Sambalpuri Poem Suratathi Manoj Das (ସୁରତାଥି ମନୋଜ ଦାସ) by Debendra kumar Naik

ସୁରତାଥି ମନୋଜ ଦାସ

ବାଲେଶ୍ୱର ଜିଲ୍ଲା ଶଙ୍ଖାରି ଗାଁଥି ହେଇଥିଲ ତୁମେ ଜନମ ମାଁ ମାଟିର ଗରବ ଆରୁ ଗୌରବ ଦିଗନ୍ତ ବିସ୍ତାରୀ ଯଶ ନାମ ॥ ଓଡ଼ିଆ ଆରୁ ଇଂରେଜୀ ଭାଷା ସାହିତ୍ୟନେ ଅଗାଧ ଜ୍ଞାନ କଥାଶିଳ୍ପୀ, ଗାଳ୍ପିକ, ଶିକ୍ଷାବିତ୍ ଭାବେ ଅରଜିଛ ସନମାନ ॥ ସୃଷ୍ଟି ସର୍ଜନାଥି ଧୂମ୍ରାଭ ଦିଗନ୍ତ ଅନନ୍ୟ ସେ ଅମୃତ ଫଳ ଶେଷ ବସନ୍ତର ଚିଠି, ସଙ୍କେତ ଝରି ଝରି ଝରନର ଜଳ ॥ ଭାଷା ସାହିତ୍ୟର ଉତ୍ତରଣକ୍ରମେ ତୁମର ଦାନ ଅତୁଳନୀୟ ଚିରନିଦ୍ରା…

ଅଧିକ ପଢ଼ନ୍ତୁ
Odia Poem Basanta Malaya (ବସନ୍ତ ମଳୟ) by Basanta Pradhan

ବସନ୍ତ ମଳୟ

ହାତେ ହାତେ ଦେଲେ ହାତୀ ଉଠିଯାଏ କହନ୍ତି ଜଗତ ଲୋକ, ତୁହିରେ କାଳିଆ ହାତ ଟେକି ଦେଲେ ଆଉ କି ରହନ୍ତା ଦୁଃଖ । ହାତୀ ବୁଲୁଥିଲେ ବନସ୍ତ ଭିତରେ ଅଟେ ସେ ତ ରାଜାଙ୍କର, ଯେଉଁଠି ମୁଁ ଥାଏ ଯେପରି ବା ଥାଏ ତୁହି ମୋର ଆପଣାର କାଳିଆ ରାଜାରେ ମୋର । ସୁଖର ଦୁଃଖର ସାଥି ତୁହି ମୋର ତୁହି ମୋ ପରାଣ ମିତ । ବଞ୍ଚିଥିଲେ ଲକ୍ଷେ ମରିଗଲେ ଲକ୍ଷେ ମୂଲ୍ୟ ସିନା ହାତୀଟିର, ଏଇ ଜୀବନର…

ଅଧିକ ପଢ଼ନ୍ତୁ
Odia Poem Bartaman (ବର୍ତ୍ତମାନ) by Shantanu Kumar Rout

ବର୍ତ୍ତମାନ

ଦୂର ଆକାଶଟା ନିଜର ଲାଗୁଛି ପର ଲାଗେ ମିଠା ଖରା ଅନ୍ଧାରକୁ କେବେ ଆପଣା ଭାବିଲେ ଇର୍ଷାରେ ଜଳୁଛି ଏ ଧରା ॥ ବରଷା ଦିନରେ ଭିଜି ଭିଜି ସତେ ଦେହ ହଉଥିଲା ଥଣ୍ଡା ସେ ଥଣ୍ଡାକୁ ଆଜି ଏ ମନ ଝୁରୁଛି ଖରା ଘଉଡ଼ାଏ ମନ ରୂପକ ଏ ଦଣ୍ଡା ॥ ଲୋମ ଟାଙ୍କୁରା ସେ ଶୀତ ଦିନେ ସତେ ଦେହ ଥିଲା ଉଙ୍କୁରିତ ଏ ଖରାକୁ ଦେଖି ମନ ଖୋଜୁଥାଏ କାହିଁ ଗଲା ସେଇ…

ଅଧିକ ପଢ଼ନ୍ତୁ
Odia Story Asadha Nirjiba (ଅସାଢ ନିର୍ଜୀବ) by Shwetapadma Padhi

ଅସାଢ ନିର୍ଜୀବ

ନୋବଲ ହସ୍ପିଟାଲ (କାଳ୍ପନିକ), ଭୁବନେଶ୍ୱର… ସମୟ ରାତି ୨ଟା । ଚାରିଆଡ଼ ଶୂନଶାନ୍ । ରିସେପ୍‌ସନ୍ ମଧ୍ୟ ବନ୍ଦ ଥାଏ । ଓପିଡ଼ି ତ ପୂରା ନିସ୍ତବ୍ଧ ଆଉ ନିଶଦ୍ଦ ସତେ ଯେମିତି ମଶାଣି । କେବଳ ଜରୁରୀକାଳିନ ବିଭାଗ ଖୋଲା ଥାଏ । ହଠାତ୍ ଆମ୍ୱୁଲାନ୍ସର ସାଇରନ୍ ଶବ୍ଦର ରାତ୍ରି ଅନ୍ଧକାରର ନିଶବ୍ଧତାକୁ ଚିରି ବୁକୁଫଟା ଚିତ୍କାର ଛାଡ଼ୁଥାଏ । ଭୟରେ ଛାତି ଥରୁଥାଏ । କ୍ୟାଜୁଆଲ୍‌ଟିରେ କିଛି ଲୋକଙ୍କ ଭିଡ଼ । କିଛି ସମୟ ଅନ୍ତରାଳରେ ଏମିତି ଆମ୍ୱୁଲାନ୍ସ ଆସୁଥାଏ ଯାଉଥାଏ । ଏ ରୋଗୀ ବି…

ଅଧିକ ପଢ଼ନ୍ତୁ
Odia Poem Parisamaptira Purbaru (ପରିସମାପ୍ତିର ପୂର୍ବରୁ) by Dibyashree Biswaabandya Jena

ପରିସମାପ୍ତିର ପୂର୍ବରୁ

ପରିସମାପ୍ତିର ଠିକ ପୂର୍ବରୁ ସବୁକିଛି ପୁଣି କାହିଁକି ଜୀବନ୍ତ ହୋଇଉଠେ ! ସ୍ମୃତିର ବକ୍ଷ ଚିରି ଅତୀତ ଆଜି ଭାସି ଉଠେ ଜଳଜଳ କରି ଆଖି ଆଗରେ । ଇତିର ଅୟମାରମ୍ଭ ଆଗରୁ ଆରମ୍ଭ କାହିଁକି ଆଜି ପୁନଶ୍ଚ ସ୍ଵପ୍ନ ଦେଖାଏ ଆଉ ଏକ ନୂଆ ଆରମ୍ଭର ! ଭିନ୍ନ ମୋଡ଼ ନେବାକୁ ଚାହେଁ ଗତିପଥ ଜୀବନର, ବଦଳାଇଦେବାକୁ ଚାହେଁ ରୂପ ଇତିର । ନାଟକରେ ଯବନୀକା ପଡ଼ିବା ଆଗରୁ ଶେଷ ଦୃଶ୍ୟର ଠିକ ଆଗରୁ ଭାସିଉଠନ୍ତି ମାନସପଟରେ କାହାଣୀର ଚରିତ୍ର ସବୁ !…

ଅଧିକ ପଢ଼ନ୍ତୁ