Atmahatya

ଆତ୍ମହତ୍ୟା

କହିବାର ଅଛି ଯଦି କହିଦିଅ ଆଉ ହୁଏତ ଫେରିବନି ଏ ସମୟ, “ନା” ହେବାର ଆଶଙ୍କାରେ କେତେଦିନ ଆତଙ୍କିତ ହେବ ହୃଦୟ ॥ ପରେ ପଶ୍ଚାତାପ ହେବ ନିଶ୍ଚେ ଜହ୍ନ ଆକାଶରୁ ଚାଲିଗଲା ପରେ, ନା ହେଇଗଲେ ପ୍ରତୀକ୍ଷା ସରିଯିବ, ବ୍ୟଥିତ ହେବନି ଅକୁହା ବେଦନାରେ ॥ ଆଉ ଯଦି “ହଁ” ହୋଇଯାଏ, ଜୀବନ ପଲ୍ଲବିତ ହେବ ପ୍ରେମର ରଙ୍ଗରେ, ବଦଳିଯିବ ଦୁଇଟି ଜୀବନ, ଦୁଇ ମନ ଏକ ହେବ ସ୍ନେହ ବନ୍ଧନରେ ॥ ଧୈର୍ଯ୍ୟର ବନ୍ଧ…

ଅଧିକ ପଢ଼ନ୍ତୁ
Mun Bhuta Biswas Karena - An article by Bhaswati Basu in Odia

ମୁଁ ଭୂତ ବିଶ୍ୱାସ କରେ ନା

ମୁଁ ଭୂତ ବିଶ୍ୱାସ କରେ ନା । ଠିକ କରେ ନା ନୁହଁ, ବୁଝି ପାରେ ନା । ହୁଏତ ଥିବେ, ହୁଏତ ନଥିବେ । ମନ କେବେ ଯୁକ୍ତିବାଦୀ ତ ଆଉ କେବେ ଦୋଳାଚଳରେ । ତେବେ ଡର ଟିକେ କମ । ପିଲାବେଳେ କିନ୍ତୁ ଖୁବ ଡରୁଥିଲି । ଅନ୍ଧାର ହେଲେ ଏକା ରହିବା ମୋ ପାଇଁ ଅସମ୍ଭବ ଥିଲା । ସେ ଡର ଦିନେ ଭାଙ୍ଗିଗଲା । ମୋ ବଡ଼ ଭଉଣୀ ଖୁବ କଡ଼ା ଅନୁଶାସିକା ଥିଲେ । ପ୍ରତି ସନ୍ଧ୍ୟାରେ ମତେ ପାଠ ପଢ଼ଉଥିଲେ ।…

ଅଧିକ ପଢ଼ନ୍ତୁ
Barasha Asila Marate

ବରଷା ଆସିଲା ମରତେ

ନିଖିଳ ଚିତ୍ତ ହରଷା ବରଷା ପହିଲି ଆଷାଢ଼େ ଆସିଲାଣି ଗ୍ରୀଷ୍ମ ସନ୍ତାପିତ ଧୂସର ଧରଣୀ ଧୀରେଧୀରେ ହସି ଉଠିଲାଣି ॥୧॥ ଆକାଶରେ ଭାସେ କୃଷ୍ଣ ବର୍ଣ୍ଣ ଘନ ଦିଶେ ଚପଳାର ସୁନା ଝଲକ ହଳ କର୍ଷିତ ମାଟି ଭିଜିଗଲେ ସଂଚରିତ ହୁଏ ମଧୁ ମହକ ॥୨॥ ପର୍ଣ୍ଣହୀନ ଆଉ ବର୍ଣ୍ଣହୀନ ତରୁ ଭରିଯାଏ ପୁଣି ସବୁଜିମା ସବୁଜ ଘାସରେ ନାଲି ଗୁଲୁଗୁଲୁ ସାଧବ ବୋହୁର ଉନ୍ମନା ॥୩॥ କଦମ୍ବେ ଭରିଛି ରୋମାଞ୍ଚ କୁସୁମ ଦୃଶ୍ୟ ତା’ର କେଡ଼େ…

ଅଧିକ ପଢ଼ନ୍ତୁ
Mousumi

ମୌସୁମୀ

ତୁମେ ଆସିଛ ବୋଲି… ସୁନ୍ଦର ଲାଗୁଛି ମୁଗ୍ଧ ପ୍ରତୀକ୍ଷାର ଅନ୍ତ ଘଟାଇ ଆସିଛ ତୁମେ ସାଗର ବକ୍ଷ ଡେଇଁ କେରଳ ତାମିଲନାଡ଼ୁ ସୀମା ଅତିକ୍ରମେ ମହୋଦଧି କୂଳେ କୂଳେ…… ନିସ୍ତେଜ ଗାଲିଚାକୁ ଛୁଇଁବାକୁ ଫାଙ୍କାଫାଙ୍କା ମେଘ ସାଥେ ଜହ୍ନର ଓଢ଼ଣୀ ଟାଣି… ॥ ତୁମେ ପୁଣି ଆସିଥିଲ ଶୀତଭିଜା ଦାରିଂବାଡ଼ିର ତମାଳ ଲତାରେ ମିଠା ସ୍ପର୍ଶ ଦେଇ ତତଲା ତାତିକୁ ଦୂରେଇବା ପାଇଁ ତା’ର ହେ ପ୍ରିୟତମା ମୌସୁମୀ ତୁମେ କିବା ଫେରିଛି ଅତନୁ ତନୁ ପ୍ରାପ୍ତ…

ଅଧିକ ପଢ଼ନ୍ତୁ
Bira Sahidnka Udyeshyare

ବୀର ସହିଦଙ୍କ ଉଦ୍ଦେଶ୍ୟରେ

ରକତ ଛିଟାରେ ଧୋଇଦେଇ ମାଟି କରି ମାଆ କୋଳ ଶୂନ୍ୟ । ଶ୍ୟନ୍ୟ ସରଗରେ ରହିଗଲ ତୁମେ କରି କୋଟି ଜନ୍ମ ପାଇଁ ପୁଣ୍ୟ ॥ ପୋଛି ପୋଛି ଲୁହ ପଣତ କାନିରେ ସରୁ ନାହିଁ ଆଖି ଲୁହ । କାନ୍ଦୁଛି ବାହୁନି, ମୋ ଜନନୀ ଆଜି ଚାଲିଗଲେ ସୁନା ପୁଅ ॥ ପିତା ଖୋଜେ ପୁତ୍ର, ମାତା ଖୋଜେ ଧନ ଭଉଣୀ ତା ସ୍ନେହି ଭାଇକୁ । ପତ୍ନୀ ଝୁରି ଦେବ, ତା ପ୍ରିୟତମକୁ ଦେଶ, ଗାଁ ମାଟି ତା…

ଅଧିକ ପଢ଼ନ୍ତୁ