Mile Nahi Atma Sukha

ମିଳେ ନାହିଁ ଆତ୍ମା ସୁଖ

ଲୋଭମାୟା ପୂର୍ଣ୍ଣ ପାର୍ଥିବ ଶରୀର ଖୋଜେନି ଆତ୍ମାର ସୁଖ ସଂସାର ଜଞ୍ଜାଳେ ଅଥୟ ଅସ୍ଥିର ଭୋଗ କରେ ଯେତେ ଦୁଃଖ । ଭଜନ କୀର୍ତ୍ତନ ହୋଇଯାଏ ସ୍ୱପ୍ନ ମୈଥୁନ ଆସକ୍ତି ମନେ ଅର୍ଥର ଲାଳସା କ୍ଷମତାର ଆଶା ବସଇ ହୃଦୟ ସ୍ଥାନେ । ନିର୍ବାଣ ଶବ୍ଦଟି ହୁଅଇ କାହାଣୀ ସଙ୍କୋଚିତ ଦାନ ଧର୍ମ ସର୍ବଶ୍ରେଷ୍ଠ ପ୍ରାଣୀ ଯାଏ ନାଶ ପୁଣି ଭୁଲିଯାଇ ନିଜ କର୍ମ । ସଞ୍ଚୟର ନିଶା ଭବିଷ୍ୟତ ଚିନ୍ତା ବିଳାସେ ଜୀବନ ପଥ ସର୍ବତ୍ର ଚାଲିଛି ବ୍ୟସନ ଶୋଷଣ…

ଅଧିକ ପଢ଼ନ୍ତୁ
Dhare Hasa

ଧାରେ ହସ

ଭାବନାରେ ଭିଜି ସପନରେ ଖୋଜିବାପରେ ହୃଦୟର ପ୍ରୟାସ ପଚାରିବାକୁ ପ୍ରଶ୍ନଟିଏ…? ଯେବେ ପ୍ରଶ୍ନର ଉତ୍ତର ମିଳିବା ଆଗରୁ ସପନ ଦେଖୁଥିବା ଦୁଇ ଆଖି ଆପେ ଆପେ ଭିଜିଯାଏ କିଛି କହିବାକୁ ଚାହୁଁଥିବା ଓଠ ତୁନି ରହିବାର ପ୍ରଚେଷ୍ଟାରେ ହୃଦୟର ସହସ୍ରାଧିକ ଭାବନାକୁ ମାରିବାକୁ ମନସ୍ତ କରିନିଏ ଉଠୁଥିବା କୋହର ତରଙ୍ଗକୁ ଇନ୍ଦଧନୁର ସାତରଙ୍ଗେ ସଜେଇ ଦିଏ… କେହିଜଣେ ଚିତ୍କାର କରୁଥାଏ ଶୁଣୁଛ… ଏଇ ଶୁଣୁଛ ଶୁଣିଲନି ଯେ… କ’ଣ ହେଇଛି ତମର ଦୁଃଖ କର ନାହିଁ ମୁଁ…

ଅଧିକ ପଢ଼ନ୍ତୁ
Prema na Pratarana

ପ୍ରେମ ନା ପ୍ରତାରଣା

ଜୀବନର କିଛି ଅଭୁଲା ସ୍ମୃତିକୁ ସାଉଁଟିଛି ଆଜି କାଳିରେ, ସ୍ମୃତିସବୁ କାହିଁ ସତେଜ ହେଉଛି ବର୍ଷା ଭିଜା ରାତିରେ?? ମନେପଡ଼େ ଆଜି ତୁମରି ସହିତ ବିତିଥିବା ସେହି କିଛି ମୁହୁର୍ତ୍ତ, ପାଖେ ନାହଁ ବୋଲି ମନକୁ ବୁଝାଏ କହି ମୋର କୃତାର୍ଥ । ତୁମଠୁ ଦିନେ ଶିଖିଥିଲି ମୁଁ ଯେ ପ୍ରେମର ପରିଭାଷା, ଆଜି କିନ୍ତୁ କାହିଁ ହୃଦୟରୁ ମୋର ମରିଯାଇଛି ସେ ଆଶା । କହିଥିଲ ତୁମେ ସନ୍ଧ୍ୟାର ସମୟେ, ନିଃସଙ୍ଗ ରାସ୍ତାରେ ଥିବା ଖାଲି ଆମେ ଦୁହେଁ,…

ଅଧିକ ପଢ଼ନ୍ତୁ
Odia Poem Dipa Shikha (ଦୀପ ଶିଖା) by Sushree Sangita Sethy

ଦୀପ ଶିଖା

ଦୀପ୍ତି ରେଖା ଉଜ୍ୱଳ ଜ୍ୟୋତି ଶିଖା ପ୍ରଜ୍ୱଳିତ ଆଜି ଘରେ ଘରେ ଅନ୍ଧକାର ଛାୟା ଅପସରି ଲୀନ ଆଲୋକ ରଶ୍ମି ଗର୍ଭରେ । ଦାଣ୍ଡ ଅଗଣା ସୁସଜ୍ଜିତ ଆଜି ସପ୍ତରଙ୍ଗୀ ମୁରୁଜ ବିଞ୍ଚା ହୋଇ ଖୁସି ମଉଜର ସମାଗମ ହୁଏ ଗୃହେ ଆଲିଙ୍ଗନ ଦେଇ । ପିଠାପଣାର ଭୂରି ଭୂରି ବାସ୍ନା ବାଣ୍ଟେ ଦୀପାବଳି ଶୁଭେଚ୍ଛା ପ୍ରାଣରୁ ଉଦର ବାସ୍ନାରେ ଭରି ବଢ଼ାଏ କ୍ଷୁଧାର ଇଛା । ଆରିସା, କାକରା, ମଣ୍ଡା ଆଉ କ୍ଷୀରି ସଜାନ୍ତି ପୂଜା ପସରା, ବଡ଼ବଡ଼ୁଆଙ୍କୁ କରି…

ଅଧିକ ପଢ଼ନ୍ତୁ

ଗପ ହେଲେ ବି ସତ

ପୁରୀ ଜିଲ୍ଲାର ସାକ୍ଷୀଗୋପାଳ । ସେଠାରେ ରହୁଥିଲେ ଦୁଇଟି ପରିବାର । ବହୁତ ଭଲ ସମ୍ପର୍କ ଦୁଇ ପରିବାର ମଧ୍ୟରେ । ଦାସ ବାବୁଙ୍କ ପୁଅ ସତ୍ୟ ଓ ପାତ୍ର ବାବୁଙ୍କ ଝିଅ ସୀମା ଅଳ୍ପ ସାନ ବଡ଼ । ଦୁହିଁଙ୍କ ଭିତରେ ପିଲାଟି ଦିନରୁ ଘନିଷ୍ଠ ବନ୍ଧୁତା । ସାଙ୍ଗ ହେଇ ଧୂଳିଘର କରିବାଠୁ ଆରମ୍ଭ କରି ସାଙ୍ଗ ହୋଇ ସ୍କୁଲ୍ ଯିବା, ସବୁବେଳେ ଏକାଠି, ଯେମିତି କ୍ଷୀର ଆଉ ନୀରର ସମ୍ପର୍କ । ବୟସ ବଢ଼ିବା ସହ ଦୁହିଁଙ୍କ ଭିତରେ ଥିବା ସମର୍କ…

ଅଧିକ ପଢ଼ନ୍ତୁ