Odia Story Safed Jahara (ସଫେଦ ଜହର) by Ashutosh Meher

ସଫେଦ ଜହର

ପୂର୍ଣ୍ଣିମାର ସଫେଦ୍ ଜହ୍ନ ଆଲୁଅରେ ତା’ ଦେହ ଆଜି କାହିଁକି ଏତେ ଜଳୁଛି??? ପାର୍କରେ ଲୋକ ଭିଡ଼, ସେ କିନ୍ତୁ ଏକଦମ୍ ଏକେଲା । ଶୁଭ୍ରା ବସିଛି ସେଇ ସୁପରିଚିତ ସିମେଣ୍ଟ ବେଞ୍ଚରେ ଯେଉଁଠି ସେମାନେ ବସନ୍ତି ହାତ ଧରା ଧରି ହୋଇ । ନିଶିକାନ୍ତଙ୍କ ସହ… ଗତ ଦଶ ବର୍ଷ ହେବ !! ହାତରେ ତା’ର… ଏଇ କିଛି ସମୟ ଆଗରୁ ନିଶିକାନ୍ତ ଧରାଇ ଯାଇଥିବା ପାଞ୍ଚ ଲକ୍ଷ ଟଙ୍କାର ଚେକ୍ । ସେଇଟା ବି ହାତରେ ଅଗ୍ନି ପିଣ୍ଡୁଳା ପରି…

ଅଧିକ ପଢ଼ନ୍ତୁ
Odia Essary on Samaj (ସମାଜ) by Lipika Mohapatra

ସମାଜ

ସମାଜ..! କିଏ ଏ ସମାଜ ? କ’ଣ ତା’ର ଅଛି ଏକ ଅସ୍ଥିତ୍ଵ? କିଏ ଗଢ଼ିଛି ଏ ସମାଜ? କାହା ପାଇଁ ଏ ସମାଜ? ଏମିତି ଅନେକ ପ୍ରଶ୍ନ ଉଙ୍କି ମାରେନି କେବେ ଆମ ମନରେ? ସତରେ କ’ଣ ଆମେ ଏକ ଉଚ୍ଚ-ଶିକ୍ଷିତ ଆଧୁନିିକରଣ ଜ୍ଞାନ କୌଶଳ ଭରା ସମାଜରେ ବଞ୍ଚୁଛେ? କେବେ ଭାବିଛନ୍ତି..! ଏ ଆଧୁନିକତାର ଦ୍ୱାହି ଦେଇ, ନିଜ ପୂର୍ବ ପୁରୁଷମାନଙ୍କର କେତେ ସମ୍ମାନ କରୁଛେ କି ଅସମ୍ମାନ? ନିଜ ସ୍ୱାଭିମାନ, ନିଜ ଓଡ଼ିଆ…

ଅଧିକ ପଢ଼ନ୍ତୁ
Odia Poem Pana Sankranti (ପଣା ସଂକ୍ରାନ୍ତି) by Dibyashree Biswabandya Jena

ପଣା ସଂକ୍ରାନ୍ତି

ବିଦାୟ ନେଲେ ଋତୁ ବସନ୍ତ ନୂତନ ଅବ୍ଦର କରି ପ୍ରବର୍ତ୍ତନ ସୌର ବୈଶାଖର ପହିଲି ଦିନ ବିଶୁବେ ସୂର୍ଯ୍ୟ କଲେ ଅବସ୍ଥାନ ଦିନ ମହାବିଷୁବ ସଂକ୍ରାନ୍ତି ଗ୍ରୀଷ୍ମ ଋତୁ ସେଦିନୁ ପ୍ରବେଶନ୍ତି ପ୍ରଥା ପରମ୍ପରା ଉତ୍କଳୀୟ ରୀତି ପଣା ନାମେ ସେ ପଣା ସଂକ୍ରାନ୍ତି ତେଜ ବଢ଼ାଇଲେ ଅରୁଣ ଘୋର ନିଦାଘ ଦାରୁଣ ବସାଇ ଓଡ଼ିଆ ବସୁନ୍ଧରା ଠେକି ଇନ୍ଦ୍ରେ ମନାସେ ସହଳ ବୃଷ୍ଟି । – ଦିବ୍ୟାଶ୍ରୀ ବିଶ୍ୱବନ୍ଦ୍ୟା ଜେନା

ଅଧିକ ପଢ଼ନ୍ତୁ
Odia Poem Nua Barasa Tume Asichha (ନୂଆ ବରଷ, ତୁମେ ଆସିଛ) by Sarmistha Malla on Odia New Year and Pana Sankranti

ନୂଆ ବରଷ, ତୁମେ ଆସିଛ

ନୂଆ ବରଷ, ତୁମେ ଆସିଛ ପାଦ ଥାପି ଥାପି, ନେଇ ନୂଆ ଅଭିଳାଷ, କଅଁଳ ଖରାରେ, ବୈଶାଖ ସ୍ପର୍ଶରେ ବିହଙ୍ଗମ କଲରବେ, ଆସିଛ ତୁମେ ନବ ବରଷ । ନୂଆ ବରଷର ଆକାଶ ଆଜି ଲାଗୁଛି ନୂଆ ନୂଆ ନୂଆ ବରଷର ଏ ମଳୟ ପବନ ଲାଗେ ଆଜି ନୂଆ ନୂଆ । ନୂଆ ବରଷର ନୂତନ ସକାଳେ ଉଦୟ ହେଲେଣି ରବି ସ୍ୱାଗତ କରିବାକୁ ତାଙ୍କୁ ସଜବାଜ ହେଲେଣି ବିହଙ୍ଗମ ରାବି ରାବି । ହେ ନବ ବରଷ, ଦେଖ…

ଅଧିକ ପଢ଼ନ୍ତୁ
Download Now 36th Edition of Shubhapallaba

୩୬ଶ ସଂସ୍କରଣ

୨୦୨୨ ମସିହାର ମାର୍ଚ୍ଚ ମାସରେ ଶୁଭପଲ୍ଲବର ୩୬ଶ ସଂସ୍କରଣ ପ୍ରକାଶ ପାଇଥିଲା । ୩୦ ପୃଷ୍ଠା ବିଶିଷ୍ଟ ଏହି ପତ୍ରିକାଟିରେ ସମୁଦାୟ ୧୨ ଗୋଟି ଆଲେଖ ପ୍ରକାଶ ପାଇଥିଲା ।

ଅଧିକ ପଢ଼ନ୍ତୁ