କେବେ ମନର କଥା ତ କେବେ ମନର ବ୍ୟଥା ଆଉ କେବେ କିଛି ତଥ୍ୟକୁ ପରିବେଷଣ କରିବାର ଏକ ବିଶେଷ ମାର୍ଗ ହେଉଛି କବିତା, ଯାହାକି ଲେଖକରୁ ହୃଦୟରୁ ସିଧା ପାଠକର ହୃଦୟକୁ ଛୁଏଁ ।

Read more about the article ଆସିଛି ରଜ
Odia Poem Asichhi Raja (ଆସିଛି ରଜ) by Mamata Sahu

ଆସିଛି ରଜ

ବରଷକେ ଥରେ ଆସିଛି ରଜ, ଆଣିଛି ତା' ସାଥେ କେତେ ମଉଜ । ନୂଆ ଆଷାଢ଼ ମୌସୁମୀ ଆଜି, କହିଦିଏ ରଜ ଆସିଛି ଆଜି । ଗାଆଁରୁ ସହର ସଭିଏଁ ସଜ, ପାଳିବେ ବୋଲିକି ପରବ ରଜ । ମହକି ଉଠୁଚି…

Continue Readingଆସିଛି ରଜ
Read more about the article ରଜ ମଉଜ
Odia Poem Raja Mauja (ରଜ ମଉଜ) by Sushree Sangita Sethy

ରଜ ମଉଜ

ଆସିଲାରେ ରଜ ମଉଜ ନେଇ କରୋନା ମହାମାରୀକୁ ହରେଇ ଚାଲରେ ବାଳାଏ ହୋଇବା ସଜ ଆଜି ପରା ରଜ ସଜବାଜ । ପାଦରେ ପାଉଁଜି ଆଉ ଅଳତା ହାତରେ ମେହେନ୍ଦି ସେ ନାଲି ଛିଟା ହାତରେ ବାଜୁ ଚୁଡ଼ି ରୁଣୁଝୁଣୁ ରଜ…

Continue Readingରଜ ମଉଜ
Read more about the article ଖାଇବା ଚାଲ
Odia Poem Khaiba Chala (ଖାଇବା ଚାଲ) by Sambit Dalai

ଖାଇବା ଚାଲ

ପେଡ଼ା ଗୋଲ ଗୋଲ, ଚାଲ ଯିବା ଚଣ୍ଡିଖୋଲ । ଭୁଜା ଯଦି ପ୍ରିୟ ତୁମର, ଚାଲ ଯିବା ବାଲେଶ୍ଵର । ଖାଇବୁ କି ଛେନାପୋଡ଼, ଚାଲୁନୁ ଯିବା ନୟାଗଡ଼ । ଖଜା ଖାଇବୁ ମନ ଭରି, ଚାଲ ମାଡ଼ିଯିବା ପୁରୀ ।…

Continue Readingଖାଇବା ଚାଲ
Read more about the article ଯୁବକ୍ରାନ୍ତିର ମଶାଲ
Odia Poem Jubakrantira Masal (ଯୁବକ୍ରାନ୍ତିର ମଶାଲ) by Dinabandhu Bej

ଯୁବକ୍ରାନ୍ତିର ମଶାଲ

ଯୁବକ୍ରାନ୍ତିର ମଶାଲ ସଂସ୍କୃତି ପରମ୍ପରାର ଠିକଣା, ଦିଗନ୍ତ ପ୍ରସାରୀ ଡେଣା ପ୍ରାଚ୍ୟରୁ ପାଶ୍ଚାତ୍ୟକୁ କଲ ଉଡ଼ାଣ । ଧର୍ମ ଧାରଣର ଉର୍ଦ୍ଧ୍ୱରେ ବିଶ୍ଵବାସୀଙ୍କୁ କରାଇ ସ୍ମରଣ ଅନୁଭବ କରାଇଲ ହିନ୍ଦୁତ୍ଵର ଗଭୀରତା ଓ ଗାଢ଼ତା ଧର୍ମ ସଂସ୍ଥାପନର ଖମ୍ବ ମଜବୁତ କରାଇଲ…

Continue Readingଯୁବକ୍ରାନ୍ତିର ମଶାଲ
Read more about the article ମଣିଷ
Odia Poem Manisa (ମଣିଷ) by Sujata Dash

ମଣିଷ

ମଣିଷ ଭାବେ ସେ ସବୁଠୁ ଚାଲାକ ସବୁକିଛି କରିବା ଉପଭୋଗ ବ୍ୟବହାର କରିବ ମୂଲ୍ୟବାନ ଦ୍ରବ୍ୟ ବିଳାସମୟ ଆସବାସ ସବୁଠୁ ଗୁରୁତ୍ଵପୂର୍ଣ୍ଣ ବ୍ୟବହାର କରିବ ମଣିଷ ଜୀବନ ଏମିତି କରିବ ବ୍ୟବହାର ପାରିଶ୍ରମିକଠୁ ବେଶୀ କରେଇବ ଯେଉଁଦିନ କାମ ସରିଯିବ ଫୋପାଡ଼ିଦେବ…

Continue Readingମଣିଷ