ଓଁ ନମଃ ଶିବାୟଃ
ତୁମେ ସତ୍ୟ ତୁମେ ଚିରନ୍ତନ ତୁମେ ବିଶାଳ ତୁମେ ସୁନ୍ଦର ତୁମେ ରୁଦ୍ର ତୁମେ ସ୍ଥିର ତୁମେ ଆଦି ତୁମେ ଅନ୍ତ ତୁମେ ରକ୍ଷକ ତୁମେ ବିନାଶକ ତୁମେ ତ୍ୟାଗ ତୁମେ ବୈରାଗ ତୁମେ ସତ୍ୟ ତୁମେ ଶିବ ତୁମେ ସୁନ୍ଦର…
କେବେ ମନର କଥା ତ କେବେ ମନର ବ୍ୟଥା ଆଉ କେବେ କିଛି ତଥ୍ୟକୁ ପରିବେଷଣ କରିବାର ଏକ ବିଶେଷ ମାର୍ଗ ହେଉଛି କବିତା, ଯାହାକି ଲେଖକରୁ ହୃଦୟରୁ ସିଧା ପାଠକର ହୃଦୟକୁ ଛୁଏଁ ।
ତୁମେ ସତ୍ୟ ତୁମେ ଚିରନ୍ତନ ତୁମେ ବିଶାଳ ତୁମେ ସୁନ୍ଦର ତୁମେ ରୁଦ୍ର ତୁମେ ସ୍ଥିର ତୁମେ ଆଦି ତୁମେ ଅନ୍ତ ତୁମେ ରକ୍ଷକ ତୁମେ ବିନାଶକ ତୁମେ ତ୍ୟାଗ ତୁମେ ବୈରାଗ ତୁମେ ସତ୍ୟ ତୁମେ ଶିବ ତୁମେ ସୁନ୍ଦର…
ନିରବି ଯାଇଛି ନିରବ ଆଖି ମୋ ନିରବେ ଝରାଏ ଲୁହ, ଶବ୍ଦ ହୁଏ ନାହିଁ ଗୋପନ ଯନ୍ତ୍ରଣା ଦିଶେ ଖାଲି ତୁମ ମୁହଁ ॥ ସ୍ଥିର ହୋଇ ଯେବେ ଠିଆ ହୁଏ ନିଜେ ସତ୍ୟର ଆଇନା ପାଖେ, ଅଟକି ଯାଇଚି ଭାଗ୍ୟ…
ରାତିସାରା ତୋଫା ଜୋଛନାକୁ ସାଉଁଟି ପିନ୍ଧି, ଲାଜେଇ ଯାଉଥିଲି... ଦୁର୍ବାର ବାସନା ମୋ, କୁହୁଡ଼ିରେ ପହଁରି ଲୁଚାଇଦେବାକୁ ତାକୁ, ମୁରୁକି ହସୁଥିଲେ ତାରା ! ଘୁରି ଘୁରି ଉଡ଼ୁଥିଲା ଜହ୍ନ, ଜଣା ନାଇଁ ମୋତେ, ମସଗୁଲ ସେ, ଉଜାଗର କୁମୁଦିନୀ ନୀଳ…
କୁମ୍ଭକାର ଜାତି କୁଳରୁ ଉତ୍ପତ୍ତି ବାବେର ବଂଶ ମହିମା । ଗୋତ୍ର ପରାସର ଜାଗୃତି କରଇ କହି ନୁହେଁ ଗୁଣ ସୀମା । କୋମନା ଗଡ଼ରୁ ରହିବାରୁ ନାମ ଯେ କୁମୁନିଆ ବାବେର । ଖଡ଼ିଆର ଗଡ଼େ ହେଲେ ଖରଡ଼ିଆ ବାବେର…
ବେଳେବେଳେ ହୃଦୟର ଅଭିବ୍ୟକ୍ତି ଅଧାରୁ ନୀରବିଯାଏ, ପରିସ୍ଥିତି ଆଉ ଔପଚାରିକତାର ବାଦଲ ପଛରୁ ଅପେକ୍ଷା କରିଥାଏ ଗୋଟିଏ ସୁଯୋଗର; ଯେବେ ପୁଣି କାଳି ବୋଳି ହୋଇ ନିଜ ଅସ୍ତିତ୍ୱର ପ୍ରମାଣ ଦେଇପାରିବ ପୂର୍ଣ୍ଣଚ୍ଛେଦ ପଡ଼ିବା ଆଗରୁ । ମୁଁ ବି ବଞ୍ଚାଇ…