Jaya Shiba Sankara by Mamta Sahu

ଜୟ ଶିବ ଶଙ୍କର

ଜୟ ଶିବ ଶଙ୍କର ହେ ଜୟ ଉମାପତି ତୁମ ପାଦ ସ୍ମରଣରେ ଯାଉ ଦିନବିତି । ଜୟ ଜଟାଧାରି ପ୍ରଭୁ ଜଗତ ତାରଣ ଭକତ ଜନଙ୍କ ଦୁଃଖ ନିବାର ବହନ । ଜୟ ମହାଦେବ ନାଥ ଅନଳ ନୟନ ଶ୍ମଶାନ ବିହାରି ଶିବଶମ୍ଭୁ ତ୍ରିଲୋଚନ । ଜୟ ଭୁତନାଥ ଦେବ ଅନଳ ନୟନ ଏ ସାରା ବିଶ୍ଵକୁ ପ୍ରଭୁ କରିଛ ନିର୍ମାଣ । ଜୟ ପଞ୍ଚାନନ ନାଥ ଜୟ ଦିଗାମ୍ବର ପରମ ପୂରୁଷ ଅଟ ଯୋଗି ଯୋଗେଶ୍ୱର । ତ୍ରିପୁରାରି ଶୂଳଧାରି ମହିମା ଅପାର…

ଅଧିକ ପଢ଼ନ୍ତୁ
Odia poem Astami Anichhi Enduri Bhara (ଅଷ୍ଟମୀ ଆଣିଛି ଏଣ୍ଡୁରି ଭାର) by Mamta Sahu

ଅଷ୍ଟମୀ ଆଣିଛି ଏଣ୍ଡୁରି ଭାର

ଜ୍ୟେଷ୍ଠ ସନ୍ତାନର ମଙ୍ଗଳ ପାଇଁ ଅଷ୍ଟମୀ ଆସିଛି ଆନନ୍ଦ ନେଇ ॥ ମାର୍ଗଶିର କୃଷ୍ଣ ଅଷ୍ଟମୀ ତିଥି ଷଠି ଦେବୀ ପୂଜା ଦୃଦେ ଭକତି ॥ କରେ ପରିଧାନ ନୂଆଁ ବସନ ହରଷ ଚିତ୍ତରେ ଜ୍ୟେଷ୍ଠ ସନ୍ତାନ ॥ ବସି ସୁଆସନେ ଆନନ୍ଦ ମନେ ବନ୍ଦାପନା ବିଧି ହୁଏ ବିଧାନେ ॥ ମାମୁଁ ଘରୁ ଆସେ ଏଣ୍ଡୁରି ଭାର ପରମ୍ପରା ଆମ ଭାରି ସୁନ୍ଦର ॥ ଜ୍ୟେଷ୍ଠ ସନ୍ତାନର ଉଚ୍ଛିନ୍ନ ମନ ସଜେଇ ହୁଏ ସେ ଟିପି…

ଅଧିକ ପଢ଼ନ୍ତୁ
Odia Poem Swapna Odishara (ସ୍ୱପ୍ନ ଓଡ଼ିଶାର) by Kaibalya Nayak

ସ୍ୱପ୍ନ ଓଡ଼ିଶାର

ଦିନେ ଦେଖିଥିଲେ ସ୍ୱପ୍ନ ଓଡ଼ିଶାର ଭୋକିଲା ପେଟରେ ସୁରି, କରିଲେ ବି ସତ ସ୍ୱପ୍ନ ତାଙ୍କର ଆପ୍ରାଣ ଉଦ୍ୟମ କରି । ଖଣ୍ଡ ଖଣ୍ଡ ହୋଇ ଓଡ଼ିଶା ଯେ ଥିଲା କ୍ଷତ ବିକ୍ଷତ ସାଜି, ଆଣିଲେ ଫେରାଇ ସ୍ୱପ୍ନ ସତ କରି ଗର୍ବ ଗୌରବ ରାଜି । ଭାବିଥିଲେ ସିଏ ଉତ୍ତରଦାୟାଦ ନେବେ ଓଡ଼ିଶାକୁ ବହୁ ଦୂର, ଜାଣି ତ ନଥିଲେ ମାଙ୍କଡ଼ ହାତରେ ଦିଅଁ ଧରେଇବା ଅର୍ଥ ତା’ର । ଓଡ଼ିଆ କାଟୁଛି ଓଡ଼ିଶାକୁ ଆଜି ରାଜନୀତି ଛୁରୀ ଧରି,…

ଅଧିକ ପଢ଼ନ୍ତୁ
Odia Pome Tume au Mun (ତୁମେ ଆଉ ମୁଁ) by Prashant Kumar Mohanty

ତୁମେ ଆଉ ମୁଁ

ତୁମେ ପୁରୁଣା ମଦିରା ନିଶା ମୁଁ ନିଦାଘେ ଅସରା ବର୍ଷା… ତୁମେ ପୂର୍ଣ୍ଣିମାର ଜହ୍ନ ରାତି ମୁଁ ତୁମ କବିତାର ଶେଷ ପଂକ୍ତି… ରାଜଧାନୀ ତୁମେ ମୁଁ ଯେ ନିର୍ଜନ ସହର ତୁମେ ରଡ଼ ନିଆଁ ମୁଁ ବରଫ ଚାଦର… ମୁଁ ଦଦରା ନଉକା ତୁମେ ନଦୀ ଚିରସ୍ରୋତା ତୁମେ ସପ୍ତରଙ୍ଗୀ ଇନ୍ଦ୍ରଧନୁ ମୋତେ ବର୍ଣ୍ଣାନ୍ଧତା… ତୁମେ ତାଜମହଲ କାହା ସ୍ମୃତିର ମୁଁ ବୃଦ୍ଧ ଶିଳ୍ପୀ ଭଗ୍ନ କୋଣାର୍କର ତୁମେ ମତୁଆଲି କୃଷ୍ଣଚୂଡ଼ାର ହସ ମୁଁ ଝରାଫୁଲ…

ଅଧିକ ପଢ଼ନ୍ତୁ
Odia Poem Abhula Premika (ଅଭୁଲା ପ୍ରେମିକା) by Swadhin Kar

ଅଭୁଲା ପ୍ରେମିକା

ଥିଲୁ ତୁ ମୋ ପାଇଁ ଏକ ପ୍ରେମିକା ଯାହାକୁ ମୁଁ ପାଉଥିଲି ବେଶି ଭଲ । ଛାଡ଼ି ମୁଁ ଚାଲିଗଲି ତତେ ଯେବେ ଭାରି ତୁ ମନେ ପଡ଼ୁ ସବୁବେଳେ । ନା ଦିନ ନା ରାତି, ସୋମ ନା ରବି କରୁଥିଲି ସବୁଦିନ ସେବା ତୋ’ରି । ପାଉଥିଲି ଭଲ ସେବା କରିବାକୁ ତୋ’ର ସେବାରେ କରିନି କେବେ ହେଳା ତୋ’ର । ଭୁଲି ଯାଇଥିଲି ଘର ମୋର ତୋହରି ସେବାରେ ତୋ’ତେ ହିଁ ଭାବୁଥିଲି ମୁଁ ମୋହରି ଘର । ତୋତେ…

ଅଧିକ ପଢ଼ନ୍ତୁ