Read more about the article ପନ୍ଥେଇ ଜଳ
Odia Poem Panthei Jala (ପନ୍ଥେଇ ଜଳ) by Debasish Mohapatra

ପନ୍ଥେଇ ଜଳ

ଫଗୁଣର ଫଗୁ ସରି ଗଲା ପରେ, ଆସିଯାଏ ଚଇତିର ପନ୍ଥେଇ ଜଳ । ଦୂର ଆକାଶ ରୁ ଶୁଭାଯାଏ, ହୁଳହୁଳିର ଏକ ଅବିସ୍ମୟ ଝଙ୍କାର । ଚଇତିର ମଙ୍ଗଳବାର, ମଙ୍ଗଳାଙ୍କ ଅସୀମ ଅପାର ହୁଳହୁଳିରେ କମ୍ପୁଥାଏ ଅମ୍ବର । ସିଞ୍ଚିଲା ଜଳ,…

Continue Readingପନ୍ଥେଇ ଜଳ
Read more about the article କାଳିଆ ଗୋସେଇଁ
Odia Poem Kalia Gosein (କାଳିଆ ଗୋସେଇଁ) by Debasish Mohapatra

କାଳିଆ ଗୋସେଇଁ

ଚାହିଁ ବସିଥିଲି ଅନତି ଦୂରେ କେବେ ଆସିବ ମୋର ସଖା ସେଦିନ ଆଉ ନାହିଁ କେତେ ଦୂର, ଆସୁଛି ରଥ ଯାତ୍ରା । ଚକାଡୋଳା ସାଆନ୍ତେ ଟିକେ ଦିଅ ମତେ ଦେଖା ଏ ଭବ ସାଗରରେ ଆଉ କିଛି ଲୋଡ଼ା ନାହିଁ…

Continue Readingକାଳିଆ ଗୋସେଇଁ
Read more about the article ଶୀତ ଦିନର ଗ୍ରାମାଞ୍ଚଳ
Odia Poem Shita Dinara Gramanchala (ଶୀତ ଦିନର ଗ୍ରାମାଞ୍ଚଳ) by Debasish Mohapatra

ଶୀତ ଦିନର ଗ୍ରାମାଞ୍ଚଳ

ଦିନ ଥିଲା ସେ ଶୀତ ବି ଥିଲା ଥରୁଥିଲା ଓଠଟି ତା'ର ଥରି ଯାଉଥିଲା ତା'ର ଶରୀର ଚାଦର ଘୋଡ଼ାଇ ହେଇ ଆସେ ସେ ନି'ତି ବଜାର ଲାଗୁଥିଲା ନିଆଁ ଧୁନିର ଉପଚାର ଦଳ ଦଳ ହୋଇ ବସୁଥିଲେ ଏକ ପ୍ରକାର…

Continue Readingଶୀତ ଦିନର ଗ୍ରାମାଞ୍ଚଳ
Read more about the article କାର୍ତ୍ତିକ ମାସ
Odia Poem Kartika Masa (କାର୍ତ୍ତିକ ମାସ) by Debashis Mohapatra

କାର୍ତ୍ତିକ ମାସ

ଶିଉଳି ଫୁଲର ବାସ, କାର୍ତ୍ତିକର ମାସ ବଣ ମଲ୍ଲୀକୁ କାଟି ଦିଏ ତା'ର ସେଇ ସୁଗନ୍ଧଭରା ବାସ ପଣତ କାନିରେ ଗୋଟାଉ ଥାଏ ସେ ଶିଉଳିର ପରକାଶ କାର୍ତ୍ତିକ ମାସର ସକାଳ, ଚଉରା ପ୍ରାଙ୍ଗଣ ଦିଶୁଥାଇ ସୁନ୍ଦର ଆକାଶ ମାର୍ଗରେ ଶୁଭୁ…

Continue Readingକାର୍ତ୍ତିକ ମାସ