ଶିଶିରର ଛୁଆଁ ତୁ
ଭୋର୍ ଶିଶିରର ଛୁଆଁ ତୁ ଅସ୍ତରାଗର ରଙ୍ଗ ତୋ’ ଢଙ୍ଗରେ ଢଳିଛି ମୋ ଜିଇଁବାର ଢଙ୍ଗ ତୁ ପାଖେ ଥା’ କି ନ ଥା’ ସାଥେ ଅଛୁ ମୋ’ରି ଯୋଜନ ଯୋଜନ ବାଟ ନିମିଷକେ ପାରି- -କରି ଆସେ ତୋ’ର ସ୍ମୃତି ଆସି ଛୁଏଁ ମୋର ଅଙ୍ଗ ଭୋର୍ ଶିଶିରର ଛୁଆଁ ତୁ ଅସ୍ତରାଗର ରଙ୍ଗ !!! – ମାନସ ରଞ୍ଜନ ଦାଶ ମାନସ ରଞ୍ଜନ ଦାଶମାନସ ରଞ୍ଜନ ଦାଶ ପେଶାରେ ଜଣେ ସଫ୍ଟୱେର୍ ଇଞ୍ଜିନିୟର୍ ଏବଂ ନିଶା…

