Read more about the article ବୋଉ କଥା ମନେ ପଡ଼େ
Odia Poem Bou Katha Mane Pade (ବୋଉ କଥା ମନେ ପଡ଼େ) by Debabrata Barik

ବୋଉ କଥା ମନେ ପଡ଼େ

ମୋ ବୋଉ ପଣତ ଶ୍ରୀ ମନ୍ଦିର ନେତ ଦିଏ ସେ ଶୀତଳ ଛାୟା ସେ ପଣତ ତଳେ ନଥାଏ ତ ଡର ଆସୁ ଯେତେ ଝାଞ୍ଜି ବାଆ ।। ରାତିରେ ବେଶି ସେ ପାରେ ନାହିଁ ଶୋଇ ରହିଯାଏ କାମେ ବାନ୍ଧି…

Continue Readingବୋଉ କଥା ମନେ ପଡ଼େ
Read more about the article ତୁମ ବିନା
Odia Poem Tuma Bina (ତୁମ ବିନା) by Debabarata Barik

ତୁମ ବିନା

ତୁମ ବିନା... ମୋର ସବୁ ସ୍ୱପ୍ନ ରଙ୍ଗହୀନ ଇନ୍ଦ୍ରଧନୁ ପରି, ଖରାହୀନ ଦିନ ପରି ତାରା ଶୂନ୍ୟ ରାତି ପରି । ତୁମ ବିନା... ଏ ଜୀବନ ସ୍ରୋତ ତରଙ୍ଗ ହୀନ ସମୁଦ୍ର ପରି ଜୁଆର ହୀନ ନଈ ପରି ବାଲିଶୂନ୍ୟ…

Continue Readingତୁମ ବିନା
Read more about the article ପ୍ରଥମ ଦେଖା
Odia Poem Prathama Dekha (ପ୍ରଥମ ଦେଖା) by Debabrata Barik

ପ୍ରଥମ ଦେଖା

ଲେଖିବି ଲେଖିବି ତୁମ କଥା ଭାବି ଆରମ୍ଭ କେଉଁଠୁ କୁହ ପ୍ରଥମ ଦେଖାରେ ମନ ଜିଣି ନେଲ ତୁମେ ପରା ସେଇ ଝିଅ ଆଖି ସାଥେ ଆମ ଆଖି ମିଶିଥିଲା ମିଳନ ରହିଲା ଅଧା ଭଲ ପାଏ ବୋଲି କହିବି କହିବି…

Continue Readingପ୍ରଥମ ଦେଖା
Read more about the article ଏକା ଏକା
ଏକା ଏକା

ଏକା ଏକା

ତୁମେ ଦେଇଥିବା କଲମ ପ୍ରିୟା ଭାବି ଲେଖେ ତୁମ କଥା ତୁମ ପ୍ରତିଶ୍ରୁତି ମିଛ ଜହ୍ନ ରାତି ଲାଗେ ସବୁ ଫିକା ଫିକା । କେ ଅଭିମାନେ ଚାଲିଗଲ ଛାଡ଼ି କରି ଏତେ ହୀନିମାନ ଚାଲି ଯିବ ଦିନେ ଜାଣି ମୁଁ…

Continue Readingଏକା ଏକା
Read more about the article ମିଠା ସ୍ମୃତି
ମିଠା ସ୍ମୃତି

ମିଠା ସ୍ମୃତି

ସବୁସ୍ଵପ୍ନ ସଜାଡ଼ି ରଖିଛି ମନତଳ କଁଅଳ ଶେଯରେ... ନିଜେ ନିଜ ଠିକଣା ହଜେଇ ହଜିଯିବି ମୁଁ ଭିଡ଼ ମଝିରେ... ସାଉଁଟିବି ତୁମ ମିଠା ସ୍ମୃତି ହୃଦୟର ଫରୁଆ ଭିତରେ... ଖୋଜୁଥିବି ତୁମ ହସ ବସି ପାଉଥିବି ନିତି ମୋ ଲୁହରେ... -…

Continue Readingମିଠା ସ୍ମୃତି