ମୁଁ ଚାଲିଯିବା ପରେ
ମୁଁ ଚାଲିଯିବା ପରେ ତୁ ନିଜକୁ ଭୁଲିଯିବୁ ଜାଣିଥିଲେ ମୁଁ ବଞ୍ଚିବା ପାଇଁ ଆହୁରି ସଂଘର୍ଷ କରିଥାନ୍ତି, ହଁ ଟିକିଏ କଷ୍ଟ ତ ହୋଇଥାନ୍ତା ହେଲେ ତୋ' ପାଇଁ ଖୁସିରେ ହସି ହସି ସହି ଯାଇଥାନ୍ତି । ମୁଁ ଚାଲିଯିବା ପରେ…
କେବେ ମନର କଥା ତ କେବେ ମନର ବ୍ୟଥା ଆଉ କେବେ କିଛି ତଥ୍ୟକୁ ପରିବେଷଣ କରିବାର ଏକ ବିଶେଷ ମାର୍ଗ ହେଉଛି କବିତା, ଯାହାକି ଲେଖକରୁ ହୃଦୟରୁ ସିଧା ପାଠକର ହୃଦୟକୁ ଛୁଏଁ ।
ମୁଁ ଚାଲିଯିବା ପରେ ତୁ ନିଜକୁ ଭୁଲିଯିବୁ ଜାଣିଥିଲେ ମୁଁ ବଞ୍ଚିବା ପାଇଁ ଆହୁରି ସଂଘର୍ଷ କରିଥାନ୍ତି, ହଁ ଟିକିଏ କଷ୍ଟ ତ ହୋଇଥାନ୍ତା ହେଲେ ତୋ' ପାଇଁ ଖୁସିରେ ହସି ହସି ସହି ଯାଇଥାନ୍ତି । ମୁଁ ଚାଲିଯିବା ପରେ…
କାହାକୁ ଖୋଜୁଛୁ? ମୁଁ ଯିଏ, ତୁ ବି' ସିଏ, କେବଳ ଫରକ୍ ଏତିକି ମୁଁ ମୋତେ ଜାଣିଛି ତୁ ତୋ' ନିଜକୁ ଜାଣିବା ଏବେ ମଧ୍ୟ ବାକି ରହି ଅଛି । ନିଜର ସତ୍ତାକୁ ଭୁଲି, ଭ୍ରମରେ ଏ ମଣିଷ ନିଜେ…
ଅଝଟ ହେଉଥିବା, ଅରୁଚି ବୋଲି ଅଳି କରୁଥିବା ଦରୋଟି ଛୁଆଙ୍କୁ, ଅଖାବାୟାର ଭୟ ଓ ଭେଳିକି ଦେଖାଇ କେଉଁ ଅନାଦି କାଳୁ ମାଆମାନେ ସବୁ, ଆହାର ଦିଅନ୍ତି, ଆକଟ କରି ବୋଲକରା କରି ସରାଗେ ପଣତକାନିରେ, ସାଉଁଟି ସ୍ଵପ୍ନର ବୀଜ ବୁଣନ୍ତି…
ତା' ସ୍ୱେଦ ଗ୍ରନ୍ଥିରୁ ଝରି ପଡ଼ୁଥିବା ପ୍ରତିଟି ସ୍ୱେଦ ବିନ୍ଦୁରେ ଥାଏ ତା' ଶ୍ରମର ମୂଲ । କେବେ ଇଟା ଭାଟିର ଉତ୍ତପ୍ତ ନିଆଁ, ବାଷ୍ପିଭୂତ କରୁଥାଏ ତା' ପ୍ରତିଟି ସ୍ୱେଦ କଣା, କେବେ ବାଲି, ସିମେଣ୍ଟର ବୋଝ ନୁଆଇଁ ଦିଏ…
ଧନ୍ୟସେ ଜୀବନ ନିତ୍ୟ ଶ୍ରମଦାନେ ଅରଜଇ କୋଟି ପୁଣ୍ୟ ତଥାପି ଦୁନିଆଁ ଲାଞ୍ଛନା ଦିଅଇ ଭାବଇ ତାକୁ ନଗଣ୍ୟ । ଗଡ଼ିଉଠେ କେତେ ସୁରମ୍ୟ ପ୍ରାସାଦ କେତେ ପୁଣି ଅଟ୍ଟାଳିକା କଳକାରଖାନା ବନ୍ଦର ସହିତ ଶ୍ରମିକର ଶ୍ରମ ଯୋଖା । ପୁଷ୍କରଣୀ…