Bhuta Bangalare Tini Sanga

ଭୂତ ବଙ୍ଗଳାରେ ତିନି ସାଙ୍ଗ

ହିସ୍… ହିସ୍… । ନିସ୍ତବ୍ଧ ରାତିରେ ଧରିଣୀ ପୃଷ୍ଠରେ ଅମାବାସ୍ୟାର ଅନ୍ଧକାର ସମସ୍ତ ଆଲୋକକୁ ବିତାଡ଼ିତ କରୁଥିଲା । ମୁଁ ଏବଂ ମୋ ସାଙ୍ଗ ରିତେଶ ନଦୀ ପଠାରେ ବୁଲୁଥିଲୁ । ଠିକ୍ ସେହି ସମୟରେ ରିତେଶ୍‌କୁ ଗୋଟିଏ କଲ୍ ଆସିଲା । କଲ୍ ଉଠେଇବା ପାଇଁ କହିଲି ରିତେଶ୍‌କୁ, ମାତ୍ର ମନାକଲା, କହିଲା ବୋଧେ ତା’ ବାପାଙ୍କ କଲ୍ ଆସିଥିବ । ରାତିରେ ଖାଇସାରିଲି ନା ନାହିଁ ସେଥିପାଇଁ । ଘଟଣାଟି ହେଉଛି ୨୦୧୦ ମସିହା ମାଘ ମାସ ଅମବାସ୍ୟା, ସିନ୍ଧେକେଲା ନଦୀ । ନଦୀରେ…

ଅଧିକ ପଢ଼ନ୍ତୁ
Smruti

ସ୍ମୃତି

ସ୍ମୃତି ସେଇ ସତେ ମୋ ଗାଁଆଁ ସକାଳ ନାଲି କୃଷ୍ଣଚୂଡ଼ା ଫୁଲ ସ୍ମୃତି ସେଇ ସତେ ପୋଖୋରୀ ତୁଠର ଗାଁଆଁ ଭୁଆସୁଣୀ ମେଳ । ସ୍ମୃତି ସେଇ ସତେ ପିଲା ଦିନ ସାଥି ମିଛି ମିଛିକାର ଖେଳ ସ୍ମୃତି ସେଇ ସତେ ଅଭୁଲା ଅତୀତ ବୁଢ଼ୀ ଜେଜେମା କୋଳ । ସ୍ମୃତି ସେଇ ସତେ ମୋ ଗାଁଆଁ ପ୍ରେମିକା ଆଉ ସନ୍ଧ୍ୟା ନଈ କୂଳ ସ୍ମୃତି ସେଇ ସତେ ତା’ ଆଖି ମିଟିକା ଆଉ ସେ ମିଳନ ବେଳ । ସ୍ମୃତି…

ଅଧିକ ପଢ଼ନ୍ତୁ
Laxmi Stuti

ଲକ୍ଷ୍ମୀ ସ୍ତୁତି

ଜୟ କ୍ଷୀରାବ୍ଦି ତନୟା ପଦ୍ମାଳୟା ହରିପ୍ରିୟା କରି ମର୍ତ୍ତ୍ୟ ଅବତୀର୍ଣ୍ଣ ପାଅ ମା ପୂଜା, ଲୋକମାତା ମା କମଳା ତୁ ରମା ପଦ୍ମା ଇନ୍ଦିରା ଲକ୍ଷ୍ମୀ ମାତା ନାମେ ଉଡ଼େ କୀରତି ଧ୍ଵଜା, ତୁ ଉଲ୍ଲୁକ ଗଜ ବାହିନୀ, ଐଶ୍ୱର୍ଯ୍ୟ ଅଧିକାରିଣୀ ବିଶ୍ଵ ଜନନୀ । ଆଶ୍ୱିନ ପୂର୍ଣ୍ଣିମା ତିଥି ଜନ୍ମଦିନ ଭାବେ ଖ୍ୟାତି ଗଜ ଲକ୍ଷ୍ମୀ ପୂଜାପାଉ ବିଭିନ୍ନ ସ୍ଥାନେ ତୁ ପଦ୍ମାକ୍ଷୀ ପଦ୍ମହସ୍ତା କରୁ ତୁ ପଡ଼ି ବ୍ୟବସ୍ଥା ସୁଖ ସମୃଦ୍ଧି ସୌଭାଗ୍ୟ ତୋ’ର ପ୍ରସନ୍ନେ,…

ଅଧିକ ପଢ଼ନ୍ତୁ
Simabaddha Asha

ସୀମାବଦ୍ଧ ଆଶା

ଚୁଇଁଗମ୍‌ର ଅସ୍ତିତ୍ୱ ସମାପ୍ତି ଚେଷ୍ଟାରେ ଧାଡ଼ି ଧାଡ଼ି ମାଢ଼ି ଦାନ୍ତ ଶକ୍ତିହୀନ ହୋଇ ଆଣ୍ଠୁ ମାଡ଼ି ବସି ପଡ଼ନ୍ତି ! ବେପରୁଆ ଅସମ୍ଭବ ଆଶାମାନଙ୍କୁ ପୂରଣ କରିବାରେ ନିଅଣ୍ଟ ପଡ଼େ ଅର୍ଜିତ ସମ୍ପତି ! ବିପରୀତ ମୁହାଁ ପବନ ଆଗରେ ହାର୍ ମାନେ ରଙ୍ଗୀନ୍ ଗୁଡ଼ି ଅନାୟାସେ ଖସିପଡ଼େ ଯାଇ କୋଉ ଏକ ମେନ୍ ଗେଟ୍‌ର ଦାନ୍ତି କବାଟ ଉପରେ ! ସୀମାଠୁ ଆଗକୁ ଚାଲି ଯାଏ ଆଶା ପଛକୁ ଫେରି ଚାହିଁଲେ ଜାଣେ ସୀମା କାନ୍ଥର ଉଚ୍ଚତା କେତେ ! ବାଷ୍ପୀଭୂତ…

ଅଧିକ ପଢ଼ନ୍ତୁ
Raha

ରାହା

ଜନମୁଁ ଜୀବନ ଘଡ଼ି ଘଡ଼ି ବଢ଼େ ଯାତ୍ରା ପଥ ଅସରନ୍ତି ଏକା କେବେ ଅବା ସାଙ୍ଗସାଥୀ ମେଳେ ନ ଭରି ଭିତି କି ଭ୍ରାନ୍ତି । ଜୀବନ ଯମୁନା ଆଗେ ବଢ଼ିଚାଲେ ନିତିଦିନ ଗୀତ ସିଏ ଘସି ମାଜି ଦେଇ ବଞ୍ଚିବାର କଳା ସିଏ ତ ଶିଖାଇ ଦିଏ । ସବୁ ଦିଗେ ଭରା ପ୍ରଭୂଙ୍କ ମହିମା ଆଶୀଷ ର ସୁଧା ଧାରା କିଏ କେଉଁ ମତେ ସରଳ ଜଟିଳ ଉଚ୍ଚା ନିଚ୍ଚା ପଥ ପରା । ଆଗେ ବଢ଼ି ଚାଲେ…

ଅଧିକ ପଢ଼ନ୍ତୁ