Apekshaa

ଅପେକ୍ଷା

ଗଛ ଲତା ବିହୀନ ଜୀବନର ପନ୍ତାର ଭୂମିରେ ଅପେକ୍ଷା ଆଜି ପ୍ରଶ୍ନବାଚୀ କଣ୍ଟା ହୋଇ ମୋ ଶରୀରକୁ ଲହୁରେ ଭିଜାଉଛି ପୁଣି ଆଖିକୁ ଅଶ୍ରୁରେ ଦେଉଛି ସାଜି । ଆଖିର ଆଭୂଷଣ ହୋଇଛି ଲୁହ ହୃଦୟ ମୋ ଧର୍ଯ୍ୟ ହରା ଅପେକ୍ଷା ଖେଳୁଛି ଲୁଚକାଳି ପୁଣି କରି ମୋତେ ବେସାହାରା । ଅପେକ୍ଷା ନେଉଛି ଧୈର୍ଯ୍ୟର ପରୀକ୍ଷା ଜାଣିନି କି ହେବି ଉତ୍ତୀର୍ଣ୍ଣ ପରୀକ୍ଷା ଖାତାକୁ ଲୁହରେ ଭିଜାଇ ଅବସ୍ଥା ମୋ ଜୀର୍ଣ୍ଣସୀର୍ଣ୍ଣ । ପ୍ରତି ପାଦେ ଝରେ ଲୁହ ଲହୁ…

ଅଧିକ ପଢ଼ନ୍ତୁ
Shubhodaya launches 3rd edition on Dhanu Sankranti

ଧନୁ ସଂକ୍ରାନ୍ତିରେ ଶୁଭୋଦୟର ୩ୟ ସଂସ୍କରଣ ଉନ୍ମୋଚିତ

ଭଦ୍ରକ (୧୬ ଡିସେମ୍ବର ୨୦୨୦): ଆଜି ଧନୁ ସଂକ୍ରାନ୍ତି ଅବସରରେ ଓଡ଼ିଆ ଇ-ପତ୍ରିକା ଶୁଭୋଦୟର ୩ୟ ସଂସ୍କରଣ ଉନ୍ମୋଚିତ ହୋଇଯାଇଛି । ଶୁଭପଲ୍ଲବ ପ୍ରକାଶନୀ ଦ୍ୱାରା ପ୍ରକାଶ ପାଉଥିବା ଏହି ମାସିକ ଇ-ପତ୍ରିକାଟିର ୩ୟ ସଂସ୍କରଣରେ ସମୁଦାୟ ୧୫ଟି ବଛାବଛା ଗପ, କବିତା ଆଦି ପ୍ରକାଶ ପାଇଛି । ଏହି ସଂସ୍କରଣଟିର ପ୍ରଚ୍ଛଦରେ ସ୍ଥାନିତ ହୋଇଛି କୁହୁଡ଼ି ଭରା ଏକ ଶୀତ ସକାଳେ ଗାଁ’ର ଦୃଶ୍ୟ । ଏହି ସଂସ୍କରଣଟିର ସମ୍ପାଦନା କାର୍ଯ୍ୟ ତୁଲାଇଛନ୍ତି ଶୁଭପଲ୍ଲବ ପ୍ରତିଷ୍ଠାତା ସଂଗ୍ରାମ କେଶରୀ ସେନାପତି ।…

ଅଧିକ ପଢ଼ନ୍ତୁ
Enduri Pitha Recipe - ଏଣ୍ଡୁରି ପିଠା

ଏଣ୍ଡୁରି ପିଠା

ଯଦିଓ ଆମର ଓଡ଼ିଆରେ କୁହାଯାଏ ବାର ମାସରେ ତେର ପର୍ବ, କିନ୍ତୁ ସାଧାରଣତଃ ଦେଖିବାକୁ ଗଲେ ତେର ନୁହେଁ ବରଂ ତିରିଶ କି ତା’ଠାରୁ ଅଧିକ ପର୍ବ ଆମେ ପାଳନ କରିଥାଉ ଏବଂ ସେ ଭିତରୁ ଅଧିକାଂଶ କୃଷି ଭିତ୍ତିକ ପର୍ବ । କୃଷି ଭିତ୍ତିକ ପ୍ରତ୍ୟେକ ପର୍ବର ବିଶେଷତ୍ୱ ଯେମିତି, ସେହି ପର୍ବ ସହ ଜଡ଼ିତ ଖାଦ୍ୟ ପାନୀୟର ସ୍ୱତନ୍ତ୍ରତା ମଧ୍ୟ ସେମିତି । ମାର୍ଗଶୀର ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିକୁ ପ୍ରଥମାଷ୍ଟମୀ କୁହାଯାଏ । ଏହିଦିନ ଓଡ଼ିଆ ଘରର…

ଅଧିକ ପଢ଼ନ୍ତୁ
20th Edition of Shubhapallaba Online Odia Magazine Released featuring Padmini Rout

ପଦ୍ମିନୀ ରାଉତଙ୍କ ଆଳାପ ସହ ଶୁଭପଲ୍ଲବର ୨୧ଶ ସଂସ୍କରଣ ଉନ୍ମୋଚିତ

ଓଡ଼ିଆ ଇ-ପତ୍ରିକା ଶୁଭପଲ୍ଲବର ୨୧ଶ ସଂସ୍କରଣ ଗତ ଡିସେମ୍ବର ୧ ତାରିଖରେ ଉନ୍ମୋଚିତ ହୋଇଯାଇଛି । ଆସନ୍ତା ନୂଆବର୍ଷରେ ତିନିବର୍ଷ ପୂରଣ କରିବାକୁ ଯାଉଥିବା ଶୁଭପଲ୍ଲବର ଏହି ସଂସ୍କରଣରେ ସ୍ଥାନ ପାଇଛି ଆନ୍ତର୍ଜାତୀୟ ଚେସ୍ ଖେଳାଳୀ ପଦ୍ମିନୀ ରାଉତଙ୍କ ସ୍ୱତନ୍ତ୍ର ସାକ୍ଷାତକାର, ଯେଉଁଥିରେ ସେ ତାଙ୍କର ପ୍ରାରମ୍ଭିକ ଜୀବନର ଅନୁଭୂତିରୁ ଆରମ୍ଭ କରି ପ୍ରଥମ ମ୍ୟାଚ୍, ପସନ୍ଦର ନାପସନ୍ଦ ବିଷୟରେ ଜଣାଇଛନ୍ତି କିଛି କଥା । ୨୩ ଗୋଟି ଆଲେଖ୍ୟକୁ ନେଇ ପ୍ରକାଶ ପାଇଥିବା ଏହି ସଂସ୍କରଣଟିର କଭର୍ ଫଟୋ…

ଅଧିକ ପଢ଼ନ୍ତୁ
Download Now 20th Edition of Shubhapallaba

୨୧ଶ ସଂସ୍କରଣ

୨୦୨୦ ମସିହାର ଡିସେମ୍ବର ମାସରେ ଶୁଭପଲ୍ଲବର ୨୧ଶ ସଂସ୍କରଣ ପ୍ରକାଶ ପାଇଥିଲା । ୪୮ ପୃଷ୍ଠା ବିଶିଷ୍ଟ ଏହି ପତ୍ରିକାଟିରେ ସମୁଦାୟ ୨୨ ଗୋଟି ଆଲେଖ ପ୍ରକାଶ ପାଇଥିଲା ।

ଅଧିକ ପଢ଼ନ୍ତୁ