କେବେ ମନର କଥା ତ କେବେ ମନର ବ୍ୟଥା ଆଉ କେବେ କିଛି ତଥ୍ୟକୁ ପରିବେଷଣ କରିବାର ଏକ ବିଶେଷ ମାର୍ଗ ହେଉଛି କବିତା, ଯାହାକି ଲେଖକରୁ ହୃଦୟରୁ ସିଧା ପାଠକର ହୃଦୟକୁ ଛୁଏଁ ।

Read more about the article ରଥରେ ଦର୍ଶନ କରିବା
Odia Bhajan Rathara Darsana Kariba (ରଥରେ ଦର୍ଶନ କରିବା) by Mamata Sahu

ରଥରେ ଦର୍ଶନ କରିବା

ଆସହେ ଭକତ ଚକା ନୟନକୁ ରଥରେ ଦର୍ଶନ କରିବା ଜୀବନର ଯେତେ ଦୁଃଖ ଯାତନାକୁ ହସି ହସି ଭୁଲିଯିବା ॥ ପରବ୍ରହ୍ମ ସେ ଯେ ଚତୁର୍ଦ୍ଧା ମୁରତି ଭକତ ବତ୍ସଳ ହରି ଭାବର ଠାକୁର ନିଳାଦ୍ରୀ ବିହାରି ଦୟାମୟ ଦଇତାରି ॥…

Continue Readingରଥରେ ଦର୍ଶନ କରିବା
Read more about the article ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା
Odia Bhajan Biswa Prasidha Rathajatra (ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା) by Mamata Sahu

ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା

ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଆଜି ଉତ୍କଳେ ପାଳିତ ହୁଏ ଉତ୍ସବ ମୁଖର ଚଳ ଚଞ୍ଚଳିତ ବଡ଼ଦାଣ୍ଡ ହୋଇଥାଏ ॥ ଆଷାଢ଼ ଶୁକଳ ଦ୍ୱତୀୟା ତିଥିରେ ପବିତ୍ର ଏ ରଥଯାତ୍ରା ରଥରେ ଦର୍ଶନ ଦେବେ ପରବ୍ରହ୍ମ ଦୀନବନ୍ଧୁ ବିଶ୍ୱକର୍ତ୍ତା ॥ ରତ୍ନ ସିଂଘାସନ…

Continue Readingବିଶ୍ୱ ପ୍ରସିଦ୍ଧ ରଥଯାତ୍ରା
Read more about the article ଜଗାର ରଥଯାତ
Odia Poem Jagara Rathajata (ଜଗାର ରଥଯାତ) by Jangyash Kumar Rout

ଜଗାର ରଥଯାତ

ବଡ଼ ଠାକୁର ଗୋ ବଡ଼ ଦିଅଁ ତୁମେ ରଥଯାତ ତୁମ ବଡ଼ । ବଡ଼ ବଡ଼ ଆଖି ଦେଖିବାକୁ ଧାଇଁ ଆସନ୍ତି ଭକ୍ତ ସମୁଦ୍ର ॥ ବରଷକେ ଥରେ ମିଳୁଛି ସୁଯୋଗ ଜଗା ରଥ ଭିଡ଼ିବାକୁ । କୋଟିଏ ଜନ୍ମର ପାପ…

Continue Readingଜଗାର ରଥଯାତ
Read more about the article ଆଶା
Odia Poem Asha (ଆଶା) By Sasmita Singh

ଆଶା

ଆଜି ଦୁଃଖର ମହାସମୁଦ୍ର ଅଛି ଡରିବାର ତୁମକୁ ତ ଜମା ବି ନାହିଁ ସୁଖକୁ ଆଣିବା ତୁମ ହାତରେ ଅଛି ପଛକୁ ଫେରିବାର ଜମା ବି ନାହିଁ ଆଜି ରାତି ଅଛି ଅନ୍ଧକାର କାଲି ସକାଳ ନିଶ୍ଚୟ ଆସିବ ଆଜି ବାଟ…

Continue Readingଆଶା
Read more about the article ବାପା
Odia Poem Bapa (ବାପା) by Krushna Chandra Barik

ବାପା

ଆକାଶ ପରିକା ପ୍ରଶସ୍ତ ହୃଦୟ ଚମ୍ପା କଢ଼ି ପରି କର୍ମ, ସାଗରର ଢେଉ ନିର୍ବାକ ନିଶ୍ଚଳ କିଏ ବୁଝେ ତା'ର ମର୍ମ । କୁଳୁ କୁଳୁ ନାଦେ ବଣ ଝରଣା ସେ ତରୁ ଲତା ମାଳ ଛୁଇଁ, ଶୀତଳ ସମୀର ଶେଫାଳୀର…

Continue Readingବାପା