Read more about the article ଅଭିମାନୀ କଲମ
ଅଭିମାନୀ କଲମ

ଅଭିମାନୀ କଲମ

ଆଜି କଲମ ମୋର ମାନୁନି ବୋଲ କାହିଁକି ସେ କରିଛି ଅଭାମାନ, କ'ଣ ଲେଖିବା ଥିଲା କି ଭୁଲ ତା' ପାଇଁ ଦିନରାତି ଲେଖୁଥିଲି ପ୍ରେମ ଗ୍ରନ୍ଥସମ୍ଭାର । କାଗଜ କହୁଛି ମୁଁ ଯାଉଛି ରୁଷି ଲୁହରେ ଦଉଛ ମତେ ଭିଜେଇ,…

Continue Readingଅଭିମାନୀ କଲମ
Read more about the article ନୈନା
ନୈନା

ନୈନା

ନୈନା ତମେ ଅଜଣା ଗପର ନୂଆ ନାୟିକା ଅକୁହା କଥାର ତମେ ନୂଆ କବିତା । ନୈନା ତମେ ଫୁଲର ଦେଶ ରାଜକୁମାରୀ ବନ ପାହଡ଼ର ତମେ ବନ ହରିଣୀ । ନୈନା ତମେ ସାଗରର ଶାମୁକାରାଣୀ ସ୍ୱାତି ନକ୍ଷେତ୍ର ଜଳରେ…

Continue Readingନୈନା
Read more about the article ନିରିହ ପ୍ରେମ
ନିରିହ ପ୍ରେମ

ନିରିହ ପ୍ରେମ

ନିରିହ ଝରଣାଟିଏ ଅବିରତ ଝରୁଥାଏ ନଦୀରେ ମିଶିବା ପାଇଁ, ହେଲେ ନିଷ୍ଠୁର ନଦୀ ଧାଉଁଥାଏ ସାଗର ସହ ମିଶିବା ପାଇଁ । ଏ କେମିତିକା ପ୍ରେମ ଜଣେ ଜଣଙ୍କ ପାଇଁ ବ୍ୟାକୁଳ ହୋଇ ସର୍ବହରା ହୁଏ, କିନ୍ତୁ ସେ ଆଉ କାହା…

Continue Readingନିରିହ ପ୍ରେମ
Read more about the article ହୃଦୟ କାଗଜ
ହୃଦୟ କାଗଜ

ହୃଦୟ କାଗଜ

ହୃଦୟ ଭିତରେ ସାଇତି ରଖିଛି ପ୍ରିୟା ତମସାଥେ ବିତିଥିବା ଅଭୁଲା ସ୍ମୃତିର ହସ୍ତାକ୍ଷର, ନିଜକୁ ବୁଝିବା କୁ ଚାହିଁ ବୁଝିପାରେ ନାହିଁ ତୁମପାଇଁ ବ୍ୟାକୁଳିତ ମନମୋର । ଜହ୍ନ ଆଲୋକରେ ଲୁଚୁ ଲୁଚି ଜୋସ୍ନାରେ ଭିଜେ ପାଗଳାମି ମନମୋର ଅସ୍ତବ୍ୟସ୍ତ, କବି…

Continue Readingହୃଦୟ କାଗଜ
Read more about the article ତୁମେ ନୁହେଁ ମୋର
ତୁମେ ନୁହେଁ ମୋର

ତୁମେ ନୁହେଁ ମୋର

ବେଳେ ବେଳେ ଇଛାହୁଏ କାଶତଣ୍ଡୀ ଶରତେ ନଈ କୂଳେ ବସି ବାଣ୍ଟୁଥିବା ସୁଖ ଦୁଃଖ ତୁମେ ମୁଁ ମିଶି, ସବୁଦିନ ଇଛାହୁଏ ତୁମରି ପାଖରେ ବଞ୍ଚି ବଞ୍ଚି ମରିବାକୁ ଚାହେଁ ଗାଁ ମଶାଣିରେ । ବାସ୍ତବତା ସହ ଦିନେ ପରିଚିତ ହେଲି…

Continue Readingତୁମେ ନୁହେଁ ମୋର