ଅପେକ୍ଷା
ସେଦିନ ରବିବାର ଥିଲା । ମୁଁ ତାକୁ ଫୋନ୍ କଲି । ଠିକ୍ ଦୀର୍ଘ ୫ ବର୍ଷ ପରେ । ତା’ ଜନ୍ମ ଦିନରେ । ଆଜି ତା’ ଜନ୍ମ ଦିନ । ହୁଏତ ସେ ମନେ ରଖି ନଥିବ ମତେ, ଏଇଆ ହିଁ ଭାବିଥିଲି । ଆଜି ବି ତା’ ମୁହଁ ମୋର ମନେଅଛି । ସେଇ ହସ ହସ ମୁହଁ, ଢଳଢଳ ଆଖି ମୋ ଆଖି ସାମ୍ନାରେ ନାଚି ଯାଉଛି । ସେ ମୋ…
ସେଦିନ ରବିବାର ଥିଲା । ମୁଁ ତାକୁ ଫୋନ୍ କଲି । ଠିକ୍ ଦୀର୍ଘ ୫ ବର୍ଷ ପରେ । ତା’ ଜନ୍ମ ଦିନରେ । ଆଜି ତା’ ଜନ୍ମ ଦିନ । ହୁଏତ ସେ ମନେ ରଖି ନଥିବ ମତେ, ଏଇଆ ହିଁ ଭାବିଥିଲି । ଆଜି ବି ତା’ ମୁହଁ ମୋର ମନେଅଛି । ସେଇ ହସ ହସ ମୁହଁ, ଢଳଢଳ ଆଖି ମୋ ଆଖି ସାମ୍ନାରେ ନାଚି ଯାଉଛି । ସେ ମୋ…
ଆସିବି ବୋଲି କଥା ଦେଇଥିଲି ସେଥିପାଇଁ ତୁ କହିଥିବା ସବୁ ଜିନିଷ ଆଣିଛି, ଦେଖ ଶଙ୍ଖା, ନୂଆ ଶାଢ଼ୀ, ସିନ୍ଦୁର, ତୋ’ ମନ ପସନ୍ଦର ପାଉଁଜି ସବୁ ଆଣିଛି । ଏ ସବୁ ତୁ କେତେ ଭଲ ପାଉ, ସେକଥା ମୁଁ ଭଲ ଭାବରେ ଜାଣେ; ସେଥିପାଇଁ କେତେ ଯତ୍ନରେ ଏସବୁ କିଣି ଆଣିଛି । ବାପା ଗଲେ ଯେ ଗଲେ ତୋ’ ବାହାଘର ଦାୟିତ୍ୱ ଦେଇ ଗଲେ, “ତୁ ଆଜିଠୁ ତା’ ବାପା ଆଉ ଭାଇ…
ବଡ଼ବୋଉ; ପିଲାଦିନେ ଅନେକ ସମୟ ମୁଁ ବଡ଼ବୋଉ ସାଙ୍ଗରେ କାଟିଛି । ଯେତେବେଳେ ବଡ଼ବୋଉ ପାଖରେ ବସିଯାଏ, ସେ କେତେ କଥା ଗପିଯାଏ ମୋ ଆଗରେ । ମୁଁ ସେମିତି ବସି ଶୁଣୁଥାଏ । ଆଜି ବଡ଼ବୋଉ ନଥିଲେ ବି ତା’ କଥାସବୁ ବେଳେବେଳେ ପ୍ରାୟ ଅଧିକାଂଶେ ମନେ ପଡ଼ିଯାଏ । ଥରେ ସିଏ କହିଥିଲା, “ଆତ୍ମହତ୍ୟା ମହାପାପ । କେବେ ଆତ୍ମହତ୍ୟା କରିବା ଅନୁଚିତ ।” ଆଜି ଯେତେବେଳେ ଭାବେ, ଭାବେ କି କେତେ ସହଜରେ…
ଆସ ମାତ ମାହେଶ୍ୱରୀ ଜଗଦ୍ଧାତ୍ରୀ ପରମ ବୈଷ୍ଣବୀ, ଆଶ୍ଵିନର ପାର୍ବଣ ତିଥିରେ ଖଣ୍ଡ ଖଣ୍ଡ ଧଳାମେଘ ନୈକା ବିହାରରେ । ବିଲପାଟେ କାଶତଣ୍ଡି ଢାଳଇ ଚାମର, ତବ ନିରାଜନା ପାଇଁ ଶୁଦ୍ଧପୂତେ ମନ୍ତ୍ର ଗାଇ ବହଇ ସମୀର । ଦୁର୍ଗତି ନାଶିନୀ ଦୁର୍ଗା ଦନୁଜ ଦଳିନୀ ନାଶିବାକୁ ଜଗତର ଦୁଃଖ, ସନ୍ତାନ ଦୁର୍ଗତି ଧରା ପୃଷ୍ଠେ ହେଉ ତବ ଶୁଭ ଆଗମନ, ତୁମରି ସେ ପୁଣ୍ୟ ତେଜେ ଉଦ୍ଭାସିତ ହୋଇ ଉଠୁ ନିଖିଳ ଜୀବନ । ତୁମ…
ବର୍ଷାର ଗଜଲ ଶୁଣି ଶୁଣି ଅନ୍ୟ ମନସ୍କ ଭାବେ ଧରଣୀକୁ ପଶିଆସେ ଶରତ, ଖଣ୍ଡ ଖଣ୍ଡ ଧଳାମେଘ କାଗଜ ଫର୍ଦ୍ଦରେ କାଶତଣ୍ଡି ତୂଳୀକାରେ ଲେଖିଯାଏ ଅବୁଝା ସଙ୍ଗୀତ ଅନେକ ଅନେକ । ଜଳ ସ୍ଥଳ ଆକାଶରେ ଭରିଦିଏ ଶୁଭ୍ରତାର ବିମଳ ଝଲକ ଭଲ ପାଇବାର ଯେତେ ଆକର୍ଷଣ ଉଷ୍ମପ୍ରସ୍ରବଣ ଛୁଇଁ ଛୁଇଁ ଯାଏ ସବୁ ହୃଦୟ ମୂଲକ । ଭୁଲି କେବେ ହୁଏ ନାହିଁ ଶରତର ବିମଳ ରଜନୀ ମାୟା ମୋହ ଆଲେଖ୍ୟର ଋଦ୍ଧିମନ୍ତ ଚାରୁ ଶୋଭାରାଶି,…