ଜୀବନ
ଜୀବନକୁ ବୁଝିଗଲାପରେ ଜୀଏଇଁବ । ତା’ ସତେ କେଡ଼େ କଷ୍ଟ??? କାହିଁକି ବୁଝେଇଦେଲ? ଜହ୍ନ ରାଇଜରୁ ଚାନ୍ଦ ତୋଳି ଆଣି ହାତେ ଯେବେ ଦଉଥିଲା ମା, କେତେ ଖୁସିଲାଗେ ହଉ ପଛେ ମିଛେ ମିଛେ ଆଜି ବି ବୁଝେଇଦେଲ ଚାନ୍ଦ ତୋଳିବାଟା କେଡ଼େ କଷ୍ଟ । କର୍ତ୍ତବ୍ୟ ଓ ତ୍ୟାଗକୁ ପୁଞ୍ଜିକରି ସମ୍ଭାବନାର ସୌଧ ଗଢ଼ିବାକୁ ଅସାର ନିଶୁଣିରେ ଚଢ଼ି ଚଢ଼ି ଲୁଡୁଗୋଟି ପରି ଶେଷେ ଯଦି, ସାପ ଗିଳିଦିଏ, ସତେ କେଡ଼େ କଷ୍ଟ !! ଦେହେ ରଙ୍ଗ ବୋଳି ରଙ୍ଗ…

