You are currently viewing କାର୍ତ୍ତିକ ମାସ
Odia Poem Kartika Masa (କାର୍ତ୍ତିକ ମାସ) by Debashis Mohapatra

କାର୍ତ୍ତିକ ମାସ

ଶିଉଳି ଫୁଲର ବାସ, କାର୍ତ୍ତିକର ମାସ
ବଣ ମଲ୍ଲୀକୁ କାଟି ଦିଏ ତା’ର ସେଇ ସୁଗନ୍ଧଭରା ବାସ
ପଣତ କାନିରେ ଗୋଟାଉ ଥାଏ ସେ ଶିଉଳିର ପରକାଶ
କାର୍ତ୍ତିକ ମାସର ସକାଳ, ଚଉରା ପ୍ରାଙ୍ଗଣ ଦିଶୁଥାଇ ସୁନ୍ଦର
ଆକାଶ ମାର୍ଗରେ ଶୁଭୁ ଥାଇ ଆରତୀର ହୁଳୁତାଳ
ଧର୍ମର ପରା ଏଇ ମାସ, କରି ଥାଇ ସେ କେତେ ଉପବାସ
ଜୀବନ ପ୍ରାସଙ୍ଗେ ସବୁ ଭୁଲିଯାଇ କରେ ସେ କେତେ ଅସୁମାରୀ ଆଶା ଅଶେଷ ।

– ଦେବାଶିଷ ମହାପାତ୍ର

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଦେବାଶିଷ ମହାପାତ୍ର ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।