କେବେ ମନର କଥା ତ କେବେ ମନର ବ୍ୟଥା ଆଉ କେବେ କିଛି ତଥ୍ୟକୁ ପରିବେଷଣ କରିବାର ଏକ ବିଶେଷ ମାର୍ଗ ହେଉଛି କବିତା, ଯାହାକି ଲେଖକରୁ ହୃଦୟରୁ ସିଧା ପାଠକର ହୃଦୟକୁ ଛୁଏଁ ।

Read more about the article କୁଆଁର ପୁନେଇଁ ଜହ୍ନ
Odia Poem Kumara Punein Janha (କୁଆଁର ପୁନେଇଁ ଜହ୍ନ) by Sushree Sangita Sethy

କୁଆଁର ପୁନେଇଁ ଜହ୍ନ

କୁଆଁର ପୁନେଇଁ ଜହ୍ନ କୁଆଁରୀ ମନ ଛନଛନ, ବେଗେ ବନ୍ଦେଇବାକୁ ଚାନ୍ଦ ଝିଅଙ୍କ ମନ ଯେ ଉଚ୍ଛନ୍ନ । ନୂଆ ଜାମା ପିନ୍ଧି ସଜ ଝିଅଙ୍କ ପରା ଏ ଉତ୍ସବ, କୁମାର ମିଳିବେ ମନପସନ୍ଦର ସେଥିପାଇଁ ଏ ଓଷା, ପରବ ।…

Continue Readingକୁଆଁର ପୁନେଇଁ ଜହ୍ନ
Read more about the article ମା’ର ପର୍ବ
Odia Poem Maa ra Parba (ମା'ର ପର୍ବ) by Sushree Sangita Sethy

ମା’ର ପର୍ବ

ଧବଳ ଆକାଶ ଶ୍ୱେତ କାଶତଣ୍ଡୀ ସ୍ୱଚ୍ଛ ନିର୍ମଳ ଶରତେ, ଦୁର୍ଗତିନାଶିନୀ, ମହିଷାମର୍ଦ୍ଦିନୀ ମା' ଧରାକୁ ପାଦ ଥାପେ ! କାଶତଣ୍ଡୀ ସଜାଇ ତା' ବାଟ ଗାଏ ଆସ ମାଏ ଆସ ବେଗେ, ଏ ଧରା, ଗଗନ ପ୍ରକମ୍ପିତ ହେଉ ତୁମ ଜୟକାର…

Continue Readingମା’ର ପର୍ବ
Read more about the article ସନେଟ ରାବଣ ଦହନ
Odia Sonet Ravana Dahan (ସନେଟ ରାବଣ ଦହନ) by Madhumita Mishra

ସନେଟ ରାବଣ ଦହନ

ରାଗ କ୍ରୋଧ ମୋହ ଫାସର ପସରା… ରହିଛି ଜୀବନ ସାରା…! ରାସ୍ତା ଅଙ୍କାବଙ୍କା ଧରି ଆଗେଇଛି… ରାତିଦିନ ଧରି ଧରା…!! ବଡ଼ସାନ କିଛି ନ ମାନଇ ଆଜି… ବର୍ଷା କିମ୍ବା ଖରା ଶୀତେ…! ବଦଗୁଣ ଯେତେକ ଆବୋରି ବସିଛି… ବରବାଦ କରି…

Continue Readingସନେଟ ରାବଣ ଦହନ
Read more about the article କାଶତଣ୍ଡୀ ଫୁଲ
Odia Poem Kashatandi Phula (କାଶତଣ୍ଡୀ ଫୁଲ) by Deepak Kumar Nayak

କାଶତଣ୍ଡୀ ଫୁଲ

ମା' ଆସିବେ ବୋଲି ଧରା ହୋଇଛି ସଜେଇ । ଦୂର ଆକାଶ ତତେ ମୃଦୁ ମଳୟରେ ହସେ କାଶତଣ୍ଡୀ । ବିଲ ପାଟ ଫୁଟେ ନଦୀ ଗର୍ଭେ ଲାଗେ କେଡ଼େ ସୁନ୍ଦର । ଜଗତ ଜନନୀ ଆସିବେ ଧରାକୁ ଫୁଲେ ଫୁଲେ…

Continue Readingକାଶତଣ୍ଡୀ ଫୁଲ
Read more about the article ତୁ ଆସୁଛୁ
Odia Poem Tu Asuchhu (ତୁ ଆସୁଛୁ) by Madhumita Mishra For Nabaratri (ନବରାତ୍ରୀ)

ତୁ ଆସୁଛୁ

ତୁ ଆସୁଛୁ… ଏଇ କାଶତଣ୍ଡୀ ଖୁସିରେ କହିଲା ମୋତେ…! ତୁ ଆସୁଛୁ… ତେଣୁ ତ ସେ ଆଜି ହସି ପାରୁଛି ଏତେ…! ତୁ ଆସୁଛୁ… ଆଗରୁ ସେଥିପାଇଁ ସେ ତୋତେ ଜଗିଛି ମର୍ତ୍ତ୍ୟେ…!! ତୁ ଆସୁଛୁ… ତେଣୁ ମଳୟ ବଦଳାଇଛି ନିଜ…

Continue Readingତୁ ଆସୁଛୁ