କେବେ ମନର କଥା ତ କେବେ ମନର ବ୍ୟଥା ଆଉ କେବେ କିଛି ତଥ୍ୟକୁ ପରିବେଷଣ କରିବାର ଏକ ବିଶେଷ ମାର୍ଗ ହେଉଛି କବିତା, ଯାହାକି ଲେଖକରୁ ହୃଦୟରୁ ସିଧା ପାଠକର ହୃଦୟକୁ ଛୁଏଁ ।

Read more about the article ଦେବବ୍ରତ
Odia Poem Debabrata (ଦେବବ୍ରତ) by Smruti Ranjan Barik

ଦେବବ୍ରତ

ଗୁଞ୍ଜେ ଚଉଦିଗ, ଧରାପୃଷ୍ଠ ସରଗ, ମହୀତଳ ସୁଭାଷିତ ଦେବବ୍ରତ ଜନମ । ସାତଭ୍ରାତା ଅନ୍ତେ ସ୍ପର୍ଶ ଭୂମିକୋରତ, ଗଙ୍ଗାକୋଳ ପୂର୍ଣ୍ଣକରେ ବୀର ଦେବବରତ । ସାତପୁତ୍ର ଦାନକରେ ଗଙ୍ଗା ନିଜ ଗରଭେ, ଶାନ୍ତନୁର ନିବେଦନେ ରଖେ ତାକୁ ଶରଧେ । ଅଭିଶପ୍ତ…

Continue Readingଦେବବ୍ରତ
Read more about the article ଶିଶିରର ଛୁଆଁ ତୁ
Odia Poem Sishirara Chhuan Tu (ଶିଶିରର ଛୁଆଁ ତୁ) by Manas Ranjan Dash

ଶିଶିରର ଛୁଆଁ ତୁ

ଭୋର୍ ଶିଶିରର ଛୁଆଁ ତୁ ଅସ୍ତରାଗର ରଙ୍ଗ ତୋ' ଢଙ୍ଗରେ ଢଳିଛି ମୋ ଜିଇଁବାର ଢଙ୍ଗ ତୁ ପାଖେ ଥା' କି ନ ଥା' ସାଥେ ଅଛୁ ମୋ'ରି ଯୋଜନ ଯୋଜନ ବାଟ ନିମିଷକେ ପାରି- -କରି ଆସେ ତୋ'ର ସ୍ମୃତି…

Continue Readingଶିଶିରର ଛୁଆଁ ତୁ
Read more about the article ସମୟ
Odia Poem Samaya (ସମୟ) by Prasanti Mohapatra

ସମୟ

ଅପରିଚିତରୁ ପରିଚିତ ହେଲେ ପରିଚିତରୁ ନିଜର, ତେବେ ପୁଣି କାଇଁ ଏତେ ବ୍ୟବଧାନ କାଇଁ ଲାଗ ପର ପର? ଅଚିହ୍ନାରୁ ଚିହ୍ନା ହେଲେ ଯେବେ ଆମେ ଅନେକ ଅବୁଝା ଥିଲା, ଧୀରେ ଧୀରେ କରି ବୁଝୁ ବୁଝୁ କାଇଁ ବିଶ୍ୱାସ ଦୋହଲି…

Continue Readingସମୟ
Read more about the article ସମ୍ପର୍କ
Odia Poem Samparka (ସମ୍ପର୍କ) by Himanshu Bhusan Sahoo

ସମ୍ପର୍କ

କିଛି ଲୋକ ସମ୍ପର୍କକୁ ଖୁବ୍ ସହଜରେ କାଟି ଦେଉଛନ୍ତି ସମ୍ପର୍କ ଆରମ୍ଭ ବେଳେ ଖୁସି-ଉତ୍ସାହ ଆଉ ସମ୍ପର୍କ ଭାଙ୍ଗିବା ବେଳେ ଦୁଃଖ-ବିରହ ଆଉ ଏହା ମଧ୍ୟରେ ଅନେକ କାହାଣୀ ଅନେକ ଭାବନା ଅନେକ ମାନ ଅଭିମାନ ସ୍ମୃତି ସବୁକୁ ମାରି ଦେଉଛନ୍ତି…

Continue Readingସମ୍ପର୍କ
Read more about the article ଅନ୍ତହୀନ ଅପେକ୍ଷା
Odia Poem Antahina Apeksha (ଅନ୍ତହୀନ ଅପେକ୍ଷା) by Manas Ranjan Dash

ଅନ୍ତହୀନ ଅପେକ୍ଷା

ତୁମକୁ ପାଇବାର ଇଚ୍ଛା ଅନେକ ଦାୟିତ୍ଵର ବୋଝ ତଳେ ଦବିଯାଏ ଗାଆଁର ସରଳ ଲୋକଟେ ସହରର ଭିଡ଼ରେ ଯେମିତି ହଜିଯାଏ ନିଜ ପରିଚୟ ଗଢ଼ିବାରେ ସରିଯାଏ ଯୌବନ ଅବଧି ବୁକୁପରେ ନିଜ ହାତେ ଗଢ଼ିବାକୁ ହୁଏ କେତେ ଯେ ପ୍ରେମର ସମାଧି…

Continue Readingଅନ୍ତହୀନ ଅପେକ୍ଷା