କେବେ ମନର କଥା ତ କେବେ ମନର ବ୍ୟଥା ଆଉ କେବେ କିଛି ତଥ୍ୟକୁ ପରିବେଷଣ କରିବାର ଏକ ବିଶେଷ ମାର୍ଗ ହେଉଛି କବିତା, ଯାହାକି ଲେଖକରୁ ହୃଦୟରୁ ସିଧା ପାଠକର ହୃଦୟକୁ ଛୁଏଁ ।

Read more about the article ଶୁଭ ଦୀପାବଳି
Odia Poem Shubha Deepavali (ଶୁଭ ଦୀପାବଳି) by Mamata Sahu

ଶୁଭ ଦୀପାବଳି

ଆଲୋକର ପର୍ବ ଏହି ଦୀପାବଳି ବରଷକେ ଥରେ ଆସିଛି ଫେରି ॥ କାର୍ତ୍ତିକ ମାସର ଅମାବାସ୍ୟା ଦିନ ଶୁଭ ଦିପାବଳୀ ହୁଅଇ ପାଳନ ॥ ପ୍ରଦୀପ ମାଳରେ ପୁରିତ ଏ ଧରା ଉଜ୍ଜଳ ଆଲୋକ ଆନନ୍ଦ ପସରା ॥ ପଲ୍ଲୀରୁ ସହର…

Continue Readingଶୁଭ ଦୀପାବଳି
Read more about the article ଏଇ ବୋଧେ ପ୍ରେମ
Odia Poem Ae Bodhe Prema (ଏଇ ବୋଧେ ପ୍ରେମ) by Janmajaya Nayak

ଏଇ ବୋଧେ ପ୍ରେମ

ସେ ଅଛି ମୋ ଭିତରେ ମୁଁ ବି ଅଛି ତା' ଭିତରେ ହେଲେ ବି କାହିଁ ବୁଝେନି ମନ ସତେ କି ଯୋଜନ ଯୋଜନ ଦୂରେ ସେ... ଲାଜ ଜୁଡ଼ୁବୁଡ଼ୁ ତା' ମହୁଆ ହସରେ ମାଦକତା ମନେ ଭରେ, ପ୍ରଣୟ ନିଶାରେ…

Continue Readingଏଇ ବୋଧେ ପ୍ରେମ
Read more about the article ଇଚ୍ଛା ହୁଏ
Odia Poem Ichchha Hue (ଇଚ୍ଛା ହୁଏ) by Chikun Panda

ଇଚ୍ଛା ହୁଏ

ଇଚ୍ଛା ହୁଏ କୁହୁଡ଼ି ଚାଦର ଘୋଡ଼େଇ ଚାନ୍ଦର ଟିକିଲି ନାଇ ନବ ବଧୂ ସାଜିବାକୁ ଇଚ୍ଛା ହୁଏ ରାତିର ଅନ୍ଧକାରକୁ ଆଖିର କଜଳ କରି ଆଖିକୁ ସୁନ୍ଦର କରିବାକୁ । ଇଚ୍ଛା ହୁଏ ଗୋଲାପୀ ଓଠରେ ବିନ୍ଦୁ ବିନ୍ଦୁ କାକର ଟୋପାର…

Continue Readingଇଚ୍ଛା ହୁଏ
Read more about the article ପ୍ରକୃତି
Odia Poem Prakruti (ପ୍ରକୃତି) by Sasmita Nayak

ପ୍ରକୃତି

ଦିନ ବଦଳିଛି ଯୁଗ ବଦଳିଛି ବଦଳି ନାହିଁ ପ୍ରକୃତି ମା' ଏଇ ମାନବ ଜାତିଟା କରୁଛି କଳ୍ପନା ଦୋଷ ହେଇଥାଏ ଯୁଗର ନା ॥ ଦେଖିବାକୁ ଏଠି ସବୁ ସତ୍ୟବାନ୍ ନାରୀ ସାଜେ ଏଠି ବେଶ୍ୟା ॥ ଗୁରୁ ଗୁରୁଜନ କେହି…

Continue Readingପ୍ରକୃତି
Read more about the article ସ୍ୱପ୍ନ
Odia Poem Swapna (ସ୍ୱପ୍ନ) by Sasmita Nayak

ସ୍ୱପ୍ନ

ସ୍ୱପ୍ନ କେବେ ଦୂର ପହାଡ଼ର ଶୀର୍ଷରେ, ମୁଁ ଦୀପ ଶିଖାଟିଏ ॥ ସ୍ୱପ୍ନ କେବେ ନିଘଞ୍ଚ ପ୍ରହରର ସପ୍ତ ରଙ୍ଗ ଭରା ରଙ୍ଗୀନ ଦୁନିଆଟିଏ ॥ ସ୍ୱପ୍ନ ଦରିଆ ଲହରୀର ମୁଁ ଦ୍ୱୀପପୁଞ୍ଜ ଦେବୀ ପ୍ରତିମାଟିଏ ॥ ସ୍ୱପ୍ନ କେବେ ସାଜେ…

Continue Readingସ୍ୱପ୍ନ