ଅସମ୍ପୂର୍ଣ୍ଣ ଗଣତନ୍ତ୍ର
ଯେବେ ପ୍ରତିଶ୍ରୁତି ଆଜି ରାଜନୀତି ଆଉ ରାଜନୀତି ଏଠି ରାଜନେତା ମାନଙ୍କର ପୈତୃକ ସମ୍ପତ୍ତି, ତେବେ କେମିତି ସମ୍ପୂର୍ଣ୍ଣ ହେବ ଭାରତର ଗଣତନ୍ତ୍ର ! ଯେବେ ପାଶ୍ଚାତ୍ୟ ଶିକ୍ଷାର ସୁବାସିତ ହଳାହଳ ବିଷ ଓ ବେରୋଜଗାରିର ଶିକୁଳି ରେ ବନ୍ଧା ଭାରତର ଭାଗ୍ୟ, ତେବେ କେମିତି ସମ୍ପୂର୍ଣ୍ଣ ହେବ ଭାରତର ଗଣତନ୍ତ୍ର ! ଯେବେ ସାଧାରଣ ଜନତାଙ୍କର ଜୀବନ ଏଠି ଅସୁରକ୍ଷିତ ଓ (ଅସାଧାରଣ) ଗୁଣ୍ଡାରାଜ୍ ଏଠି ସୁରକ୍ଷିତ, ତେବେ କେମିତି ସମ୍ପୂର୍ଣ୍ଣ ହେବ ଭାରତର ଗଣତନ୍ତ୍ର ! ଯେବେ ସରକାରୀ…

