ ଓଡ଼ିଶା ମାଟିର ନାମ । କବିତା ଲେଖିବା ସଂଗୀତ ଗାଇବା ଥିଲାଟି ତାଙ୍କର ପ୍ରାଣ । ସ୍ୱପ୍ନକୁ ସାକାର କରିବା, ନୁହେଁ ଯେ କଷ୍ଟ କଲେ ସିଏ ପ୍ରମାଣ । ବାପାମାଆଙ୍କର ଅତିଗୋହ୍ଲା ପୁଅ ନାମଟି ତାଙ୍କର ଅକ୍ଷୟ । ସୁରିଲା କଣ୍ଠରେ ଗୀତ ଗାଇ ଦେଇ ପାଇଲେ ସବୁଠି ବିଜୟ । ଖୋକା ଭାଇ ନାମେ ପରିଚିତ ଥିଲେ ଜନତାଙ୍କ ନିକଟରେ । ଅତି ଭୟଙ୍କର ଜ୍ଞାନର ବାଡ଼ବ…

ଅଧିକ ପଢ଼ନ୍ତୁ
Interview with Samaresh Routray

ଆଗଧାଡ଼ିର ଅଭିନେତା ସମରେଶ ରାଉତରାୟଙ୍କ ସହ ଆଳାପ

ଓଡ଼ିଆ କଥାଚିତ୍ର ଜଗତରେ ଖଳନାୟକ ବିଷୟରେ ଚର୍ଚ୍ଚା ହେଲେ ଗୋଟିଏ ନାମ ସବୁବେଳେ ମନକୁ ଆସେ, ତାହା ହେଲା ସମରେଶ ରାଉତରାୟ । ସେ ଅଭିନୟ ଆରମ୍ଭ କରିଥିଲେ ହିନ୍ଦୀ କଥାଚିତ୍ର ଜଗତରୁ ଏବଂ ପରେ ଓଡ଼ିଆ କଥାଚିତ୍ର ଜଗତରେ ନାୟକ ଭାବରେ କାମ କରିବା ଆରମ୍ଭ କରିଥିଲେ । ପ୍ରଥମ ଦୁଇଟି କଥାଚିତ୍ର ପରେ ସେ ନାୟକରୁ ସାଜିଥିଲେ ଖଳନାୟକ ଓ ସାଉଁଣ୍ଟିଥିଲେ ଦର୍ଶକଙ୍କର ଭଲପାଇବା । ଓଡ଼ିଆ କଥାଚିତ୍ରରେ ଖଳନାୟକର ସଂଜ୍ଞା ବଦଳାଇଦେଇଥିବା ସମରେଶ ଏହାପରେ ପାଦ ଥାପିଥିଲେ…

ଅଧିକ ପଢ଼ନ୍ତୁ
Binati

ବିନତୀ

ଏବେ ବି ଝୁରୁଛି ରାଧା ଦେଖିବୁ ଆ’ କାହ୍ନା ଖୋଜୁଅଛି ତୋତେ ଏକା ତୋ’ ପ୍ରିୟ ଯମୁନା । ଫୁଟୁଛି ଶତେକ ପଦ୍ମ କାଳିନ୍ଦୀର ଜଳେ ହେଲେ ତୋ’ ବଂଶୀ ସ୍ୱନ ଶୁଭୁନି ସେ କୂଳେ । ଲୀଳା ତୋ’ ଲଗାଇ ଥିଲୁ ଗୋପୀଗଣ ଧରି ତୋ’ ନାମ ଶୁଣିଲେ କଂସ ଯାଉଥିଲା ଡରି । କେତେ ଦିନ କହ ଆଉ ଝୁରିବ ଯମୁନା କଂସର କଷଣ ଏବେ ସହି ଯେ ହୁଏନା । ଆ’ ଥରେ କାହ୍ନା ପୁଣି ଫୁଙ୍କିଦେ ତୋ’…

ଅଧିକ ପଢ଼ନ୍ତୁ
Bhargabi Kulara Se gaon

ଭାର୍ଗବୀ କୂଳର ସେହି ଗାଁ…

ନବେ ଦଶକର ଆରମ୍ଭର କଥା, ବୋଧହୁଏ ୬ଷ୍ଠ ଶ୍ରେଣୀରେ ପଢ଼ୁଥାଏ । ଚିତ୍ର ଆଙ୍କିବାରେ ଭୋକ ଶୋଷ ଭୁଲିବା ଭଳି ଗମ୍ଭୀର ନିଶାରେ ପଡ଼ିଥାଏ । ଯଦିଓ ପାଠପଢ଼ାରେ କମଜୋର୍ ନଥିଲି କିନ୍ତୁ ଚିତ୍ର ଆଙ୍କିବା ଓ ବହି ତଥା ପତ୍ରିକା ପଢ଼ା ଭଳି ଅଭ୍ୟାସ ଆପଣେଇ ନେଇଥିଲି । ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ଦ୍ୱାରା ପରିଚାଳିତ ସହରର ଏକମାତ୍ର ପାଠାଗାର ଥିଲା ଛୁଟିଦିନିଆ ବହି ପଢ଼ାର କେନ୍ଦ୍ର । ବୟସ କମ୍ ଥିବାରୁ ଅନେକ ବହି ପଢ଼ିବା ପାଇଁ…

ଅଧିକ ପଢ଼ନ୍ତୁ
Karala Kodie

କରାଳ କୋଡ଼ିଏ

କରାଳ ରୂପରେ କୋଡ଼ିଏ ଆସିଲା, କାଳ ନେଇ ବିଶ୍ୱ ପାଇଁ କେତେ କ’ଣ ସବୁ ବଦଳିଗଲାଣି, ଛଅ ମାସ ହୋଇନାହିଁ । କରୋନା ନାମରେ ଅଜଣା ଭୂତାଣୁ, ସବୁଠି ଯାଇଛି ମାଡ଼ି ଯେତେ ଯାହା ପୁଣି ହେଇଯାଉ ପଛେ, ମାସ୍କ ଦବୁନି ଛାଡ଼ି । ପଞ୍ଜୁରୀ ଭିତରେ ମଣିଷ ବନ୍ଦୀରେ, ପଶୁପକ୍ଷୀ ଏବେ ବାହାରେ ପ୍ରଦୂଷଣ ମୁକ୍ତ ହେଉଛି ପୃଥିବୀ, ଗଡ଼ୁନି ମଟର ରାସ୍ତାରେ । ବିକଶିତ ଦେଶ ବିନାଶ ମୁଖରେ, ଖାଲି ଗଦାଗଦା ଶବ ସମସ୍ତଙ୍କର ସେହି ଗୋଟେ ଆଶା,…

ଅଧିକ ପଢ଼ନ୍ତୁ