Odia Poem Pratiksha (ପ୍ରତୀକ୍ଷା) by Krishna Mishra

ପ୍ରତୀକ୍ଷା

ପ୍ରତୀକ୍ଷା ! ଏକ ବିସ୍ତାରିତ ନିଃସଙ୍ଗ ପଥ, ଆଉ… ଏକ ଗଭୀର ଗହ୍ଵରରେ ଶୁଖିଲା ନଈ, ସଙ୍କୁଚିତ ! ସ୍ମୃତିର ବହଳ ପରତକୁ ଆଞ୍ଚୁଡ଼ିଲେ, ବାରିହୁଏ କଣ୍ଠ ସ୍ୱରର ଆର୍ଦ୍ରତା… ମନ୍ଦିରରେ ଜ୍ୱଳନ୍ତ ପ୍ରଦୀପ, କମ୍ପୁଛି ଜୀବନ ସଳିତା ! ତକିଆରେ ଚାପି ହୋଇ ନିସ୍ତବ୍ଧ ପଡ଼ିଛି ହିକ୍କା, ଦୁଆରେ ଶବ୍ଦ ! ଥରୁଛି କଲିଜା… ପ୍ରତୀକ୍ଷା ! ସେ ଯେ ରୋଦନ, ଝାଉଁଳି ଯାଇଥିବା ଚେହେରାରେ, ଖାରୁଆ ଲୁହର କ୍ଳାନ୍ତ ସମୁଦ୍ର… ବିଶ୍ୱାସରେ ଶୀତଳ ପଡ଼ିଥିବା,…

ଅଧିକ ପଢ଼ନ୍ତୁ
Om Namah Shibaya (ଓଁ ନମଃ ଶିବାୟଃ) by Akala Kushmanda

ଓଁ ନମଃ ଶିବାୟଃ

ତୁମେ ସତ୍ୟ ତୁମେ ଚିରନ୍ତନ ତୁମେ ବିଶାଳ ତୁମେ ସୁନ୍ଦର ତୁମେ ରୁଦ୍ର ତୁମେ ସ୍ଥିର ତୁମେ ଆଦି ତୁମେ ଅନ୍ତ ତୁମେ ରକ୍ଷକ ତୁମେ ବିନାଶକ ତୁମେ ତ୍ୟାଗ ତୁମେ ବୈରାଗ ତୁମେ ସତ୍ୟ ତୁମେ ଶିବ ତୁମେ ସୁନ୍ଦର ! ଓଁ ନମଃ ଶିବାୟଃ ! – ଅକାଳ କୁଷ୍ମାଣ୍ଡ ଅକାଳ କୁଷ୍ମାଣ୍ଡଅକାଳ କୁଷ୍ମାଣ୍ଡ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ…

ଅଧିକ ପଢ଼ନ୍ତୁ
Odia Poem Niraba (ନିରବ) by Mamata Sahu

ନିରବ

ନିରବି ଯାଇଛି ନିରବ ଆଖି ମୋ ନିରବେ ଝରାଏ ଲୁହ, ଶବ୍ଦ ହୁଏ ନାହିଁ ଗୋପନ ଯନ୍ତ୍ରଣା ଦିଶେ ଖାଲି ତୁମ ମୁହଁ ॥ ସ୍ଥିର ହୋଇ ଯେବେ ଠିଆ ହୁଏ ନିଜେ ସତ୍ୟର ଆଇନା ପାଖେ, ଅଟକି ଯାଇଚି ଭାଗ୍ୟ ବିବର୍ଣ୍ଣ ମୋ ବିରହ ସମୟ ସଙ୍ଗେ ॥ ବଦଳି ଯାଇଛି ସବୁ କିଛି ଆଜି ବିଶ୍ୱାସ ପ୍ରତି ପୃଷ୍ଠାରେ, ଅପ୍ରାପ୍ତ ରସେଇ ଅଜଣା ନଗରି ନାହିଁ ଆଜି ଉଲ୍ଲାସରେ ॥ ମୃଦୁ ମୃଦୁ ଆସି…

ଅଧିକ ପଢ଼ନ୍ତୁ
Odia Poem Kakara (କାକର) by Sanjib Kumar Dash

କାକର

ରାତିସାରା ତୋଫା ଜୋଛନାକୁ ସାଉଁଟି ପିନ୍ଧି, ଲାଜେଇ ଯାଉଥିଲି… ଦୁର୍ବାର ବାସନା ମୋ, କୁହୁଡ଼ିରେ ପହଁରି ଲୁଚାଇଦେବାକୁ ତାକୁ, ମୁରୁକି ହସୁଥିଲେ ତାରା ! ଘୁରି ଘୁରି ଉଡ଼ୁଥିଲା ଜହ୍ନ, ଜଣା ନାଇଁ ମୋତେ, ମସଗୁଲ ସେ, ଉଜାଗର କୁମୁଦିନୀ ନୀଳ ନୀଳ ଆଖି !! ଅବଶ ମୁଁ, ଜଡ଼େଇ ଝରୁଛି ଟୋପା ଟୋପା… ନିଚ୍ଛକ ପ୍ରବଣତାର ଏ ଅଶ୍ରୁ, ଏବେ ସଜାଇଛି ! ଦୂବର ମୁକ୍ତାମୁକୁଟ, ସିକ୍ତକଢ଼ି ଶିରପାଟ, ବେଧଡ଼କ ଭାସିବାର ମୋ ସ୍ୱପ୍ନଯାକ ତରଳି…

ଅଧିକ ପଢ଼ନ୍ତୁ
Odia Poem Baber Bansara Mahima (ବାବେର ବଂଶର ମହିମା) by Kumarlal Rana

ବାବେର ବଂଶର ମହିମା

କୁମ୍ଭକାର ଜାତି କୁଳରୁ ଉତ୍ପତ୍ତି ବାବେର ବଂଶ ମହିମା । ଗୋତ୍ର ପରାସର ଜାଗୃତି କରଇ କହି ନୁହେଁ ଗୁଣ ସୀମା । କୋମନା ଗଡ଼ରୁ ରହିବାରୁ ନାମ ଯେ କୁମୁନିଆ ବାବେର । ଖଡ଼ିଆର ଗଡ଼େ ହେଲେ ଖରଡ଼ିଆ ବାବେର ବଂଶ କୁମ୍ଭାର ସୋରଡ଼ାରୁ ବାସ ନାମ ସରଡ଼ିଆ ବାବେର ବଂଶ ବୋଲାଇ । ପାଟଣାଗଡ଼ରୁ ବଂଶ ପଟନିଆ ବାବେର ବୋଲି ଜଣାଇ ॥ କୋଡ଼େ ଘର ଗଙ୍ଗା କୁମ୍ଭାର ଜାତିରୁ ଉତ୍ପତି ବାବେର ବଂଶ…

ଅଧିକ ପଢ଼ନ୍ତୁ