Odia Poem Abhula Premika (ଅଭୁଲା ପ୍ରେମିକା) by Swadhin Kar

ଅଭୁଲା ପ୍ରେମିକା

ଥିଲୁ ତୁ ମୋ ପାଇଁ ଏକ ପ୍ରେମିକା ଯାହାକୁ ମୁଁ ପାଉଥିଲି ବେଶି ଭଲ । ଛାଡ଼ି ମୁଁ ଚାଲିଗଲି ତତେ ଯେବେ ଭାରି ତୁ ମନେ ପଡ଼ୁ ସବୁବେଳେ । ନା ଦିନ ନା ରାତି, ସୋମ ନା ରବି କରୁଥିଲି ସବୁଦିନ ସେବା ତୋ’ରି । ପାଉଥିଲି ଭଲ ସେବା କରିବାକୁ ତୋ’ର ସେବାରେ କରିନି କେବେ ହେଳା ତୋ’ର । ଭୁଲି ଯାଇଥିଲି ଘର ମୋର ତୋହରି ସେବାରେ ତୋ’ତେ ହିଁ ଭାବୁଥିଲି ମୁଁ ମୋହରି ଘର । ତୋତେ…

ଅଧିକ ପଢ଼ନ୍ତୁ
Odia Sonnet - Arta Partha (ସନେଟ… ଆର୍ତ୍ତ ପାର୍ଥ) by Madhumita Mishra

ସନେଟ… ଆର୍ତ୍ତ ପାର୍ଥ

ଅନ୍ଧାର ବଳୟୁ ଆଲୋକ ଆଡ଼କୁ ହାତ ଧରି ନେଇଯାଅ ହେ ଗୁରୁ ଜୀବନ ବଞ୍ଚିବା ଶିକ୍ଷାକୁ ଟିକିଏ ଶିଖେଇ ଦିଅ ବିଦ୍ୟା ଅଧ୍ୟୟନ ପର୍ଯ୍ୟାପ୍ତ ଲାଗେନା ଜୀବନ ମରଣ ଯୁଦ୍ଧେ ଧନ ଧର୍ମ କର୍ମ ଛନ୍ତି ଘେରି ପ୍ରାଣ ଆତ୍ମା ସେ ତୀରରେ ବିଦ୍ଧେ ମାତା ପିତା ମୋର ଦୁନିଆ ଦେଖେଇ ଶିଖେଇଲେ ନାନା କଥା ତଥାପି କେଜାଣି କେତେ କେତେ ପ୍ରଶ୍ନେ ଘୂରାଉଛି ଆଜି ମଥା ଯେତେ ଜାଣିଲେ ବି ଅଜଣା ଲାଗଇ ବଞ୍ଚିବାର ଏହି…

ଅଧିକ ପଢ଼ନ୍ତୁ
Odia Poem Shakti Swarupini (ଶକ୍ତି ସ୍ୱରୂପିଣୀ) by Bhagyashree Sahoo

ଶକ୍ତି ସ୍ୱରୂପିଣୀ

ହଁ… ମୁଁ ନାରୀ… ହେଲେ ନୁହେଁ ମୁଁ ଅବଳା କି ଦୁର୍ବଳା ମୁଁ ଅଷ୍ଟଭୁଜା… ମହିଷାସୁର ମର୍ଦିନୀ, ମୁଁ ମହାଦୂର୍ଗା… ଦୁର୍ଗତିନାଶିନୀ । ହଁ… ମୁଁ ନାରୀ… ଦେଇପାର ତୁମେ ମୋତେ ଗୋଲାପର କୋମଳତା ଆଖ୍ୟା, ହେଲେ ଭୂଲିବ ନାହିଁ କଣ୍ଟାଧାରେ ମୁଁ କରିପାରେ ନିଜର ସୁରକ୍ଷା… । ଭାବିପାର ତୁମେ ମୋତେ ଚନ୍ଦ୍ରମାର ଶୀତଳତା, ହେଲେ ଭୁଲିବ ନାହିଁ ଭରିଅଛି ମୋ ମଧ୍ୟେ ରବିର ଉଷ୍ମତା…। ହଁ… ମୁଁ ନାରୀ… ହେଲେ ନୁହେଁ ବଗିଚାରେ ଉଡ଼ୁଥିବା ଏକ କ୍ଷୁଦ୍ର…

ଅଧିକ ପଢ଼ନ୍ତୁ
Odia Poem Dukhalaya (ଦୁଃଖାଳୟ) by Prativa Dash

ଦୁଃଖାଳୟ

ଦୁଃଖାଳୟେ ବସି ସୁଖକୁ ଖୋଜିଲେ ସୁଖକି ମିଳିବ ଭାଇ କର୍ମହିଁ ସାହସ ଆଶା ଅଭିଳାଷ କର୍ମ କରିଚାଲ ଧାଇଁ…! ଦୁଃଖାଳୟେ ବସି ସୁଖକୁ ଖୋଜିଲେ ଅସ୍ଥିରତା ବଢ଼ି ଥାଏ କର୍ମ ପଥେ ଆମେ ବାନ୍ଧି ହୋଇଗଲେ ଅଭିଳାଷ ଯେ ନଥାଏ…! ଦୁଃଖାଳୟେ ବସି ସୁଖକୁ ଖୋଜିଲେ ଦୁଃଖ କି ହରଣ ହୁଏ…? କର୍ମ ତତ୍ପରତା ସାଥିରେ ଥିଲେ ସୁଖ ଆସି ଯାଇଥାଏ…! ଦୁଃଖାଳୟେ ବସି ସୁଖକୁ ଖୋଜିଲେ ଶାନ୍ତି କି ମିଳିବ ଭାଇ ସ୍ୱର୍ଗୀୟ ପ୍ରେମର ପବିତ୍ରତା…

ଅଧିକ ପଢ଼ନ୍ତୁ
Odia Peom Mahadevanka Jagara (ମହାଦେବଙ୍କର ମହା ଜାଗର) by Jangyash Kumar Rout

ମହାଦେବଙ୍କର ମହା ଜାଗର

ଶିବମୟ ଯେ ବ୍ରହ୍ମାଣ୍ଡ ଶିବ ଶକ୍ତି ହିଁ ଅନନ୍ତ, ଶିବ ହିଁ ସବୁର ଆଧାର ଶିବ ଯେ ସୃଷ୍ଟି ଶିବ ଯେ ଅନ୍ତ । ଶିବ ହିଁ ସତ୍ୟ ଶିବ ସୁନ୍ଦର ଶିବ ଯେ ରୁଦ୍ର ହର ଶଙ୍କର, ଶିବ ଆଦିଯୋଗୀ ଅଜ ଭୈରବ ଶିବ ହିଁ ଏକା ପରମେଶ୍ୱର । ଶିବ ହିଁ ତନ୍ତ୍ର ଶିବ ହିଁ ମନ୍ତ୍ର ଶିବଙ୍କ ଓଁକାରେ ଚାଲେ ସଂସାର, ଶିବ ନୀଳକଣ୍ଠ ଜରାଧିଶମନ ଶିବ ମହାବୁଦ୍ଧି ଶିବ ବୀରଭଦ୍ର । ଶିବ ହିଁ ଭକ୍ତି…

ଅଧିକ ପଢ଼ନ୍ତୁ