Baigana Besara

ବାଇଗଣ ବେସର

ବେସର ହେଉଛି ଏକ ପାରମ୍ପାରିକ ଓଡ଼ିଆ ଖାଦ୍ୟ । ବେସର ମୁଖ୍ୟତଃ ସୋରିଷ, ଜିରା, ପାନମଧୁରୀ, ନଡ଼ିଆ ଆଦି ମିଶାଇ ବଟାଯାଏ । ଆଉ କେବେକେବେ ଖାଲି ସୋରିଷ, ରସୁଣ, ଜିରାକୁ ମିଶାଇ ମଧ୍ୟ ପ୍ରସ୍ତୁତ କରାଯାଏ । ବେସର ବଟାରେ ପରିବା କିମ୍ବା ମାଛ ଆଦି ମିଶାଇ ବିଭିନ୍ନ ପ୍ରକାରର ତରକାରୀ ପ୍ରସ୍ତୁତ କରାଯାଏ । ପୂର୍ବରୁ ଥରେ ଇତିଶ୍ରୀୟା ସାହୁଙ୍କ ଦ୍ୱାରା କଦଳୀ ମଞ୍ଜା ବେସର ତରକାରୀ ବିଷୟରେ ପ୍ରକାଶ କରାଯାଇଥିଲା । କିନ୍ତୁ ଆଜି ଏକ ସହଜ ଏବଂ ସୁଆଦିଆ…

ଅଧିକ ପଢ଼ନ୍ତୁ
Jogyata

ଯୋଗ୍ୟତା

ଶିଳ୍ପପତି ଦୁର୍ଗମାଧବଙ୍କ ପତ୍ନୀ, ଚୌଧୁରୀ ଏଣ୍ଡ ସନ୍ସ ଇଷ୍ଟେଟର ମାଲିକାଣି ଋତୁପର୍ଣ୍ଣ। ଚୌଧୁରୀ । ହଠାତ ଦିନେ ମତେ ଫୋନ କଲେ । – “ହ୍ୟାଲୋ ସାର, ଗୁଡ଼ ଇଭିନିଂ । ମୁଁ ଋତୁପର୍ଣ୍ଣ। ଚୌଧୁରୀ କହୁଛି ।” – “ହଁ ମାଡମ କୁହନ୍ତୁ ।” – “ମୁଁ ସେ ଫାଇଲ ପାସ୍ କରିବା ପାଇଁ ଫୋନ କରିନି । ଫାଇଲ ପାସ୍ ହେଲା ହେଲା ନ ହେଲା ନାହିଁ । କାଲି ସଣ୍ଡେ ଅଛି । ଆପଣ ଆମ ରେସ୍ ଆଡେ ଟିକେ ଆସିପାରିବେ କି? କହିଲେ…

ଅଧିକ ପଢ଼ନ୍ତୁ
bhasa-badalara-chhai

ଭଷା ବାଦଲର ଛାଇ

ପ୍ରଦୋଷର ପ୍ରାଇଭେଟ କମ୍ପାନୀ ଚାକିରୀଟା ଚାଲିଯାଇଛି । ସଞ୍ଚିତ ଅର୍ଥରେ କେତେଦିନ ଚଳିବେ? ଏଇ କିଛିଦିନ ତଳେ ଝିଅ ଝିଲିର ଜନ୍ମଦିନ ଥିଲା । ପ୍ରଦୋଷର ସ୍ତ୍ରୀ ସବିତା ଝିଅ ଝିଲି ପାଇଁ ଡ୍ରେସ କିଣି ବାହାରିଥିଲା । ମାତ୍ର ଝିଲି ଅଭିଜ୍ଞ ଝିଅଟି ପରି କହି ଉଠିଥିଲା, “ଦେଖ ମାମା ! ମୋର ଏତେ ସବୁ ଡ୍ରେସ ଅଛି, ଆଉ ଆଣିବା ଦରକାର କ’ଣ? ବାବାଙ୍କ ଚାକିରୀ ହେଇଗଲେ ମତେ ବଳେ ନୂଆ ଡ୍ରେସ କିଣିକି ଦେବେନି ।” ରାଜା ପାଳି ଧରିଥିଲା…

ଅଧିକ ପଢ଼ନ୍ତୁ
Anumati

ଅନୁମତି

ମୋତେ ଟିକିଏ ଅନୁମତି ମିଳନ୍ତା କି? ତୋର ସେ ଯାଦୁକରୀ ଇଲାକାରେ ମୋ ନିଜକୁ ବାର୍ ବାର୍ ହଜାଇବା ପାଇଁ ତୋର ସେ ରଙ୍ଗିନ ସ୍ୱପ୍ନ ରାଇଜରେ ମୋର ଏ ଧୂସର ସ୍ୱପ୍ନ ସବୁକୁ ରଙ୍ଗୀନ କରିବା ପାଇଁ ମିଳନ୍ତା କି ଟିକିଏ ଅନୁମତି? ତୋ ଭିତରେ ଥିବା ତୋ’ର ସେ ଲୁକାୟିତ ପ୍ରେମକୁ ମୁକୁଳିତ କରିବା ପାଇଁ ଦିଅନ୍ତୁ କି ଅନୁମତି? ମୋ ଆଖିରେ ଥିବା ସବୁତକ ଅଧୁରା ସ୍ୱପ୍ନକୁ ତୋର ସେ ନୀଳ ଆଖିରେ…

ଅଧିକ ପଢ଼ନ୍ତୁ
Kamuchhi Jala

କମୁଛି ଜଳ

ଗିରିଷମ ଋତୁରେ ଏ ଟାଣୁଆ ଖରା, ଡହ ଡହ ହୋଇ ତାତି ଗଲାଣି ଧରା । ଶୀତଳ ଜଳରେ ବୁଡ଼ି ଗାଧୋଇବାକୁ, କେତେ ଯେ ଆନନ୍ଦ ଲାଗେ ଆମ ସଭିଙ୍କୁ । କିଏ ଗାଧୋଉ ଅଛନ୍ତି କେତେ ବାଗରେ, ନଦୀ, କୂପ ଜଳେ ଅବା ଗାଧୁଆ ଘରେ । ଉଦବୃତ ଜଳ ଯେତେକ ଯାଏଟି ବୋହି, ତାହାର ସଦୁପଯୋଗ ନ କରୁ କେହି । ସେଇ ଜଳ କୃଷିକ୍ଷେତ୍ରେ ପାରନ୍ତା ଲାଗି, ଉପୁଜନ୍ତା କେତେ ପନି ପରିବା, କୋବି । ‘ଜଳ ହିଁ ଜୀବନ’…

ଅଧିକ ପଢ଼ନ୍ତୁ