ଅଭୁଲା ସ୍ମୃତି
ବାବା, ଆମର ବାବା ଡାକଟା ଥିଲା ଫୁଲ ପରି ସୁନ୍ଦର, ମହୁ ଭଳି ମଧୁର । ଆମକୁ ନିସ୍ୱ କରି ତୁମେ ଚାଲିଗଲ ରଖିଗଲ ସବୁକିଛି ଯାହା ଅପାସୋରା ଅବିସ୍ମରଣୀୟ । ଯେଉଁ ଦିନ ମା’ର ଗର୍ଭରୁ ଆମେ ଆସିଲୁ ସେହି ଦିନଠାରୁ ତୁମର ସେହି ନିସ୍ଵାର୍ଥପର ସେବା ତ୍ୟାଗ ସତ ସାହସ ସତ୍ୟବାଦୀତା ସରଳତା ଗୁଣଗୁଡ଼ିକ ଦ୍ଵାରା ଆଜି ଆମକୁ ଉନ୍ନତିର ଚରମ ସୀମାରେ ପହଞ୍ଚାଇବା ପାଇଁ ସାହାଯ୍ୟ କରିଛି । ଅନ୍ଧ ଯେପରି ଆଖି…