Odia Poem Fagua Khara (ଫଗୁଆ ଖରା) by Kunja Bihari Sahu

ଫଗୁଆ ଖରା

ଆକାଶରୁ ଏବେ ଝରିଲାଣି ନିଆଁ ତୁହାକୁ ତୁହା ଛଟପଟ ହାେଇ ଡାକ ଛାଡ଼ିଲାଣି ଡାମରାକୁଆ ଫଗୁଣ ଆସୁଛି ତାତିଲା ବାଆକୁ ସାଥୀରେ ଧରି ସିଏ ବି ହସିବ ଏଇଠି କେମିତି? ହେଲାଣି ସରି । କି କାଳ ହେଲା ପାହାଡ଼ ଛାତିରୁ ଗରମ କିରଣ ଜୀବନ ନେଲା । କରୋନା ଫେରୁଛି ଲୋକଙ୍କ ଭିତରେ ପଡ଼ିଲା ହୁରି ବାଜିବ ନାହିଁକି ବିବାହ ବେଳର କାହାଳି ତୂରୀ ଆଶଙ୍କା ଲାଗୁଛି ପ୍ରତିଟି ପ୍ରାଣରେ କରୋନା କିବା ଭାଙ୍ଗିବ ବୟସ୍କ ଲୋକର ଦାମିକା…

ଅଧିକ ପଢ଼ନ୍ତୁ
Odia Story Chuli (ଚୁଲି) by Sushree Sangita Sethy

ଚୁଲି

ଜେଜେମା ସମୟରେ, ଜେଜେମା ଭୋର୍ ୫ଟାରୁ ଉଠି ଚୁଲିରୁ ପାଉଁଶ କାଢ଼ି, ଚୁଲିକୁ ଲିପି ସଫା ସୁତୁରା କରି ଚାହା ତିଆରି କରି ପିଉଥିଲା । ମୁଁ ତ ଜେଜେମାର ଲାଙ୍ଗୁଡ଼ । ସେ ଶୁଏ ତ ମୁଁ ତା’ କୋଳରେ ଶୁଏ, ସେ ଯେତେବେଳେ ଉଠେ ମୁଁ ସେତେବେଳେ ଉଠେ । ସେ ଚାହା କରି ନିଜେ ପିଏ ମତେ ବି ଟିକେ ଚଖେଇ ଦିଏ । ଚା’ ଧୀରେଧୀରେ ଜେଜେମାର ପ୍ରାଣ ସହ ମୋର ବି ହେଇଗଲା । ଯାହା ବି…

ଅଧିକ ପଢ଼ନ୍ତୁ
Odia Poem Pritira Phaguna Anai Basichhi (ପ୍ରୀତିର ଫଗୁଣ ଅନାଇ ବସିଛି) by Jituram Sahu

ପ୍ରୀତିର ଫଗୁଣ ଅନାଇ ବସିଛି

ମୋ ମନର ନାୟିକା କେବେ ଆସି ଧରା ଦେବ । ତୁମ ବିନେ ଏକା ମୁଁ ଆସି ଥରେ ଦେଖି ଯିବ ॥ ଖୋଜୁଛି ଏ ମନ ତୁମକୁ ଚାହିଁ ବସିଛି ନିରନ୍ତର । ଜଳ ବିହ୍ନେ ଯେହ୍ନେ ଝସ ନାହିଁ ତା’ର ପଟାନ୍ତର ॥ ମୋ ଜୀବନ ନଉକା ଆସିଥିଲ ଏକା ଏ କୂଳକୁ । କେବେ ମୋ ଜୀବନେ ଆସିବ ବୋଲି ଛାଡ଼ି ଯିବନି ଏକା କରି ବହୁ ଦୂରକୁ ॥ ପ୍ରୀତିର ଫଗୁଣ ଅନାଇ ବସିଛି ଦିନେ…

ଅଧିକ ପଢ଼ନ୍ତୁ
Odia Poem Darasana Dia Sate (ଦରଶନ ଦିଅ ସତେ) by Manoranjan Surujal

ଦରଶନ ଦିଅ ସତେ

ଚାହୁଁଛି ଏ ଆଖି ଆହେ ଚକାଆଖି ଲୋଡ଼ିବାକୁ ଦରଶନ, କି ଦୋଷ କରିଛୁ ଫେଡ଼ି କୁହ ଥରେ ଭାଙ୍ଗିଦେଇ ଅଭିମାନ ॥ ଗମ୍ଭୀରା ଭିତରେ ରତନ ବେଦୀରେ ବସିଛ କାହିଁ ମଉନ, ଚକ୍ଷୁ ମଳିମଳି ଦିବାନିଶି ଏକ ଦରଶନକୁ ସପନ ॥ କେବେ ମହାମାରୀ ମହାବାତ୍ୟା ପରି ଖଣ୍ଡ ପ୍ରଳୟ ତାଣ୍ଡବ, ତୁମ ଅଜାଣତେ ହେଉଛି କି ପ୍ରଭୁ ଇଙ୍ଗିତ ନୁହେଁ କି ତବ? ଦୋଷ କରି କ୍ଷମା ଶୁଣ ହେ ମଣିମା ଭକତ ଡାକେ ଆକୁଳେ,…

ଅଧିକ ପଢ଼ନ୍ତୁ
Odia Story Riksabala (ରିକ୍ସାବାଲା) by Subham Behera

ରିକ୍ସାବାଲା

ସନ୍ତୋଷ ବାବୁ ଛିଡ଼ା ହୋଇଥାନ୍ତି ବାସ ଷ୍ଟାଣ୍ଡ ପାଖରେ । ସେପଟେ ପାଖରେ ଛିଡ଼ା ହୋଇଥାନ୍ତି ଜଣେ ବୃଦ୍ଧ ବୟସ୍କ ବ୍ୟକ୍ତି ରିକ୍ସା ଧରି । ସେ ବୃଦ୍ଧ ବ୍ୟକ୍ତି ଏବଂ ସନ୍ତୋଷ ବାବୁଙ୍କ ସବୁଦିନ ଭେଟ ସେହି ବାସ ଷ୍ଟାଣ୍ଡ ପାଖରେ ହୋଇଥାଏ କିନ୍ତୁ କେହିହେଲେ ବି ଆଜିଯାଏଁ କଥା ହୋଇ ନାହାନ୍ତି । ଦିନକର ଘଟଣା ସନ୍ତୋଷ ବାବୁ ଘରୁ ତରତର ହୋଇ ପଳେଇ ଆସିଥିବାରୁ ଟଙ୍କା ଆଣିବାକୁ ଭୁଲି ଯାଇଛନ୍ତି । ବସ୍‌ରେ ଯିବା ପାଇଁ ପାଖରେ ଟଙ୍କାଟେ…

ଅଧିକ ପଢ଼ନ୍ତୁ