କେବେ ମନର କଥା ତ କେବେ ମନର ବ୍ୟଥା ଆଉ କେବେ କିଛି ତଥ୍ୟକୁ ପରିବେଷଣ କରିବାର ଏକ ବିଶେଷ ମାର୍ଗ ହେଉଛି କବିତା, ଯାହାକି ଲେଖକରୁ ହୃଦୟରୁ ସିଧା ପାଠକର ହୃଦୟକୁ ଛୁଏଁ ।

Read more about the article ରଶ୍ମିରେଖା
Odia Poem Rashmirekha (ରଶ୍ମିରେଖା) by Haripada Parida

ରଶ୍ମିରେଖା

ରଶ୍ମିରେଖା ରଶ୍ମିରେଖା ମୋ ଫୁଲେଇ ରଶ୍ମିରେଖା ତୁମ ବିନା କଲେଜ କ୍ୟାମ୍ପସ ଲାଗେ ଫିକା ଫିକା କ୍ଲାସରୁମ୍ ଚାରିକାନ୍ଥେ ତୁମ ନାଁ ଲେଖା ତୁମକୁ ନ ଦେଖିଲେ ଲାଗେ ମୋତେ ଏକା ଏକା କାନେ ନାହିଁ କାନ ଫୁଲ ନାହିଁ ଗୋଟେ…

Continue Readingରଶ୍ମିରେଖା
Read more about the article ଜୀବନ
Odia Poem Jibana (ଜୀବନ) by Ayushman Tripathy

ଜୀବନ

ଜୀବନଟା କେବେ ମଧୁର ଝରଣା ବହେ ଶାନ୍ତି ଜଳ ଧାରା ପବନେ ଦୋହଲି ହେଇଯାଏ ସେ ଧାନ୍ୟ କ୍ଷେତର ନିର୍ଝରା । ଜୀବନଟା କେବେ ମଧୁ ବସନ୍ତର ମହୁ ମିଠା ଜ୍ୟୋତ୍ସ୍ନାଭାସ କୋମଳ ସ୍ପର୍ଶର ମଧୁର ଯନ୍ତ୍ରଣା କରିଦେଲା ସର୍ବନାଶ ।…

Continue Readingଜୀବନ
Read more about the article ଝୁମୁକା
Odia Poem Jhumuka (ଝୁମୁକା) by Soumya Ranjan Pal

ଝୁମୁକା

ଓଠରେ ଖଇରୀ ମାଥେ କଳାବିନ୍ଦି କାନରେ ତୋର ଝୁମୁକା ବାର ବାର ମୋର ନଜର କିଣଇ କାନରେ ତୋର ଝୁମୁକା ॥ ତୋ କଳା କେଶର ଛାଇ ତଳେ ରହି ଶୋଇବାକୁ ମୋର ମନ ହେଲେ ତୋ କେଶରେ ଛନ୍ଦିରହି ଦୋଳି…

Continue Readingଝୁମୁକା
Read more about the article ଦୀପାବଳିରେ ପ୍ରେମ
Odia Poem Deepavalire Prema (ଦୀପାବଳିରେ ପ୍ରେମ) by Sunita Patel

ଦୀପାବଳିରେ ପ୍ରେମ

ଦୀପାବଳି ଦୀପର ହାଲକା ଆଲୁଅରେ ଝାପସା ଭାବେ ଦେଖିଥିବା ସେଇ ହସ, ହୃଦୟକୁ ଗଭୀର ଭାବେ ଆଘାତ କରିଛି, ସେଇ ହସକୁ ଭୁଲିବା ଭାରି କଷ୍ଟ ହେଉଛି । ବୋଧେ ପ୍ରେମରେ ହେଉଥିବା ମିଠା ଦରଦର କିଛିଟା ଆଭାସ ହେଉଛି, ତାକୁ…

Continue Readingଦୀପାବଳିରେ ପ୍ରେମ
Read more about the article ଦୀପାବଳି
Odia Poem Deepavali (ଦୀପାବଳି) by Sushree Sangita Sethy

ଦୀପାବଳି

ଅନ୍ଧାର ଉପରେ ଆଲୋକର ବିଜୟ ନେଇ ଆସେ ଦୀପାବଳି, ସବୁରି ମନର ଉଲ୍ଲାସ, ହରଷ ଆଙ୍କିଦିଏ ଧରି ତୂଳୀ ! ଆବାଳବୃଦ୍ଧବନିତାଙ୍କ ମନେ ଉତ୍ସାହ ଲହରୀ ଯାଏ ଖେଳି, ଘରେ ଘରେ ଚାଲେ ପର୍ବର ପ୍ରସ୍ତୁତି ପୁଲକ ହୃଦୟେ ଢାଳି !…

Continue Readingଦୀପାବଳି