ସ୍ମୃତି
ସ୍ମୃତି ସେଇ ସତେ ମୋ ଗାଁଆଁ ସକାଳ ନାଲି କୃଷ୍ଣଚୂଡ଼ା ଫୁଲ ସ୍ମୃତି ସେଇ ସତେ ପୋଖୋରୀ ତୁଠର ଗାଁଆଁ ଭୁଆସୁଣୀ ମେଳ । ସ୍ମୃତି ସେଇ ସତେ ପିଲା ଦିନ ସାଥି ମିଛି ମିଛିକାର ଖେଳ ସ୍ମୃତି ସେଇ ସତେ ଅଭୁଲା ଅତୀତ ବୁଢ଼ୀ ଜେଜେମା କୋଳ । ସ୍ମୃତି ସେଇ ସତେ ମୋ ଗାଁଆଁ ପ୍ରେମିକା ଆଉ ସନ୍ଧ୍ୟା ନଈ କୂଳ ସ୍ମୃତି ସେଇ ସତେ ତା’ ଆଖି ମିଟିକା ଆଉ ସେ ମିଳନ…