କେବେ ମନର କଥା ତ କେବେ ମନର ବ୍ୟଥା ଆଉ କେବେ କିଛି ତଥ୍ୟକୁ ପରିବେଷଣ କରିବାର ଏକ ବିଶେଷ ମାର୍ଗ ହେଉଛି କବିତା, ଯାହାକି ଲେଖକରୁ ହୃଦୟରୁ ସିଧା ପାଠକର ହୃଦୟକୁ ଛୁଏଁ ।

Read more about the article ବାପା
Odia Poem Bapa (ବାପା) by Anuradha Kar

ବାପା

ଜୀବନଟେ ପାଇ ଯେବେ ଜନ୍ମ ନେଲି ଏ ଧରା ଧରଣୀ ତଳେ ଆଦରେ କୋଳେଇ ନେଇଥିଲ ମତେ ଧରି ତୁମ ବାହୁ ବଳେ । ଖୁସିର ଲହରୀ ଛୁଟି ଉଠୁଥିଲା ଆନନ୍ଦରେ ଥିଲ ତୁମେ କେତେ ସ୍ୱପ୍ନ ତୁମେ ମୋ ପାଇଁ…

Continue Readingବାପା
Read more about the article ନମସ୍ତେ ମା’ ସରସ୍ୱତୀ
Namaste Maa Saraswati (ନମସ୍ତେ ମା' ସରସ୍ୱତୀ) by Mamata Sahu

ନମସ୍ତେ ମା’ ସରସ୍ୱତୀ

ନମସ୍ତେ ନମସ୍ତେ ଭଗବତୀ ଗୋ ଭାରତୀ ନମସ୍ତେ ନମସ୍ତେ ବିଦ୍ୟାବତୀ ସରସ୍ୱତୀ ॥ ବାଲମିକ ମୁନିଙ୍କୁ ମା' କରିଲୁ ସୁଦୟା ସପ୍ତକାଣ୍ଡ ରାମାୟଣ ଲେଖିଲେ ଅନନ୍ୟା ॥ ବୀଣା ନାଦେ ବିଷ୍ଣୁଙ୍କର ମନକୁ ମୋହିଲୁ ବିଷ୍ଣୁ ମୋହିନୀ ନାମରେ ପରିଚିତ ହେଲୁ…

Continue Readingନମସ୍ତେ ମା’ ସରସ୍ୱତୀ
Read more about the article ନଇଁଲେ ମସ୍ତକ ସମୁଦ୍ର ପାର
Odia Poem Nainle Masataka Samudra Par (ନଇଁଲେ ମସ୍ତକ ସମୁଦ୍ର ପାର) by Alekh Meher

ନଇଁଲେ ମସ୍ତକ ସମୁଦ୍ର ପାର

ନଇଁଲେ ମସ୍ତକ ବାରାନିଧି ପାର ଜାଣିଛି ଦୁନିଆଁ ସାରା, ଅବନତ କରି ପ୍ରଣାମ କରନ୍ତି ଜ୍ଞାନୀ ଗୁଣି ସସାଗରା । ଜଳଧର ନମ୍ରେ ନଭ ମଣ୍ଡଳରୁ ଜୀବନ କରନ୍ତି ଦାନ, ପାଦପ ଉଚ୍ଚରେ ଅବସ୍ଥାନ କରି ବିତରେ ଫଳ ପ୍ରସୂନ ।…

Continue Readingନଇଁଲେ ମସ୍ତକ ସମୁଦ୍ର ପାର
Read more about the article ନାରୀକୁ ସମ୍ମାନ
Odia Poem Nariku Sammana (ନାରୀକୁ ସମ୍ମାନ) by Mamata Barik for Menstruation Day

ନାରୀକୁ ସମ୍ମାନ

ନାରୀକୁ ଦେବୀ ଆଖ୍ୟା ଦେବା ପୂର୍ବରୁ ତା' ମାସିକ କଷ୍ଟ ବିଷୟରେ ଅବଗତ ହୁଅନ୍ତୁ । ନାରୀକୁ ଭଲପାଇବା ପୂର୍ବରୁ ତା' ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ । ନାରୀ ପ୍ରତି କୁଦୃଷ୍ଟି ପକାଇବା ଆଗରୁ ତା' ସହନଶୀଳତା ପରଖି ନିଅନ୍ତୁ…

Continue Readingନାରୀକୁ ସମ୍ମାନ
Read more about the article ମଣିଷ ଜନମ
Odia Poem Manisha Janama (ମଣିଷ ଜନମ) by Biswanath Kinkar Rout

ମଣିଷ ଜନମ

ପାଇଛନ୍ତି ଆମେ ମଣିଷ ଜନମ, ଏତେ କ୍ରୋଧ କିଆଁ କର, ନିଜେ ବଳିୟାର କରିତ୍‌କର୍ମା ବୋଲି, ନିଜକୁ କର ବିଚାର ॥ ଏତେ ଅଭିମାନ କର କାହିଁ ପାଇଁ, ଅଯୋଗ୍ୟ କେହି ତ ନୁହେଁ, ବର ହେଉ ଅବା ହେଉ ଅଭିଶାପ,…

Continue Readingମଣିଷ ଜନମ