You are currently viewing ମିଠା ସ୍ମୃତି
ମିଠା ସ୍ମୃତି

ମିଠା ସ୍ମୃତି

ସବୁସ୍ଵପ୍ନ ସଜାଡ଼ି ରଖିଛି
ମନତଳ କଁଅଳ ଶେଯରେ…

ନିଜେ ନିଜ ଠିକଣା ହଜେଇ
ହଜିଯିବି ମୁଁ ଭିଡ଼ ମଝିରେ…

ସାଉଁଟିବି ତୁମ ମିଠା ସ୍ମୃତି
ହୃଦୟର ଫରୁଆ ଭିତରେ…

ଖୋଜୁଥିବି ତୁମ ହସ ବସି
ପାଉଥିବି ନିତି ମୋ ଲୁହରେ…

– ଦେବବ୍ରତ ବାରିକ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଦେବବ୍ରତ ବାରିକ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।