କେବେ ମନର କଥା ତ କେବେ ମନର ବ୍ୟଥା ଆଉ କେବେ କିଛି ତଥ୍ୟକୁ ପରିବେଷଣ କରିବାର ଏକ ବିଶେଷ ମାର୍ଗ ହେଉଛି କବିତା, ଯାହାକି ଲେଖକରୁ ହୃଦୟରୁ ସିଧା ପାଠକର ହୃଦୟକୁ ଛୁଏଁ ।

Read more about the article ସନେଟରେ ସୁନାଦିଅଁ
Odia Poem Sanetre Sunadian (ସନେଟରେ ସୁନାଦିଅଁ) by Madhumita Mishra

ସନେଟରେ ସୁନାଦିଅଁ

ସୁନା ଠାକୁର ମୋ ସୁନା ବେଶ ଧରି ହୋଇଅଛି ଉଭା ସତେ… ସୁନା ଠାକୁରର ସୁନାବେଶ ଦେଖି ଝଲସେ ନଜର କେତେ…!! ସୁନା ଗହଣା ତା' ଅଙ୍ଗଦେଶେ ଲାଗି ଆହୁରି ଝଟକି ଯାଏ… ସୁନା ଠାକୁରର ସୁନାବେଶ ଦେଖି ଲୁହ ରୋକିପାରେ…

Continue Readingସନେଟରେ ସୁନାଦିଅଁ
Read more about the article ତୁମେ ହିଁ ତୁମେ
Odia Poem Tume hin Tume (ତୁମେ ହିଁ ତୁମେ) by Manjurani Mishra

ତୁମେ ହିଁ ତୁମେ

ତୁମେ ଅନନ୍ତ ଅବିଭକ୍ତ ମନ୍ଦାକିନୀ ସ୍ରୋତ ତୁମେ ବିଶ୍ୱାସର ବିଦେହୀ ସଂକେତ ଭୂମି ଠାରୁ ଭୂମା ପର୍ଯ୍ୟନ୍ତ । ତୁମେ ଆବୃତ୍ତ ପୁଣି ଅନାବୃତ୍ତ ତୁମେ ଦାରୁବ୍ରହ୍ମ ସଂକ୍ଷିପ୍ତ ପୁଣି ବିସ୍ତାରିତ । ତୁମେ ସୃଷ୍ଟି ପରିବ୍ୟାପ୍ତ ଯୋଜନ ଯୋଜନ ତୁମେ…

Continue Readingତୁମେ ହିଁ ତୁମେ
Read more about the article ଶେଷ ଅନୁରୋଧ
Odia Poem Sesha Anurodha (ଶେଷ ଅନୁରୋଧ) by Snigdha Panda

ଶେଷ ଅନୁରୋଧ

କବିତା, ତୋ'ର ମୋର କଥା ଥିଲା ତୁ ମତେ ନିଦ ଦେବୁ ନ ହେଲେ ସ୍ୱପ୍ନ ଦେବୁ ହେଲେ ତୁ ନା ଦେଲୁ ନିଦ, ନା ଦେଲୁ ସ୍ୱପ୍ନ ଏବେ କହ ମୋ' ଆଖିକୁ ଚାହିଁ ତୁ କ'ଣ ପ୍ରତାରଣା କଲୁନାହିଁ??…

Continue Readingଶେଷ ଅନୁରୋଧ
Read more about the article ମହାବାହୁ
Odia Poem Mahabahu (ମହାବାହୁ) by Arpita Mishra

ମହାବାହୁ

ଆହେ ଦୟାମୟ ନୀଳାଦ୍ରି ବିହାରୀ, ଦିନ ଯାଉ ତୁମ ଶ୍ରୀପଦ ସୁମରି । ପ୍ରଭୁ ତୁମେ ପରା ଜଗତର ନାଥ, ତୁମ ପାଇଁ ମୁଁହି ହେଲିକି ଅଜ୍ଞାତ । ଶୁଣ ପ୍ରଭୁ ମୋର ହୃଦୟ ବନ୍ଦନ, ନିରାଶ ଆତ୍ମାର ଆକୁଳ ଜଣାଣ…

Continue Readingମହାବାହୁ
Read more about the article କେବେ ବି ଭାବି ନ ଥିଲି
Odia Poem Kebe bi Bhabinathili (କେବେ ବି ଭାବି ନ ଥିଲି) by Nibedita Nayak

କେବେ ବି ଭାବି ନ ଥିଲି

ଆଜି ବି ମନେ ପଡ଼େ ମତେ ଆମ ପ୍ରଥମ ଦେଖା ନା ଜାଣିଥିଲେ ପରସ୍ପରକୁ ନା ହେଇଥିଲେ କଥା ।୧। କିନ୍ତୁ ହେଇଥିଲା ତ କିଛି ସୃଷ୍ଟି ଦୁହିଁଙ୍କ ମନରେ ମିଶିଯାଇଥିଲା ଯେବେ ଆଖି ଆଖିରେ ।୨। କ୍ଷଣିକର ଆକର୍ଷଣ ପରି…

Continue Readingକେବେ ବି ଭାବି ନ ଥିଲି