Read more about the article ସୁଦୂର ଭାବନା
Odia Poem Sudura Bhabana (ସୁଦୂର ଭାବନା) by Sanjay Tripathy

ସୁଦୂର ଭାବନା

କୈବର୍ତ୍ତ ସମ୍ଭୂତ ବିଶ୍ୱାସରେ ରତ ସ୍ଥାଣୁ କ୍ରିୟା ପାଇଁ ସିନା ଯବନିକା ଶେଷେ ରଜନୀର ମୃତ୍ୟୁ ନାଟକର ପାଇଁ ସିନା । କଳାକାର ସବୁ ରଙ୍ଗ ବୋଳି ସତେ ଚାତକର ପ୍ରାୟ ଚାହିଁ ନୀର୍ଲିପ୍ତ ସେ ଦିଗେ ଉଣ୍ଡୁଥାନ୍ତି ବସି ଆପଣାର…

Continue Readingସୁଦୂର ଭାବନା
Read more about the article ଥୁଣ୍ଟା ବରଗଛ
Odia Poem Thunta Baragachha (ଥୁଣ୍ଟା ବରଗଛ) by Sanjay Kumar Tripathy

ଥୁଣ୍ଟା ବରଗଛ

ଥୁଣ୍ଟା ବରଗଛ ଶେଷ ଶ୍ରାବଣର ବରଷା ଆସରା ନାହିଁ କୋଉ କାଳୁ ସତେ ମୁଣ୍ଡ ଟେକି ଅଛି କାହାକୁ ତ ଜଣା ନାହିଁ । ଯାନି ଜାତରାର ମୂକ ସାକ୍ଷୀ ସିଏ ଦୃମ ମହା ସଂସ୍କୃତିର ପିଲାଠାରୁ ବୁଢ଼ା ସଭିଙ୍କ ଆସରା…

Continue Readingଥୁଣ୍ଟା ବରଗଛ
Read more about the article ଦୁହିତା
Odia Poem Duhita (ଦୁହିତା) by Sanjay Kumar Tripathy

ଦୁହିତା

ଭୂଇଁ ଛୁଇଁଲାଠୁ ଶାସନ ସଭିଙ୍କ ମଶାଣୀର ପଦା ଯାଏଁ ନିଜସ୍ଵ ସର୍ବସ୍ୱ ବୋଲି କିଛି ନାହିଁ ଆଦେଶ ଯେ ଠାଏଁ ଠାଏଁ । ଦୁନିଆଁ ଦେଖିଛି ଜାଣିଛି ସେ ମଧ୍ୟ ସବୁ ଯେ ପର ଏଇଠି ଜାଣିବା ଶୁଣିବା ଲୋକବାକ ମଧ୍ୟ…

Continue Readingଦୁହିତା
Read more about the article ପ୍ରିୟା-ପ୍ରେମ
Odia Poem Priaya-Prema (ପ୍ରିୟା-ପ୍ରେମ) by Sanjay Kumar Tripathy

ପ୍ରିୟା-ପ୍ରେମ

ଯେତେଟି ସାଧନା ମନର ଭାବନା ଆରମ୍ଭ ପ୍ରିୟା ତୁମଠୁ ପ୍ରୀତି ସଂରଚନା ମଧୁର ମୂର୍ଚ୍ଛନା ସଭିଙ୍କ ସୃଷ୍ଟି ତୁମଠୁଁ । ଆହ୍ଲାଦିତ ସବୁ ବିରଳ ମୁହୂର୍ତ୍ତ ବନ୍ଧା ତୋ ସନ୍ଧ୍ୟା ଆଳାପେ ସ୍ୱର୍ଗୀୟ ଶାନ୍ତିର ହୃଦ ଝରା ଧାରା ମିଳେ ତୋ'…

Continue Readingପ୍ରିୟା-ପ୍ରେମ
Read more about the article ସ୍ମୃତି
ସ୍ମୃତି

ସ୍ମୃତି

ସ୍ମୃତି ସେଇ ସତେ ମୋ ଗାଁଆଁ ସକାଳ ନାଲି କୃଷ୍ଣଚୂଡ଼ା ଫୁଲ ସ୍ମୃତି ସେଇ ସତେ ପୋଖୋରୀ ତୁଠର ଗାଁଆଁ ଭୁଆସୁଣୀ ମେଳ । ସ୍ମୃତି ସେଇ ସତେ ପିଲା ଦିନ ସାଥି ମିଛି ମିଛିକାର ଖେଳ ସ୍ମୃତି ସେଇ ସତେ…

Continue Readingସ୍ମୃତି