ଭେଜାଲ୍
ଭେଜାଲ୍ ହେଉଛେ ଗୁଟେ ଗୁଟେ କରି ଦୁନିଁଆରେ ଅଛେ ଯାହା, ଭେଜାଲ୍ ଆଜି ଉଷ କଷା ଠାନୁଁ ଭେଜାଲ୍ ପି’ ଲା ଚାହା । ଭେଜାଲ୍ ହେଉଛେ ଚାଉଲ୍, ଅଣ୍ଡା ଶୁନିଁ କାବା ଯିବ ହେଇ, କ୍ଷୀର, ମହୁ ଠାନୁଁ ଭେଜାଲ୍ ମିଲୁଛେ ଜାନିଁ ନାଇଁପାରୁଛନ୍ କେହି । ଭେଜାଲ୍ ଆଜି ତ ମୁନୁଷ୍ ସମାଜ୍ ଗୁଟେ ସତ୍ ଲୋକ୍ ନାଇଁ, ଜିନିଷ୍ ଗୁରାକ ଭେଜାଲ୍ ହେଲାଯେ କାହାକେ କହେମାଁ ଭାଇ । ଭେଜାଲ୍ ଇନଁ ହୋ ମନ୍ତ୍ରୀ ନେତା ଭେଜାଲ୍…

