କେବେ ମନର କଥା ତ କେବେ ମନର ବ୍ୟଥା ଆଉ କେବେ କିଛି ତଥ୍ୟକୁ ପରିବେଷଣ କରିବାର ଏକ ବିଶେଷ ମାର୍ଗ ହେଉଛି କବିତା, ଯାହାକି ଲେଖକରୁ ହୃଦୟରୁ ସିଧା ପାଠକର ହୃଦୟକୁ ଛୁଏଁ ।

Read more about the article ଯୋଡ଼ି
Odia Poem Jodi (ଯୋଡ଼ି) by Ashutosh Meher

ଯୋଡ଼ି

ଉଡ଼ିଉଡ଼ି ଯେବେ ଥକି ଯିବ ଡେଣା ନୀଳ ଆକାଶର କୋଳେ ଗଛ ଡାଳ ଖୋଜି ବାନ୍ଧି ଦେବା ବସା ଯୁଗଳ ବାହୁର ବଳେ ॥୦॥ ସେ ବସାରେ ବସି ନୀଳ ଆକାଶରେ ଦେଖିବା ସୂରୁଯ ଖେଳ ସଞ୍ଜ ନଇଁ ଗଲେ ଚାନ୍ଦ…

Continue Readingଯୋଡ଼ି
Read more about the article ମିଠା ଶିହରଣ
Odia Pome Mitha Siharana (ମିଠା ଶିହରଣ) bySroj Kumar Sahoo

ମିଠା ଶିହରଣ

ମେଘ ଝରିଆସେ ବଉଦ ଫାଙ୍କରୁ ରିମିଝିମି ଗୀତ ଗାଇ ତମେ ଭିଜୁଥାଅ ଭାବନା ଭିତରେ ମିଠା ଶିହରଣ ପାଇ । ସତ ପରି ଲାଗେ ହୃଦୟର ଛବି ତମେଅଛ ବୋଲି ପାଶେ, ରାତିର ସପନ କରି ଝିଲିମିଲି ପଲକରେ ମୁହଁ ଦିଶେ…

Continue Readingମିଠା ଶିହରଣ
Read more about the article ମାନବିକତା
Odia Poem Manabikata (ମାନବିକତା) by Shubhalaxmi Nayak

ମାନବିକତା

ମଣିଷ ଭିତରେ ଥିବା ଏକ ଅନୁଭବ ମୁଁ ଲୁପ୍ତପ୍ରାୟ ହେବାକୁ ବସିଛି ଆଜି କେଉଁଠି କେତେବେଳେ କାଁ ଭାଁ ନଜର ଆସି ଯାଉଛି ସିନା କିନ୍ତୁ ସ୍ୱାର୍ଥ ସାଧନ ପାଇଁ । ସତରେ ମୋତେ ବିଶ୍ୱାସ କର, ମୁଁ କେବେ ଏମିତି…

Continue Readingମାନବିକତା
Read more about the article ବିଶ୍ୱ ବିଜୟୀ
Odia Poem Biswa Bijayee (ବିଶ୍ୱ ବିଜୟୀ) by Binay Mohapatra

ବିଶ୍ୱ ବିଜୟୀ

ମୁଁ ବିଶ୍ୱ ବିଜୟୀ ଥିଲି କେବେ କାହାଠାରୁ ନହାରିବାର ପଣ ନେଇ, ହଠାତ୍ ଦିନେ ଚଣ୍ଡାଶୋକ ପରି ନିଜ ଠାରୁ ନିଜେ ହାରିଗଲି । ସବୁରି ଉର୍ଦ୍ଧରେ ଗଗନକୁ ଛୁଇଁବାର ବେଳେ ହଠାତ୍ ଲାଗିଲା ମୁଁ ଯେ ରସାତଳେ ଥିଲି ।…

Continue Readingବିଶ୍ୱ ବିଜୟୀ
Read more about the article ପ୍ରତୀକ୍ଷା
Odia Poem Pratiksha (ପ୍ରତୀକ୍ଷା) by Krishna Mishra

ପ୍ରତୀକ୍ଷା

ପ୍ରତୀକ୍ଷା ! ଏକ ବିସ୍ତାରିତ ନିଃସଙ୍ଗ ପଥ, ଆଉ... ଏକ ଗଭୀର ଗହ୍ଵରରେ ଶୁଖିଲା ନଈ, ସଙ୍କୁଚିତ ! ସ୍ମୃତିର ବହଳ ପରତକୁ ଆଞ୍ଚୁଡ଼ିଲେ, ବାରିହୁଏ କଣ୍ଠ ସ୍ୱରର ଆର୍ଦ୍ରତା... ମନ୍ଦିରରେ ଜ୍ୱଳନ୍ତ ପ୍ରଦୀପ, କମ୍ପୁଛି ଜୀବନ ସଳିତା ! ତକିଆରେ…

Continue Readingପ୍ରତୀକ୍ଷା