Odi Poem Guru Hin Mangalamaya (ଗୁରୁ ହିଁ ମଙ୍ଗଳ ମୟ) by Gupteswar Chand

ଗୁରୁ ହିଁ ମଙ୍ଗଳ ମୟ

ଗୁରୁ ହିଁ ମଙ୍ଗଳମୟ ଧରା ବୁକେ ଭବ ସିନ୍ଧୁ କର୍ଣ୍ଣ ଧାର । ଗୁରୁ ଶ୍ରୀ ଅଧରୁ ସଦା ଝରୁଥାଏ ଶିଷ୍ୟ ପାଇଁ ସୁଧା ଝର ॥ ଗୁରୁଙ୍କ ଦୃଷ୍ଟିରେ ଦେଖିଲେ ସର୍ବଦା ଚଲାପଥ କୁସୁମିତ । ଆପଣା ଆଖିରେ ବାଟ ଚାଲେ ଯେବେ ଶିଷ୍ୟ ହୁଏ କଳଙ୍କିତ ॥ ଗୁରୁ ଜ୍ଞାନଦାତା ମୁକତି ପ୍ରଦାତା ଗୁରୁ ସର୍ବଜ୍ଞ ପୁରୁଷ । ଗୁରୁ ସିନା ଦେଖି ପାରନ୍ତି ନୟନେ ଶିଷ୍ୟର ଭୂତ ଭବିଷ୍ୟ ॥ ସମଗ୍ର ସୃଷ୍ଟିରେ ଗୁରୁଙ୍କ ଦୃଷ୍ଟିରେ ସୃଷ୍ଟି…

ଅଧିକ ପଢ଼ନ୍ତୁ
Odia Story Patha Badalae Bata (ପାଠ ବଦଳାଏ ବାଟ) by Swetalina Pattnaik

ପାଠ ବଦଳାଏ ବାଟ

ଗାଆଁର ନାଆଁ ପଦ୍ମପୁର । ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଗାଁ’ଟି ଦେଖିବାକୁ ଖୁବ୍ ସୁନ୍ଦର । ବିଦ୍ୟାଳୟରୁ ଆରମ୍ଭ କରି ବ୍ଲକ ଘର ପର୍ଯ୍ୟନ୍ତ ସବୁ ରହିଛି । ହେଲେ ଦୁଃଖର ବିଷୟ ଗାଁ ଲୋକେ ବେଶୀ ଶିକ୍ଷିତ ନୁହଁନ୍ତି । ସେଇଥିପାଇଁ ସବୁ ଥାଇ ମଧ୍ୟ ନଥିଲା ଭଳି କିଛି ଉନ୍ନତିମୂଳକ କାମ ଗାଁରେ ହୋଇନଥାଏ । ଆଜିବି ଗାଁରେ ଝିଅ ପୁଅ ମଧ୍ୟରେ ବହୁତ ପ୍ରଭେଦ । ଝିଅକୁ ପାଠ ତ ଦୂରର କଥା ବିଦ୍ୟାଳୟର ପାଦ ମାଡ଼ିବାକୁ ଦିଅନ୍ତି ନାହିଁ । ଗାଁ…

ଅଧିକ ପଢ଼ନ୍ତୁ
Odia Poem Khojuchhaki Mote (ଖୋଜୁଛକି ମୋତେ?) by Tapan Kumar Sahoo

ଖୋଜୁଛକି ମୋତେ?

ସକାଳେ ଯଦି ତୁମେ ଖୋଜୁଛ ମୋତେ ଶବ୍ଦ ବନ୍ଧନରୁ ମୁକ୍ତ ହେଉ ହେଉ ରାତି ଗୋଟିଏ ମୁଁ ତ ଏବେ ଗୋପରେ ଗୋପନରେ ଗୋଲାପରେ କବିତା ମୋତେ ଜାବୁଡ଼ି ଧରିଛି ମୁଁ ତ ଏବେବି ଶୋଇଛି ଅଧା ଲେଖା ଧାଡ଼ିକୁ ଧରି ମୋ ଆଖି ସେତେବେଳେ ଖୋଲିବ ଯେତେବେଳେ ଅବୁଝା ଶବ୍ଦକୁ ବୁଝିହେବ କବିତାର ପୂର୍ଣ୍ଣତାରେ ॥ ମଧ୍ୟାହ୍ନେ ଯଦି ତୁମେ ଖୋଜୁଛ ମୋତେ ତା’ ଲାଲ ହୃଦୟର ରଙ୍ଗକୁ ମାଖି ମୁଁ ଏବେ ‘ଅ’ରେ ଅନ୍ୟରେ…

ଅଧିକ ପଢ଼ନ୍ତୁ
Odia Poem Boula Mun Pariksha Debi (ବୋଉଲୋ ମୁଁ ପରୀକ୍ଷା ଦେବି) by Arjun Das

ବୋଉଲୋ ମୁଁ ପରୀକ୍ଷା ଦେବି

ନଅ ମାସ ଯାକ ବୁଲି ବୁଲି ମୁହିଁ ମନେ ରହିଲାନି ପାଠ ଏଇ ତିନି ମାସ ପିଆଇ ଦେଲଣି ପାଠଠୁ ଅଧିକା ଶାଠ ॥ ବାହରେ କୋରୋନା ଡର ମାଡ଼ିଆସେ ପାରୁନାହି କିଛି ଭାବି ବରଷ ସାରା ମୁଁ ପାଠ ପଢ଼ିନାହିଁ ବୋଉଲୋ ମୁଁ ପରୀକ୍ଷା ଦେବି ॥ ଗଣିତ ବହିକୁ ଖୋଲିଲା ବେଳକୁ ଘୂରି ଯାଉଛି ମୋ ମଥା ଇଂରାଜୀ ପାଠ ମୁଣ୍ଡେ ପଶୁନାହିଁ କହିବି ଆଉ କାହା କଥା ॥ କୋରୋନାର ଯେଉଁ ପ୍ରକୋପ…

ଅଧିକ ପଢ଼ନ୍ତୁ
Odia Poem Cuttack Railway Station re Gote Rati (କଟକ ରେଳ ଷ୍ଟେସନରେ ଗୋଟାଏ ଶୀତ ରାତି) by Sushama Parija

କଟକ ରେଳ ଷ୍ଟେସନରେ ଗୋଟାଏ ଶୀତ ରାତି

ସଞ୍ଜ ବୁଡ଼ିଲା ବେଳଠାରୁ ଶୀତ ପଡ଼ି ସାରିଥିଲା, ସେ ପହଞ୍ଚି ସାରିଥିଲା ଷ୍ଟେସନ୍ ପାଖରେ କୋଉ ସକାଳୁ ମୁଠାଏ ଚୁଡ଼ା ଖାଇ ଏକମୁହାଁ ହୋଇ ଘରୁ ବାହାରି ଆସିଥିଲା । କ’ଣଟା ଆଉ କରିଥାନ୍ତା ଯେ !? ଆଉ ସହି ହେଉ ନଥିଲା ଶୀତରେ ଦିନ ସାରା ଥମୁନଥିବା ବୁଢ଼ା ବାପାଙ୍କର ଛାତି ଥରା ଧଇଁ କାଶ, ରାତିରେ ଚୁଲିପଖାରେ କନାପୁଡ଼ା ଦେଇ ନିଜର ଫୁଲି ଯାଇଥିବା ପାଦକୁ ସେକ ଦେଉଥିବା ବୋଉର ବିକଳ ଚାହାଣୀ, ସହି ହେଉନଥିଲା ବୟସ…

ଅଧିକ ପଢ଼ନ୍ତୁ