ଝୁମୁଥିବା କଳ୍ପନା
ତୁମ ମଥାର ବିନ୍ଦି, ମୁଁ ସେଇଠି ଜାଗା ଟିଏ ଚାହୁଁଚି…. ଯେଉଁଠି ତୁମ ଦୁଇ ଭ୍ରୂଲତାର ଦୁଷ୍ଟାମୀରେ ମଥାରେ ତରଙ୍ଗଟେ ଖେଳେ ଆଉ ସେ, ତରଙ୍ଗର ପ୍ରତି ତାଳେ ଝୁମୁଥାଏ କଳା ବିନ୍ଦିଟିଏ । ବାସ୍…. ମୁଁ ସେଇଠି ଆଜୀବନ କବି ହେଇ ରହିବାକୁ ଚାହୁଁଚି ତୁମ ଓଠର ନିଆରା ହସ…. ମୋର ସବୁ ଯନ୍ତ୍ରଣା କ୍ଷଣିକରେ ପୃଥିବୀରୁ ଦୂରେଇ ଯାଏ ତମ ଓଠର ଚେନେଏ ହସରେ ॥ ବସ୍ଠୁ ଖାଇଥିବା ଗାଳି ସାରା ଦିନର କ୍ଲାନ୍ତି ଆକାଶରେ…

