ପ୍ରତାରଣା
ଭଲ ପାଇବାର ଅଭିନୟ କରି ମୋ ସାଥେ ଖେଳିଲୁ ଖେଳ ମନ ସାଥେ ମୋର ପ୍ରତାରଣା କଲୁ ଭାବିଲୁ ମତେ ଦୁର୍ବଳ । ଅନ୍ଧ ଭଳି ତତେ ବିଶ୍ୱାସ କରିଲି ବିଶ୍ୱାସରେ ଦେଲୁ ବିଷ ଛଳନା ସାଥେ ତୋ ବନ୍ଧୁ ବାନ୍ଧିଥିଲି ସବୁ କରିଦେଲୁ ଶେଷ । ଅଗ୍ନିର ଝାସରେ ଜାଳିଦେଲୁ ତୁହି ନୀରିହ ମନକୁ ମୋର ଆଜି ସେଇ ମନ ଦୋଷ ଦେଇ କୁହେ ତୁ ଥିଲୁ ପୋଡ଼ା ଅଙ୍ଗାର । ବାମନ ହୋଇ ମୁଁ ଆଶା କରିଥିଲି ଚନ୍ଦ୍ରକୁ…

