Sesha Ichchha

ଶେଷ ଇଚ୍ଛା

ରକ୍ତର ନଦୀ ବୁହାଇ ରାଜ୍ୟ ପରେ ରାଜ୍ୟ ଜିଣି ରାଜା ପରି ଦେଖିବାକୁ ତତେ । ମୋର ଯାହା ଶେଷ ଇଚ୍ଛା ଜଣାଇ ଦେଉଛି ତେଣୁ ତତେ ଏଇ ପତରରେ । ତୋ ପାଇଁ ସାଇତିଛି ଧନ ଛୋଟ ଏକ ଦୀପଟିଏ ନାଶିବାକୁ ତମସାକୁ କର୍ତ୍ତବ୍ୟକୁ ତେଲ କରି, ତ୍ୟାଗର ସଳିତା ଦେଇ ତୋ ଦୀପ୍ତ ଶିଖାରେ । କେବେ ତୁ ସକ୍ଷମ ହବୁରେ ଧନ ! ପଢ଼ିବାକୁ ମୋ ମନର ଅକୁହା ଭାଷାକୁ । ସାତ ତାଳ ପଙ୍କ ମଧ୍ୟେ ଅଛି ଏକ…

ଅଧିକ ପଢ଼ନ୍ତୁ
Emitika Bou Milantaki

ଏମିତିକା ବୋଉ (ଶାଶୁ) ମିଳନ୍ତେ କି

ଏମିତିକା ବୋଉ ମିଳନ୍ତେ କି ଶାଶୁ-ବୋହୂ ଆମେ ରାତି ନପାହୁଣୁ ଚା’ ଦି’ କପ ଧରି ସାରା ରାଇଜଟା ଗପ ଗପନ୍ତୁ କି ! ଏମିତିକା ବୋଉ ମିଳନ୍ତେ କି ଭାଷାଗତ ପ୍ରଭେଦ ଛକା ପଞ୍ଝା ଆଉ କଥା କଟାକଟିରେ ଦିନଗୁଡ଼ା କଟି ଯାଆନ୍ତା କି ! ଏମିତିକା ବୋଉ ମିଳନ୍ତେ କି ଗେହ୍ଲେଇ କି ଆଦେଶ ଦିଅନ୍ତେ ଭୁଲ ବଟକାରେ ଗାଳି ନକରି ହସମଜାରେ ସୁଧାରି ଦିଅନ୍ତେ କି ! ଏମିତିକା ବୋଉ ମିଳନ୍ତେ କି ଆରିସା ଚିତ୍ତଉ ପୋଡ଼…

ଅଧିକ ପଢ଼ନ୍ତୁ
Mo Bou

ମୋ’ ବୋଉ

ମୋ’ ବୋଉ, ତୋ’ର ପଣତକାନିରେ ମୋ ଜୀବନ ବନ୍ଧା ଥାଉ, ତୋ’ର ସ୍ନେହର ବାରିଧାରା ସର୍ବଦା ମୋ ପାଇଁ ବହୁ; ମୋ’ ବୋଉ, ତୋ’ର ହସ ହସ ମୁହଁ ସଦା ମୋ ଆଖି ଆଗେ ଥାଉ, ତୋ’ର ଆଶୀର୍ବାଦରେ ମୋ ଜୀବନ ଆଲୋକିତ ହେଉ; ମୋ’ ବୋଉ, ତୋ’ର ଉତ୍ସର୍ଗ ମୋ ପାଇଁ କେବେବି ବୃଥା ନ ଯାଉ, ତୋ’ର ମାର୍ଗଦର୍ଶନରେ ମୋ ମନୋବଳ ଦୃଢ଼ ହେଉ; ମୋ’ ବୋଉ, ତୋ’ର ଶିକ୍ଷା ଓ ଆଦର୍ଶରେ ମୋ…

ଅଧିକ ପଢ଼ନ୍ତୁ
Atmahatya

ଆତ୍ମହତ୍ୟା

କହିବାର ଅଛି ଯଦି କହିଦିଅ ଆଉ ହୁଏତ ଫେରିବନି ଏ ସମୟ, “ନା” ହେବାର ଆଶଙ୍କାରେ କେତେଦିନ ଆତଙ୍କିତ ହେବ ହୃଦୟ ॥ ପରେ ପଶ୍ଚାତାପ ହେବ ନିଶ୍ଚେ ଜହ୍ନ ଆକାଶରୁ ଚାଲିଗଲା ପରେ, ନା ହେଇଗଲେ ପ୍ରତୀକ୍ଷା ସରିଯିବ, ବ୍ୟଥିତ ହେବନି ଅକୁହା ବେଦନାରେ ॥ ଆଉ ଯଦି “ହଁ” ହୋଇଯାଏ, ଜୀବନ ପଲ୍ଲବିତ ହେବ ପ୍ରେମର ରଙ୍ଗରେ, ବଦଳିଯିବ ଦୁଇଟି ଜୀବନ, ଦୁଇ ମନ ଏକ ହେବ ସ୍ନେହ ବନ୍ଧନରେ ॥ ଧୈର୍ଯ୍ୟର ବନ୍ଧ…

ଅଧିକ ପଢ଼ନ୍ତୁ
Mun Bhuta Biswas Karena - An article by Bhaswati Basu in Odia

ମୁଁ ଭୂତ ବିଶ୍ୱାସ କରେ ନା

ମୁଁ ଭୂତ ବିଶ୍ୱାସ କରେ ନା । ଠିକ କରେ ନା ନୁହଁ, ବୁଝି ପାରେ ନା । ହୁଏତ ଥିବେ, ହୁଏତ ନଥିବେ । ମନ କେବେ ଯୁକ୍ତିବାଦୀ ତ ଆଉ କେବେ ଦୋଳାଚଳରେ । ତେବେ ଡର ଟିକେ କମ । ପିଲାବେଳେ କିନ୍ତୁ ଖୁବ ଡରୁଥିଲି । ଅନ୍ଧାର ହେଲେ ଏକା ରହିବା ମୋ ପାଇଁ ଅସମ୍ଭବ ଥିଲା । ସେ ଡର ଦିନେ ଭାଙ୍ଗିଗଲା । ମୋ ବଡ଼ ଭଉଣୀ ଖୁବ କଡ଼ା ଅନୁଶାସିକା ଥିଲେ । ପ୍ରତି ସନ୍ଧ୍ୟାରେ ମତେ ପାଠ ପଢ଼ଉଥିଲେ ।…

ଅଧିକ ପଢ଼ନ୍ତୁ