କେବେ ମନର କଥା ତ କେବେ ମନର ବ୍ୟଥା ଆଉ କେବେ କିଛି ତଥ୍ୟକୁ ପରିବେଷଣ କରିବାର ଏକ ବିଶେଷ ମାର୍ଗ ହେଉଛି କବିତା, ଯାହାକି ଲେଖକରୁ ହୃଦୟରୁ ସିଧା ପାଠକର ହୃଦୟକୁ ଛୁଏଁ ।

Read more about the article ମୋ ଝିଅ
Odia Poem Mo Jhia (ମୋ ଝିଅ) by Arpita Mishra

ମୋ ଝିଅ

ଅସରନ୍ତି ଆଶାର ପାରବାରକୁ ଏକମାତ୍ର ସେତୁଟିଏ ସେ, ମୋ ଜୀବନର ପ୍ରଚ୍ଛଦପଟ୍ଟରେ ନିର୍ମଳ, ନୀରିହ, ନିର୍ବିକାର ଛବିଟିଏ ସେ । ହୃଦୟର କୋଣ ଅନୁକୋଣରେ ଅନୁକମ୍ପାର ମୂର୍ତ୍ତିଟିଏ ସେ, ଅନାବିଳ ସ୍ନେହର ଗନ୍ତାଘର ଅଦ୍ୱିତୀୟ ଶକ୍ତିଟିଏ ସେ । ମୋ ଧନ…

Continue Readingମୋ ଝିଅ
Read more about the article ପ୍ରତିଶୃତି ବିକାଯାଏ ଶସ୍ତାରେ
Odia Poem Pratisruti Bikajae Sastare (ପ୍ରତିଶୃତି ବିକାଯାଏ ଶସ୍ତାରେ) by Sucharita Patra

ପ୍ରତିଶୃତି ବିକାଯାଏ ଶସ୍ତାରେ

ଦେହର କ'ଣ କ୍ଷୁଧା ଥାଏ !? ନା ମନ ତାକୁ ହିଂସ୍ର କରିଦିଏ? ଅନ୍ଧ କରିଦିଏ ଦୈତ୍ୟ ହେବାକୁ, ଅନ୍ଧାରୀ ଇଲାକାରେ ବିବେକ ବଳି ପଡ଼େନି ପ୍ରତିଶୃତି ବିକାଯାଏ ଭରସା ପାଇଁ ନିଜର ସର୍ବସ୍ୱ ଦେଇ ଆଶ୍ଵସନା ପାଇଁ ଝାସ ଦେଇଥିଲେ…

Continue Readingପ୍ରତିଶୃତି ବିକାଯାଏ ଶସ୍ତାରେ
Read more about the article ଗଣ ଓ ତନ୍ତ୍ର
Odia Poem Gana o Tantra (ଗଣ ଓ ତନ୍ତ୍ର) by Jangyash Kumar Rout

ଗଣ ଓ ତନ୍ତ୍ର

ମୋର ଆରମ୍ଭ ଭାରତର ସମ୍ବିଧାନ ସଙ୍ଗେ ହୋଇଥିଲା, ଭାବିଥିଲି ସମ୍ବିଧାନ ହିଁ ହେବ ମୋର ଆଶାବାଡ଼ି ଏ ଗଣମାନଙ୍କ ତନ୍ତ୍ରକୁ ଏକାଠି ରଖିବାକୁ, କିନ୍ତୁ, ସମ୍ବିଧାନ ବାସ୍ ଏକ ଖେଳନା ହୋଇ ରହିଗଲା ଏ ଦୁର୍ନୀତି ଖୋର୍ ନେତା ଓ ଅଫିସରମାନଙ୍କ…

Continue Readingଗଣ ଓ ତନ୍ତ୍ର
Read more about the article କେବଳ ତୋ’ ପାଇଁ
Odia Poem Kebala To Pain (କେବଳ ତୋ' ପାଇଁ) by Nibedita Nayak

କେବଳ ତୋ’ ପାଇଁ

ବୁଝେଇବାକୁ ତ କେବେ ପଡ଼େନା ଆଜି କ'ଣ ପାଇଁ ଏତେ ଅବୁଝା ହଉ କହିବାକୁ ତତେ ବି ପଡ଼େନା କିଛି ନ କହିକି ତୁ ସବୁ ବୁଝିଯାଉ ଲୁଚେଇବାକୁ ଚାହିଁଲେ ଯେତେ ପାରିବିନି ତତେ କିଛି ଲୁଚେଇ ମୋ ହାବ ଭାବ…

Continue Readingକେବଳ ତୋ’ ପାଇଁ
Read more about the article ସେ ମୋ ଡାଏରୀ
Odia Poem Se Mo Diary (ସେ ମୋ ଡାଏରୀ) by Sunita Patel

ସେ ମୋ ଡାଏରୀ

ଭୁଲିଯିବା ଭୟ ତା' ଭିତରେ ଅନେକ କିଛି ସାଇତି ରଖିଛି ଆଉ କିଛି ରହସ୍ୟ ଲୁଚେଇ ବି ରଖିଛି । ମୋ ଦିନ ସରିବା ପର୍ଯ୍ୟନ୍ତ ସେ ମୋତେ ଅପେକ୍ଷା କରେ ସେ ମୋ ଦିନକୁ ସମ୍ପୂର୍ଣ୍ଣ କରେ । ମୋର…

Continue Readingସେ ମୋ ଡାଏରୀ