Kaha Pain Lekhibi

କାହା ପାଇଁ ଲେଖିବି?

ମୋ ପ୍ରେମଭରା, ମଧୁଝରା କବିତା???? ପ୍ରଥମେ ଲେଖୁଥିଲି ନିଜ ସ୍ୱପ୍ନ ପାଇଁ ମୋ ସ୍ୱପ୍ନର ନାୟିକା ପାଇଁ ଆଉ ସେ ନାୟିକା କିଏ ଜାଣିଛ କି?? ସେ ତୁମ ବିନା ଆଉ କିଏ ବା ହୋଇପାରେ???? ତୁମେ ହିଁ ସାଜିଥିଲ ମୋ ଶବ୍ଦର ଗ୍ରନ୍ଥାଗାର ସେଥିରୁ ଚୋରେଇ ଆଣିଥିବା କିଛି ଶବ୍ଦରେ ବୁଣି ଚାଲିଥିଲି ମୋ ରଙ୍ଗୀନ ସ୍ୱପ୍ନକୁ ଆଉ ସେ ରଙ୍ଗୀନ ସ୍ୱପ୍ନ ତୁମେ ହିଁ ଥିଲ ଯା ପାଇଁ ବିଶ୍ଵକର୍ମା ସାଜି ଶବ୍ଦରେ ଶବ୍ଦରେ…

ଅଧିକ ପଢ଼ନ୍ତୁ
Bhinna

ଭିନ୍ନ

ଅନେକ ଦରିଦ୍ର ବିପନ୍ନ ଉଜୁଡ଼ା ଘର ସମୂହର ସମାହାର ମୋ ଭଗ୍ନହୃଦୟ ଭିତରେ ପ୍ରତିଟି ସ୍ୱପ୍ନରେ ନିରୋଳା ମୁହୂର୍ତ୍ତେ ॥ ମୁଁ ପଥିକ ସାଜି ଅନୁଭୂତି ଭିଜା ଅପରାହ୍ନେ ମୁଁ ପଥିକ, ଯା’ ମଥାରେ ଲେଖା ଭିନ୍ନ ସମ୍ପ୍ରଦାୟ ମଥାରେ ପ୍ରଚଳିତ ବେଡ଼ି ॥ ଝୁମ୍ପୁଡ଼ିଘର ବାହାରେ ଭୟକ୍ରାନ୍ତ ବାତାବରଣ ଭିତରେ ପର୍ଚ୍ଛା ଜହ୍ନ ଏବେ ତ ବଦଳିଛି କିଛି ବଦଳିବ କିଛି ଶୀତଳିତ ସମ୍ପୂର୍ଣ୍ଣ ଦିଗବଳୟର ପ୍ରତିଛବି ॥ ଛିଣ୍ଡା କପଡ଼ା ଭିତରୁ ନର୍ତ୍ତକୀର ଆର୍ତ୍ତଚିତ୍କାର…

ଅଧିକ ପଢ଼ନ୍ତୁ
To Pain

ତୋ’ ପାଇଁ

ଗୋଲାପୀ ଓଠରେ ହସିଦେଲୁ ଯେବେ ସେବେଠୁ ପାଗଳ ହେଲି ଫୁଲେଇଲୋ ତୋ’ର ନିଆରା ଛବିକୁ ହୃଦୟରେ ସାଇତିଲି…. ତୋ’ ହାତକୁ ଧରି ଚାଲିଲି ମୁଁ ବାଟ ଆଖିରୁ ହଜିଲା ନିଦ ଧୀରେଧୀରେ କେବେ ପ୍ରେମ ଦୁନିଆରେ ରଖିସାରିଲିଣି ପାଦ…. ଆଖିରେ ଆଖିରେ ସେଇ ଇସାରାରେ ସବୁକିଛି ଭୁଲିଗଲି ଫୁଲେଇଲୋ ତୋ’ର ନିଆରା ଛବିକୁ ହୃଦୟରେ ସାଇତିଲି…. ଫଗୁଣ ପରଷେ ସବୁ ଆଜି ହସେ ହସେ ଏ ଜୀବନ ମୋର ତୋ କଥା ଭାବେ ନିଶି ଓ ଦିବସ…

ଅଧିକ ପଢ଼ନ୍ତୁ
Spandana

ସ୍ପନ୍ଦନ

ସମ୍ପର୍କର ଗଣିତକୁ ଖିନ୍‌ଭିନ୍ କରି କଷିବା ଆଗରୁ ଚାଲ ପୁଣିଥରେ ସ୍ନେହ ଆଦର ଓ ଆକର୍ଷଣର ସାହିତ୍ୟକୁ ପଢ଼ିନେବା… ବର୍ଷାଭିଜା ଓଢ଼ଣୀରେ ପ୍ରେମର ଭୂଗୋଳକୁ ଜାକିଜୁକି ଧରିନେବା କାହିଁଗଲ… ତୁମ ହୃଦ୍‌ସ୍ପନ୍ଦନ ମୋତେ ଡାକି ଆଣିଛି ଆଜି ବର୍ଷାକୁ ସାକ୍ଷୀରଖି ତୁମ ବେହାଲ ହୃଦୟର ସ୍ପନ୍ଦନକୁ ଢେର ପାଖରୁ ଶୁଣିବାକୁ… ମିଛିମିଛିକା ଖେଳକୁ ସତ କରିବା ଆଗରୁ ଚାଲନା… ଇନ୍ଦ୍ରଧନୁର ରଙ୍ଗୀନ ଦୁନିଆରେ ଆକାଶର ବିଶାଳତାକୁ ଅନୁଭବ କରିବା । – ରୋହିତ ମାଝୀ

ଅଧିକ ପଢ଼ନ୍ତୁ
Prema Kabita

ପ୍ରେମ କବିତା

ଭଙ୍ଗା ଘରଟିଏ ପରି ହୃଦୟ ଏ ଯେବେ ଥିଲା, ସେବେ ତୁମ ସଙ୍ଗେ ମୋର ଦେଖା ହୋଇଥିଲା । ପ୍ରଥମ ଦେଖାରେ ଯେବେ ହୋଇଥିଲା ପ୍ରେମ, ତୁମେ ଦେଇଥିଲ ସେଇ ପ୍ରେମକୁ ଯେ ନାମ ॥ କାହିଁ କେତେ ଯୁଗରୁ ଯେ ପ୍ରତୀକ୍ଷା ଏ ଥିଲା, କେବଳ ତୁମକୁ ଏଇ ମନ ଖୋଜୁଥିଲା । ତୁମଠୁ ଆରମ୍ଭ ମୋର ପ୍ରେମର ଠିକଣା, ଏଇ ଛାତିତଳେ ଲେଖା କେବଳ ତୁମ ନାଆଁ ॥ ମୋ ଜୀବନ ନଉକାରେ ତୁମେ…

ଅଧିକ ପଢ଼ନ୍ତୁ